ବାହାଘର ସିଦ୍ଧାର୍ଥ ଓ ଲିପ୍ସା ଙ୍କ ର ଜାଣନ୍ତୁ ତାଙ୍କର ବୟଫ୍ରେଣ୍ଡ ଙ୍କ ବିଷୟ ରେ

dhghkrrdfgfh

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ଜଗତ ର ଲିପ୍ସା ମିଶ୍ର ଙ୍କ ବିବାହ ହେବାକୁ ଯାଉଛି ଆଜ୍ଞା ହଁ ବନ୍ଧୁଗଣ ଓଲିଉଡ ଜଗତ ର ଛୋଟ ପରଦା ସିରିଏଲ ଠାରୁ କାମ କରି ଓଲିଉଡ ଜଗତ ର ଫିଲ୍ମ ରେ ମଧ୍ୟ ଲିପ୍ସା ମିଶ୍ର କାମ କରି ସାରିଛନ୍ତି ଏମିତି ରେ ଦେଖିବାକୁ ଗଲେ ସେ ଓଡିଆ ଜଗତ ରେ ଥିବା ଆଲବମ୍ ଗୀତ ରେ ବି ମଧ୍ୟ ତାଙ୍କର ଥିବା କଳା ମଧ୍ୟ ସେ ପ୍ରଦର୍ଶନ କରି ଓଡିଆ ବାସିନ୍ଦା ମାନଙ୍କ ର ମନ ଜିଣ ପାରିଛନ୍ତି । ତେବେ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ,dgfjhgsdgfg

ତେବେ ବନ୍ଧୁଗଣ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ର ବିବାହ କାହା ସହିତ ହେବା କୁ ଯାଉଛି ଏବଂ ସେ କେବେ ବିବାହ କରିବେ ଏମିତି କି ତାଙ୍କର ବିବାହ ସହ ଯୋଡିତ ସମସ୍ତ ପ୍ରଶ୍ନ ର ଜବାବ ଏହି ଥିରୁ ଜାଣି ପାରିବେ ତେବେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ଲିପ୍ସା ମିଶ୍ର ଙ୍କ ର ନିର୍ବନ୍ଧ ଖୁବ ଶିଘ୍ର ହେବାକୁ ଯାଉଛି ଏବଂ ଗତ କାଲି ଲିପ୍ସା ମିଶ୍ର ସିଦ୍ଧାର୍ଥ ଙ୍କ ସହ ଅର୍ଥାତ ଲିପ୍ସା ମିଶ୍ର ଙ୍କ ର ପ୍ରେମିକା ଙ୍କ ସେ ତାଙ୍କର ଜନ୍ମ ଦିନ ମନାଇଛନ୍ତି । ତାଙ୍କର ଜନ୍ମ ଦିନ ରେ ମଧ୍ୟ ଓଡିଆ ଜଗତ ସମସ୍ତ କଳାକାର ମଧ୍ୟ ତାଙ୍କର ଜନ୍ମ ଦିନ ର ଉତ୍ସବ ରେ ଯୋଗ ଦେଇଥିଲେ ।dsfdhgfjasf

ତେବେ ଅଭିନେତ୍ରୀ ଲିପ୍ସା ମିଶ୍ର ଏହି କୋରନା ମହାମାରୀ ସମୟ ରେ ତାଙ୍କର ପ୍ରେମିକା ସିଦ୍ଧାର୍ଥ ଙ୍କ ସହ ବହୁତ ଖିସି ରେ ଅଛନ୍ତି ଏବଂ ସେ ଏଇ କିଛି ଦିନ ଭିତରେ ତାଙ୍କର ବିବାହ ମଧ୍ୟ ହେବ ଏ ନେଇ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ର ସମସ୍ତ ପରିବାର ର ସଦସ୍ୟ ଏବଂ ଲିପ୍ସା ମିଶ୍ର ଙ୍କ ର ପ୍ରେମିକ ସିଦ୍ଧାର୍ଥ ଙ୍କ ର ପରିବାର ର ସମସ୍ତ ସଦସ୍ୟ ଉକ୍ତ ପରିବାର କୁ ସହମତି ଦେବା ସହ ଉଭୟ ଦୁଇ ଜଣଙ୍କ ବିବାହ କୁ ନେଇ ବେଶ ଖୁସି ରେ ଅଛନ୍ତି ।dgvdfsfdfhh

ତେବେ ବନ୍ଧୁଗଣ ଏବେ ପ୍ରଶ୍ନ ଉଠୁଚି ଅଭିନେତ୍ରୀ ଲିପ୍ସା ମିଶ୍ର କଣ ବିବାହ ପରେ ଓଡିଆ ଜଗତ ରେ ଅଭିନୟ କରିବେ କି ନାହିଁ ଏ ନେଇ ସେ ଏବେ ସୁଦ୍ଧା କିଛି କହି ନାହାନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *