ସ୍ୱାମୀ ଓ ସ୍ତ୍ରୀ ଭିତରେ ସର୍ବଦା ଝଗଡ଼ା ହେଉ ଥିଲେ କେଉଁ ଉପାୟ କରିବେ ଜାଣିରଖନ୍ତୁ ।

Husband and wife

ବନ୍ଧୁଗଣ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ରେ ସବୁ ସମୟ ରେ କଳି ଲାଗି ରହିଲେ କିମ୍ବା ଦାମ୍ପତ୍ୟ ଜିବନ ରେ ଅଶାନ୍ତି ମଧ୍ୟ ରେ ଗତି କରିଲେ ଗୃହ ରେ କଳହ ର ବାତାବରଣ ସୃଷ୍ଟି ହୋଇଥାଏ । ଆଉ ଏମିତି ହେଲେ ଆପଣ ମାନେ ଶୀଘ୍ର ହିଁ ଏହି ଉପାୟ ମାନଙ୍କୁ କରିବା ଉଚିତ୍ ଆପଣ ମାନେ ଏହାର ପରିଣାମ ଗୁଡିକୁ ଦେଖି ପାରିବେ ତେବେ ବନ୍ଧୁଗଣ ଆପଣ ମାନଙ୍କ ଘରେ ଯଦି ଏମିତି କିଛି ସମସ୍ୟା ରହୁଛି ତେବେ ଆପଣ ମାନେ ମୈନ ବ୍ରତ୍ତ ଧାରଣ କରନ୍ତୁ । ସମୟ ଆପଣ ମାନେ ନିର୍ଧାରିତ କରିବେ କି ଆପଣ ମାନେ କେତେ ସମୟ ପର୍ଯ୍ୟନ୍ତ ମୈନ ବ୍ରତ୍ତ ରଖିବେ । ଏହି ପରି ଆପଣ ମାନେ ପାଞ୍ଚଟି ବୁଧବାର ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣ ମାନଙ୍କ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହେବ ।

Quarrel

ସେହି ପରି ଆପଣ ମାନେ ସସୁର ଘର ପକ୍ଷ୍ୟ ରୁ କରିବେ କି ଆପଣ ମାନଙ୍କ ଝିଅ କିମ୍ଭା ଜ୍ୱାୟିଁ ଙ୍କୁ ଆପଣ ମାନେ କୈଣସି ରୂପା କିମ୍ଭା ସୁନା ର ଦାନ କରନ୍ତୁ ଦେଖିବେ ଆପଣ ମାନଙ୍କ ମଧ୍ୟ ରେ ଲାଗି ରହି ଥିବା କଳହ ସଂମ୍ପର୍ଣ୍ଣ ଭାବେ ଦୂର ହେବ ।

ଆପଣ ମାନଙ୍କ ପରିବାର ରେ ଏମିତି ଭାବେ କଳହ ଲାଗି ରହୁ ଥିଲେ ବୁଧବାର ଦିନ ପତି ପତ୍ନୀ ଦହୀ ଲଗେଇ କରି ସ୍ନାନ କରନ୍ତୁ । ଏବଂ ଧଳା ରଙ୍ଗ ର ମିଠା କୁ ଆଣି ପରସ୍ପର କୁ ଖୁଆନ୍ତୁ ଅତର କିମ୍ଭା ସେଣ୍ଟ କିଣି କରି ଆଣି ଆପଣ ମାନେ ଘରେ ରଖନ୍ତୁ ଏମିତି କରିଲେ ବି ଆପଣ ମାନଙ୍କ ସମସ୍ୟା ଦୂର ହେବ ।

sweets

ଆଉ ଏମିତି କରିଲେ ବି ଆପଣ ମାନଙ୍କ ସମସ୍ୟା କମ୍ ନ ହୁଏ ତେବେ ଆପଣ ମାନେ ଶନିବାର ଦିନ କୈଣସି ଏକ ଭୀକାରି କୁ ଆପଣ ମାନେ କଳା ରଙ୍ଗ ର ବସ୍ତ୍ର ଦାନ କରନ୍ତୁ କିମ୍ବା କଳା ଖୋସା ର ବି ଆପଣ ମାନେ ଦାନ କରିଲେ ଆପଣ ମାନଙ୍କ ସମସ୍ୟା ରେ ସୁଧାର ନିଶ୍ଚିତ ଭାବେ ଆସିବ ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟ ରେ ସଂମ୍ପର୍ଣ୍ଣ କିଛି ଜାଣି ପାରି ଥିବେ । ଯଦି ଜାଣି ପାରିଲେ ତେବେ ଏହି ଉପାୟ କୁ ପାଳନ କରି ଦେଖନ୍ତୁ ଆପଣ ମାନଙ୍କ ମଧ୍ୟ ରେ କେବେ ବି ଝଗଡା ଲାଗିବ ନାହି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *