ନିଜ ପର୍ସରେ ରଖନ୍ତୁ ଏହି ଗୋଟିଏ ଜିନିଷ ପଇସା ରଖିବାକୁ ଜାଗା ହେବନି ।

ଆଜି ଆମେ କହିବୁ ନିଜର ପର୍ସ ରେ କେଉଁ ଜିନିଷ ରଖିଲେ ଆପଣ ମାନଙ୍କ ପର୍ଶ କେବେ ବି ଖାଲି ରହିବ ନାହିଁ । ଯେକୈଣସି ମହିଳା ଏବଂ ପୁରୁଷ ନିଜର ମୂଲ୍ୟ ବାନ ଜିନିଷ କୁ ନିଜ ପାଖରେ ରଖି ଥାନ୍ତି । ହେଲେ କେବଳ କଠିନ ପରିଶ୍ରମ କରିଲେ ହିଁ ସୁଫଳ ନୁହେଁ ବରଂ ଗୋଟିଏ ଭଲ ଭାଗ୍ୟ ର ବି ବହୁତ ଜରୁରୀ ରହି ଥାଏ । ହେଲେ ଆମ ଏହା ସହିତ ଜ୍ୟତିଷ ଶାସ୍ତ୍ର ରେ କୁହା ଜାଇ ଥିବା କିଛି କଥା ର ପାଳନ କରି ଆପଣ ମାନେ ଆପଣ ମାନଙ୍କ ଭାଗଗ୍ୟ କୁ ପରିବର୍ତନ କରି ପାରିବେ ଏହା ପାଇଁ ଆପଣ ମାନଙ୍କୁ ନିର୍ଜର ପର୍ସ ରେ ଗୋଟିଏ ଚୁଟକି ଚାଉଳ ରଖିବା ପାଇଁ ପଡିବ । ଏମିତି କରିଲେ ଆପଣ ମାନଙ୍କ ଧନ ଅନାବଶ୍ୟକ ଭାବେ ଖର୍ଚ୍ଚ ହୋଇ ନ ଥାଏ । ଏବଂ ଏହା ସହିତ ଏକ କଥା ର ଆପଣ ମାନେ ବିଶେଷ ଭାବେ ଧ୍ୟନ ରଖନ୍ତୁ । ପର୍ସ ରେ କେବେ ବି ନୋର୍ଟ ସବୁ କୁ ମୋଡି କରି ରଖନ୍ତୁ ନାହିଁ , କାରଣ ଏହା ଦ୍ୱାରା ଧନ ର ହାନୀ ହୋଇ ଥାଏ । ପର୍ସ ରେ ଏକ ଛୋଟିଆ ଲୁହା ରେ ତିଆରି ହୋଇ ଥିବା ଏକ ଜିନିଷ ରଖନ୍ତୁ । ଏବଂ ଛୋଟିଆ ଆଇନା ଟିଏ ରଖନ୍ତୁ , ଏହା ଦ୍ୱାରା ଆପଣ ମାନେ ଯେଉଁ ସ୍ଥାନ କୁ ଗଲେ ବି ଆପଣଙ୍କ ଉପରେ ଦୃଷ୍ଟି ପଡେ ନାହିଁ , ଏବଂ ନାକାରାତ୍ମକ ଉର୍ଜା ବହୁତ ଦୂର ରେ ରହି ଥାଏ । ସେହି ପରି ଆପଣ ମାନେ ପର୍ସ ରେ ଯେଉଁ ସ୍ଥାନ ରେ ବି ପଇସା ରଖୁଛନ୍ତି , ତେବେ ବନ୍ଧୁଗଣ ଏହି କୋତୋଟି ସରଳ ଉପାୟ ରେ ଆପଣ ମାନଙ୍କ ପର୍ସ ର ଖାଲି ସ୍ଥାନ କୁ ସବୁ ସମୟ ରେ ପୂରଣ କରି ପାରିବେ । ଏବଂ ଆପଣ ମାନଙ୍କ ଜିବନ କୁ ଧନ ଜନିତ ସମସ୍ୟା ରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ରଖି ପାରିବେ । ସେମିତି ରେ ବହୁତ ସମୟ ରେ ଲୋକ ମାନଙ୍କୁ ଏମିତି ଦେଖିବା ପାଇଁ ମିଳେ କି ନିଜର ପର୍ସ କୁ ସେମାନେ ନିଜ ଆୟତ ରେ ରଖନ୍ତି ନାହିଁ ତଥା ସେମାନେ ପର୍ସ କୁ ଏଣେ ତେବେ ଫୋପାଡିବା ସହିତ ଘର ର ବିଭିନ୍ନ ସ୍ଥାନ ରେ ରଖିବା ପାଇଁ ପସନ୍ଦ କରନ୍ତି ଜାହା ଫଳ ରେ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୋପ ଦୃଷ୍ଟି ପଡେ ଏବଂ ସେମାନଙ୍କ ପର୍ସ  ରେ ଟଙ୍କା ଟିଏ ବି ଦେଖିବା ପାଇଁ ମିଳେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *