ଗୁରୁବାର ବା ଶୁକ୍ରବାର ଦିନ ପର୍ସ ରେ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ ପର୍ସ ସବୁବେଳେ ଟଙ୍କା ପଇସା ରେ ଭରା ରହିବ ।

Purse

ବନ୍ଧୁଗଣ ଆଜି ଆମେ ମାନେ ଜାଣିବା କି ମୋନି ପର୍ସ ରେ କେଉଁ ଜିନିଷ ରଖିଲେ କେଉଁ ଜିନିଷ ବୃଦ୍ଧି ହୋଇଥାଏ ଏବଂ କେଉଁ ଜିନିଷ ରଖିଲେ ଧନ ର ହାନୀ ହୋଇଥାଏ ଆଜି ଆମେ କହିବୁ ନିଜର ପର୍ସ ରେ କେଉଁ ଜିନିଷ ରଖିଲେ ଆପଣ ମାନଙ୍କ ପର୍ଶ କେବେ ବି ଖାଲି ରହିବ ନାହିଁ । ଯେକୈଣସି ମହିଳା ଏବଂ ପୁରୁଷ ନିଜର ମୂଲ୍ୟ ବାନ ଜିନିଷ କୁ ନିଜ ପାଖରେ ରଖି ଥାନ୍ତି । ହେଲେ କେବଳ କଠିନ ପରିଶ୍ରମ କରିଲେ ହିଁ ସୁଫଳ ନୁହେଁ ବରଂ ଗୋଟିଏ ଭଲ ଭାଗ୍ୟ ର ବି ବହୁତ ଜରୁରୀ ରହି ଥାଏ ।

ତେବେ ବନ୍ଧୁଗଣ ଜ୍ୟତିଷ ଶାସ୍ତ୍ର ରେ କୁହା ଜାଇ ଥିବା କିଛି କଥା ର ପାଳନ କରି ଆପଣ ମାନେ ଆପଣ ମାନଙ୍କ ଭାଗ୍ୟ କୁ ପରିବର୍ତନ କରି ପାରିବେ । ଏହା ପାଇଁ ଆପଣ ମାନଙ୍କୁ ନିର୍ଜର ପର୍ସ ରେ ଗୋଟିଏ ଚୁଟକି ଚାଉଳ ରଖିବା ପାଇଁ ପଡିବ,ଏମିତି କରିଲେ ଆପଣ ମାନଙ୍କ ଧନ ଅନାବଶ୍ୟକ ଭାବେ ଖର୍ଚ୍ଚ ହୋଇ ନ ଥାଏ ।

Wallet

ଏବଂ ଏହା ସହିତ ଏହି କଥା ର ଆପଣ ମାନେ ବିଶେଷ ଭାବେ ଧ୍ୟନ ରଖନ୍ତୁ ପର୍ସ ରେ କେବେ ବି ନୋର୍ଟ ସବୁ କୁ ମୋଡି କରି ରଖନ୍ତୁ ନାହିଁ ଏବଂ ନୋର୍ଟ କୟେନ୍ ସବୁ ଭଲ ଭାବେ ରଖନ୍ତୁ ।

ଏବଂ ଆପଣ ମାନେ କେବେ ବି ନିଜର ପର୍ସ ମଧ୍ୟ ରେ କାହାର ବି ଫୋଟ ରଖନ୍ତୁ ନାହିଁ । ପୁରୁଣା ବିଲ , ଭିଜିଟିଂ କାର୍ଡ ଆଦି କେବେ ବି ରଖନ୍ତୁ ନାହିଁ ଏମିତି ଜିନିଷ ରଖିବା ଦ୍ୱାରା ଆପଣ ମାନଙ୍କର ନକାରାତ୍ମକ ଉର୍ଜା କୁ ବଢେଇଥାଏ । ତେବେ ବନ୍ଧୁଗଣ ଏହି କୋତୋଟି ସରଳ ଉପାୟ କରନ୍ତୁ ଆପଣ ମାନଙ୍କ ପର୍ସ ସବୁବେଳେ ଟଙ୍କା ପଇସା ରେ ଭରା ରହିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *