ବଡ ଖବର : ପରଲୋକରେ ରାଜୁ ମିଶ୍ର ଜାଣନ୍ତୁ କେମିତି ହେଲା ତାଙ୍କର ମୃତ୍ୟୁ ଏବଂ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ

ବନ୍ଧୁଗଣ ଚକାଆଖି ସବୁ ଦେଖୁଛି , ପୁଅ ମୋର କଳା ଠାକୁର ଭଳି ଅନେକ ସୁପର ହିଟ୍ ଫିଲ୍ମ ଦେଇ ଥିବା ବିଶିଷ୍ଟ ଓଡ଼ିଆ ଚଳଚିତ୍ର ନିର୍ଦ୍ଧେଶକ ରାଜୁ ମିଶ୍ର ଙ୍କ ଆଜି ପରଲୋକ ହୋଇ ଜାଇଛି , ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ହୋଇ ଥିଲା , ଜଟଣୀ ସ୍ଥି୍ତ ଘରେ ବସି ଥିବା ସମୟ ରେ ହୃଦଘାତ ରେ ତାଙ୍କର ମୃତ୍ୟୁ ହୋଇ ଥିବା ନେଇ ତାଙ୍କର ପତ୍ନୀ ପ୍ରିୟତମା ମଞୁରୀ ମିଶ୍ର ସୂଚନା ଦେଇଛନ୍ତି , ତେବେ ଏହା ପରେ ତାଙ୍କୁ ହସ୍ପିପିଟାଲ ନିଆ ଜାଇ ଥିଲେ ମଧ୍ୟ ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରା ଜାଇ ଥିଲା , ଏମିତି କ୍ଷେତ୍ର ରେ ବର୍ତମାନ ସମୟ ରେ ଓଲିଉଡ ଜଗତ ରେ ସଂମ୍ପର୍ଣ୍ଣ ଭାବେ ଶୋକ ର ଛାୟା ଖେଳି ଜାଇଛି ।

ଆପଣ ମାନେ ଜାଣି ଥିବେ ପ୍ରଥମେ ବିଜୟ ମହାନ୍ତି , ଏବଂ ପରେ ଅଜିତ୍ ଦାସ୍ ଙ୍କ ପରି ବିରିଷ୍ଟ ଅଭିନେତା ଙ୍କର ଏହି କିଛି ଦିନ ମଧ୍ୟ ରେ ପରଲୋକ ହୋଇ ଥିଲା ବେଳେ ସେମାନଙ୍କ ବିୟୋଗ ରେ ଓଲିଉଡ ଜଜଗତ ରେ ବିରାଟ ବଡ ସୂନ୍ୟ ସ୍ଥାନ ସୃଷ୍ଟି ହୋଇ ଥିଲା ଏବଂ ବର୍ତମାନ ସମୟ ରେ ପୁଣି ରାଜୁ ମିଶ୍ର ଙ୍କ ବିୟୋଗ ଏତେ ବଡ ଝଟ୍କା ଦେଇଛି କି ତାହାର ତୁଳନା କରିବା ହୁଏତ ଅସମ୍ଭବ ଅଟେ । 2012 ମସିହା ରେ ରାଜୁ ମିଶ୍ର ଙ୍କୁ ଜୟଦେବ ପୁରସ୍କାର ମିଳି ଥିଲା ,

ସେ କେବଳ ଓଡ଼ିଆ ନୁହେଁ ବରଂ ଅନେକ ଭାଷା ରେ ଚଳଚିତ୍ର କରିଛନ୍ତି , ସେ ଚକାଆଖି ସବୁ ଦେଖୁଛି ପୁଅ ମୋର କଳା ଠାକୁର , ସାଗର ଗଙ୍ଗା ଏବଂ , ରୂପା ଗାଁ ର ସୂନା କନିଆଁ , ସତ ମିଛ , ପଥର ଖସୁଛି ବଡ ଦେଉଳ ଭଳି ହିଟ୍ ଫିଲ୍ମ ମାନଙ୍କ ରେ ନିର୍ଦ୍ଧେଶନା ଦେଇ ଥିଲେ । ନିଜର 35 ବର୍ଷ ର ଲମ୍ଭା କେରିଅର ରେ ରାଜୁ ମିଶ୍ର ଅନେକ ଫିଲ୍ମ ରେ ସେ ଫୋଟ ଗ୍ରାଫି ଏବଂ ନିର୍ଦ୍ଧେଶନା ଦେଇ ଥିବା ବେଳେ 10 ରୁ ଅଧିକ ଫିଲ୍ମ ରେ ସଂଙ୍ଗୀତ ନିଦ୍ଧେଶନା

ମଧ୍ୟ ସେ ଦେଇଛନ୍ତି , ସେମିତି ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଆଜି ତାଙ୍କର ମୃତ୍ୟୁ ହୋଇ ଥିବା ବେଳେ ବର୍ତମାନ ସମୟ ରେ ତାଙ୍କୁ ସ୍ୱର୍ଗ ଦ୍ୱାର ରେ ତାଙ୍କର ଅନ୍ତିମ କାର୍ଯ୍ୟ କ୍ରମ ପାଇଁ ନିଆ ଜାଇ ଥିବାର ସୂଚନା ରହିଛି , 2020 ମସିହା ରେ ଆମେ ମାନେ ଏମିତି ଓଲିଉଡ ଜଗତ ରେ ବହୁତ ଅଭିନେତା ମାନଙ୍କୁ ହରେଇ ଥିବା ବେଳେ ଏହା

ଆହୁରୀ ଗୋଟିଏ ନୂଆ ଦୁଖଃ ଆମ ମାନଙ୍କ ମନ ରେ ସୃଷ୍ଟି କରିଛି , ତେବେ ବନ୍ଧୁଗଣ ଆପଣ ମାନେ ରାଜୁ ମିଶ୍ର ଙ୍କ ଫିଲ୍ମ ଏବଂ ତାଙ୍କୁ କେତେ ପରିମାଣ ରେ ପସନ୍ଦ କରୁ ଥିଲେ ଆପଣ ମାନେ ନିଶ୍ଚିତ ଭାବେ ତାଙ୍କ ପାଇଁ ଶ୍ରଦ୍ଧାଞଳୀ ଜଣେଇବା ସହିତ ପୋଷ୍ଟ କୁ ସେୟାର କରି ଅନ୍ୟ କୁ ଜଣେଇବାରେ ସାହାଯ୍ୟ କରନ୍ତୁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *