ଲଜ୍ୟା ଜନକ ଭିଡ଼ିଓ-କଳିଯୁଗର ମାମୁଁ ଭାଣିଜୀକୁ ଦୁଷ୍କର୍ମ ଛୋଟ ଛୁଆ ଭିଡ଼ିଓ ଦେଖିବା ମନା।

asjhsdfg g

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ ବନ୍ଧୁଗଣ କଳଳି ଯୁଗ ର ମାମୁଁ ଭାଣିଜି କୁ ଦୁଷ୍କର୍ମ ତେବେ ବନ୍ଧୁଗଣ ଏହି ବିଷୟ ରେ ଯୋଡିତ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ , ଏମିତି ରେ ଆପଣ ମାନେ ବହୁତ ସମୟ ରେ ଆଜିର ଦିନ ରେ ଦୁଷ୍କର୍ମ ମାମଲା ଏବଂ ଘଟଣା ବିଷୟ ରେ ସୁଣୁ ଥିବେ ଏବଂ ସେମାନଙ୍କୁ କେଉଁ ଠାରେ ଉଚିତ୍ ଦଣ୍ଡ ଦିଆ ଯାଉଛି ତ ଆଉ କେଉଁ ଆଡେ ଦଣ୍ଡ ବିଧାନ ର ପ୍ରଥା ହିଁ ନାହିଁ । ସେମିତି ରେ ଆପଣ ମାନେ ନିକଟ ଦିନ ରେ ହୋଇ ଜାଇ ଥିବାhytuyfio

କିଛି ଗଣ ଦୁଷ୍କର୍ମ ଉପରେ ନିଶ୍ଚିତ ଭାବେ ଜାଣି ଥିବେ ସେମିତି ରେ ଆଜି ବି ଆମେ ସେମିତି ଗୋଟିଏ ଘଟଣା ଯେଉଁ ଘଟଣା ଗତ ବୁଧବାର ଦିନ ବିହାର ରେ ହୋଇ ଜାଇ ଥିବାର ଦେଖିବା ପାଇଁ ମିଳିଛି ଆମେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବୁ , ତେବେ ବିହାର ରେ ଜଣେ ବିକୃତା ଏବଂ ମାନସିକତା ମାମୁଁ ନିଜର ଭାଣେଜୀ କୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଦେଇ ଥିବାର ଜଣା ପଡିଛି । ଏହି ଘଟଣା ଟି ବିହାର ର ମୁଜାଫର ପୁର ସେୟାଫ୍ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ହୋଇ ଥିବାର ଜଣା ପଡିଛି , ଯେଉଁ ଠାରେ ମାତ୍ର 11 ବର୍ଷ ର ଝିଅ କୁ ମାମୁଁ ପ୍ରଥମେ ଦୁଷ୍କର୍ମjhgifg

କରିଛି ଏବଂ ପରେ ସେ ତାକୁ ହତ୍ୟା କରି ଦେଇଛି , ଏବଂ ଏଠାରେ ମିଳି ଥିବା ସୂଚନା ଅନୁସାରେ ବୁଧବାର ଦିନ ସଂନ୍ଧ୍ୟା ରେ ମାମୁଁଁ ଭାଣେଜୀ କୁ କୁରକୁରୀ ଦେବା ବାହାନା ରେ ଅଭିଯୁକ୍ତ ମାମୁଁ ଚାଷ ଜମି କୁ ନେଇ ଜାଇ ଥିଲା ଏବଂ ସେଠାରେ ସେ ପ୍ରଥମେ ଦୁଷ୍କର୍ମ କରିବା ପରେ ପ୍ରମାଣ ଲୁଚେଇବା ପାଇଁ ଜାଇ ହତ୍ୟା ମଧ୍ୟ କରି ଦେଇ ଥିଲା। ଏବଂ ରାତି ରେ ଝିଅ ଘର କୁ ନ ଫରିବାରୁ ପରିବାର ଲୋକ ମାନେ ଚାରିଆଡେ ଖୋଜି ଥିଲେ ହେଲେ ସେଷ ରେ ପର ଦିନ ସକାଳେ ଝିଅ ର ମୃତ ଦେଶ ଜମି ରୁ ମିଳି ଥଲା ଏବଂ ପରେ ପୋଲିସ୍ କୁ ଖବରfyrtyjuyikks

ଦେବା ପରେ ଘଚଣା ସ୍ଥଳ ରେ ପୋଲିସ୍ ପହଁଚି ବର୍ଡି କୁ ପୋଷ୍ଟ ମଟମ୍ ପାଇଁ ପଠେଇ ଥିବା ବେଳେ ଯେତେ ବେଳେ ପୋଲିସ୍ ଏହି ଘଟଣା ର ଖୋଲାସା କରି ଥିଲା ତେବେ ସେହି ସମୟ ରେ ପ୍ରତ୍ୟକ୍ଷ ଦର୍ଶି ଙ୍କ ବୟାନ୍ ଅନୁସାରେ ମାମୁଁ ନିଜର ଦୋଷ ଶୀକାର କରିବା ପରେ ତାଙ୍କୁ ବର୍ତମାନ ସମୟ ରେ ଆରେଷ୍ଟ କରା ଜାଇ ଥିବାର ଜଣା ପଡିଛି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *