ଜାଣି ନିଅନ୍ତୁ ଜୀବନରେ ସଫଳ ହେବାରେ କେହିବି ଅଟକାଇ ପାରିବେ ନାହିଁ !

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜାଣୀ ନିଅନ୍ତି ଏହି ସବି ଚାଣକ୍ୟ ନୀତି ଜାବନ ରେ ସଫଳ ହେବା ପାଇଁ କେହି ବି ରୋକି ପାରିବେ ନାହିଁ ଚାଣକ୍ୟ ବହୁତ ଜ୍ଞାନୀ ବ୍ୟକ୍ତି ଥିଲେ ସେ ନିଜର ବୁଦ୍ଧି ଦ୍ୱାରା ଚନ୍ଦ୍ର ଗୁପ୍ତ ମହା ରାଜା ଙ୍କୁ ରାଜା କରି ତାଙ୍କୁ ରାଜ ଗଦି ରେ ବସାଇ ପାରିଥାଲେ ଚାଣକ୍ୟ ନୀତି ରେ ସେ ଏମିତି କିଛି ଇପାୟ କହିିଛନ୍ତି ଯହା ଦ୍ୱାରା ମଣିଶ ନିଜ ଜୀବନ ରେ ଆଗକୁ ବଢି ପାରିବ ତେବେ ଆଜି ଆମେ ସେମିତି କିଛି ନିତି କହୁବାକୁ ଯାଉଛୁ ତେବେ ଆସନ୍ତୁ ଜାଣିନେବା ସେହି ସବୁ ନିତି ମାନଙ୍କ ବିଷୟ ରେ ଯାହାକୁ ଆମେ ଆମର ଦୌନନ୍ଦିନ ଜୀବନ ରେ ବ୍ୟୂବହାର କରି ଆପଣ ଆପଣ ଙ୍କ ର ଜୀବନ ରେ ଉପଯୋଗ କରି।asgferjhgksdzfg

ଆପଣ ଙ୍କ ର ଜୀବନ ପଥ ରେ ସମସ୍ତ କାମ ରେ ସଫଳ ହୋଇ ପାରିବେ ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସେହି ଚାଣକ୍ୟ ଙ୍କ ନୀତି ବିଷୟ ରେ ତେବେ ଧର୍ମ ଜ୍ଞାନ ର ଭଣ୍ଡାର ଜ୍ଞାନ ସ୍ଥାଇ ଏହା କାହାକପ ଛାଡି ଚାଲି ଯାଏ ନାହିଁ ବିଶ୍ୱାସ କରିବା ଦ୍ୱାରା ଦୁର୍ଭାଗ୍ୟ ଜନକ ଯେଉଁ ବ୍ରାହ୍ମଣ ବିଦ୍ୱାନ ପର ଉପକାରୀ ଜଗତ ର ମଙ୍ଗଳ ସାଧନା ଜାହାର କର୍ତ୍ତବ୍ୟ ସେ ଶ୍ରେଷ୍ଠ ବାହ୍ମଣ ହୋଇଥଆଏ କାମ ଲୋଭ କ୍ରଧ ଅହଂକାର ଠାରୁ ଯାଏ ।

ଦୂରେଇ ରହିପାରିଥାଏ ସେ ସର୍ବଦା ଖୁସି ରେ ବାସ କରି ପାରେ ଯିଏ ରୂପ ରସ ଏ ଅଭିମାନ ଉପରେ ଯିଏ ବିଜୟ ଲାଭ କରି ପାରେ ସେ ମହାନ ସେ ସମସ୍ତ ଙ୍କୁ ବସି ଭୂତ କରି ପାରେ ବନ୍ଧୁ ର ବନ୍ଧୁ ଙ୍କ ର ତାର ସହଯୋଗତା ଏ ତ୍ୟାଗ ରୁ ଜଣା ପଡିଥାଏ ନଦୀ ନାରୀ ଶତୃ ଧାରୀ ନଖ ଥିବା ପ୍ରାଣୀ ଓ ସିଂହ ଥିବା ପଶୁ ଏବଂ ରାଜ ପରିବାର ର ଲୋକ ମାନଙ୍କ ଉପରେ ବିଶ୍ୱାସ କରିବା ଦୁର୍ଭାଗ୍ୟ ଜନକ ସନ୍ତାନ କୁ 5 ବର୍ଷ ଯାଏ ଲାଳନ ପାଳନ କରିବ।safawsrhfrtjtu

ଏବଂ 10 ବର୍ଷ ଯାଏଁ ଆକଟ ରେ ରଖିବ 16 ବର୍ଷ ହେହା ପରେ ପୁତ୍ର କୁ ମିତ୍ର ପରି ଜ୍ଞାନ ପ୍ରଦାନ କରିବ ସବୁ ପାହାଡ ମଧ୍ୟ ରେ ମଣି ମିଳି ନଥାଏ କି ସବୁ ହାତୀ ଙ୍କ ମୁଣ୍ଡ ରେ ମୁକ୍ତା ରହି ନଥାଏ ସବୁ ସ୍ଥାନ ରେ ଭଲ ମଣିଷ ମିଳନ୍ତି ନାହିଁ ସବି ଗଛ ଚନ୍ଦନ ଗଛ ନୁହନ୍ତି । ଏହି ଭଳି ନୀତି କୁ ଯଦି ଆପଣ ମାନିବେ ତେବେ ଯାଇ ଆପଣ ଜୀବନରେ ସଫଳ ହୋଇ ପାରିବେ ।ୋଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *