ଏହି ବୀର କଥା ଜାଣିଲେ ଆପଣଙ୍କ ହୋଶ ଉଡିଯିବ !

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ହିନ୍ଧୁ ଧର୍ମ ର ତଥା ଦେଶ ର ସବୁଠାରୁ ବଡ ଗ୍ରନ୍ଥ ହେଲା ମହା ଭାରତ । ମହାଭାରତ ରେ ସମସ୍ତ ଙ୍କ କଥା କୁ ବିସ୍ତାର ଭାବେ ବାଖ୍ୟା କରା ଜାଇଛି । ମହାଭାରତ ରେ ସୂର୍ଯ୍ୟ ପୁତ୍ର କର୍ଣ୍ଣ ଙ୍କୁ ମହା ପ୍ରତାପି ଯୋଦ୍ଧା ଭାବେ ଦର୍ଶା ଜାଇଛି କିନ୍ତୁ ସେହି ମହାଭାରତ ରେ ଆଉ ଜଣେ ଯୋଦ୍ଧା ଥିଲେ ଯିଏ କର୍ଣ୍ଣ ଠାରୁ ବି ବହୁତ ଦାନ ବୀର ଥିଲେ । ତେବେ ବନ୍ଧୁଗଣ ସେହି ଦାନ ବୀର ହେଲେ ମହା ଶକ୍ତିଶାଳୀ ଯୋଦ୍ଧା ବୋର୍ବୁରକ ।

ତେବେ ସେ ଭୀମ ଙ୍କ ନାତି ତଥା ଘଟଚକୋଚ ଙ୍କ ପୁତ୍ର ଥିଲେ । ବୋର୍ବୁରକ ଙ୍କ ମାଆ ରାକ୍ଷାସ୍ୟ ବଂଶ ର ଥିଲେ ।  ବୋର୍ବୁରକ ଭଗବାନ ଶିବ ଙ୍କୁ ତପସ୍ୟା କରି ତାଙ୍କୁ ପ୍ରଶନ୍ନ କରି ଥିଲେ ଭଗବାନ ଶିବ ବୋର୍ବୁରକ ଙ୍କ ତପରେ ପ୍ରଶନ୍ନ ହୋଇ ତାଙ୍କୁ ବର ଦାନ ଦେଇ ଥିଲେ ଏବଂ ପରେ ଭଗବାନ ଶିବ ତିନୋଟି ମହାଶକ୍ତିଶାଳୀ ଅସ୍ତ୍ର ଦେଇଥିଲେ ଏହି ଅସ୍ତ୍ର ସହାଯ୍ୟ ରେ ଯୁଦ୍ଧ ରେ ବିଜୟ ପ୍ରପ୍ତ କରା ଜାଇ ପାରିିବ ।

Barbarik

କିନ୍ତୁ ଯୁଦ୍ଧ ପାଇଁ ଏକ ସର୍ତ ଥିଲା ସେ ସେହିଠାରେ କେବଳ ଦୁର୍ବଳ ପକ୍ଷ୍ୟତ ଭାବେ ଲଢିବେ , ହେଲେ ଯଦି ବୋର୍ବୁରକ ଯୁଦ୍ଧ କ୍ଷେତ୍ର କୁ ସେହି ତିନିଟି ଅସ୍ତ୍ର କୁ ନେଇ ଉହ୍ଲେଇ ଥାନ୍ତେ ତେବେ କୈଣସି ଯୋଦ୍ଧା ଜିବିତ ରହି ନ ଥାନ୍ତେ , ଯୁଦ୍ଧ ଭୂମି ରେ କେବଳ ବୋର୍ବୁରକ ହିଁ ଜିବିତ ଥାନ୍ତେ । ହେଲେ ଏମିତି ସଂଙ୍କଟ ନ ଉପୁଜୁ ସେହିଥି ପାଇଁ ସେ ନିଜର ମୁଣ୍ଡ କାଟି ଭଗବାନ ଶ୍ରୀକୃଷ୍ଣ ଦେଇ ଦେଇ ଥିଲେ ।

ଏବଂ ତାହା ସହିତ କୃଷ୍ଣ ବି ତାଙ୍କୁ ବର ଦାନ ଦେଲେ କି ସେ ମହାଭାରତ ଯୁଦ୍ଧ ର ସାଖି ରହିବେ ବୋଲି , ଏବଂ ଅନନ୍ତ କାଳ ଯାଏ ପୃଥିବୀ ରେ ଖଟୁଶ୍ୟାମ ଭାବେ କଷ୍ଟ ନିବାରଣ କରିବେ ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *