( ଝିଟିପିଟି ) ଆପଣଙ୍କୁ କରିପାରେ କୋଟିପତି | କେବଳ କରନ୍ତୁ ଏହି ଉପାୟ |

jitipiti

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ଧନ ଆସିବାର ଏବଂ ଜୀବନ ରେ ପରିବର୍ତନ ଆସିବାର ଝିଟିପିଟି କେଉଁ ସବୁ ସଂଙ୍କେତ ଦେଇଥାଏ ଏବଂ ଏହା ସହିତ ଝିଟିପିଟି ଦେଖିବା ପରେ ଝିଟିପିଟି ଉପରେ କେଉଁ ଜିନିଷ ପକେଇଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିନେବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ପଢ଼ନ୍ତୁ ।

ସେମିତି ରେ ବନ୍ଧୁଗଣ ଘରେ ଝିଟିପିଟି ଦେଖିବା ଏକ ସାଧାରଣ କଥା ବୋଲି ମାନିଥାଉ ହେଲେ କୌଣସି ଘରେ ଏହି ଝିଟିପିଟି ମରିଯିବା ବହୁତ ବଡ ଦୋଷ ଲାଗେ ବୋଲି କୁହା ଜାଇଥାଏ ସେଥି ପାଇଁ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ ବରଂ ସେହି ମରି ଜାଇଥିବା ଝିଟିପିଟି କୁ ତୁରନ୍ତ ମାଟି ଖୋଳି ପୋତି ଦିଅନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କୁ ଜିବ ହତ୍ୟା ଦୋଷ ରୁ ମୁକ୍ତି ମିଳିବ ଏବଂ ମାତା ଲକ୍ଷ୍ମୀ ବି ଆପଣ ମାନଙ୍କ ଉପରେ ରୁଷ୍ଟ ହେବେ ନାହିଁ ।

jitipiti

ବନ୍ଧୁଗଣ ଆପଣ ମାନେ ଖାଦ୍ୟ ଖାଉ ଥିବା ସମୟ ରେ ଯଦି କୌଣସି ଝିଟିପିଟି ର ଶବ୍ଦ ସୁଣନ୍ତି ତେବେ ଏହା ବହୁତ ବଡ ଶୁଭ ସଂଙ୍କେତ ହୋଇଥାଏ । ଏହା ଆପଣ ମାନଙ୍କ ଜୀବନ ରେ ଅଚାନକ ଧନ ପ୍ରାପ୍ତି ର ସଂଙ୍କେତ ମଧ୍ୟ ଦେଇଥାଏ । ବନ୍ଧୁଗଣ ଯଦି କୌଣସି ସମୟ ରେ ଆପଣ ମାନେ ଝିଟିପିଟି ଙ୍କର ସମାଗମ ଦେଖନ୍ତି ତେବେ ଆପଣଙ୍କର କୌଣସି ପୁରୁଣା ମିତ୍ର ଆପଣଙ୍କୁ ଭେଟିବେ ।

ସେହି ପରି ବନ୍ଧୁଗଣ ଯଦି ଆପଣ ମାନେ ସ୍ୱପ୍ନ ରେ ମଲା ଝିଟିପିଟି ଦେଖନ୍ତି ତେବେ ଏହା ଅଶୁଭ ସଂଙ୍କେତ ହୋଇଥାଏ ଅଥବା ଜୀବନ ରେ ବଡ କଷ୍ଟ ପାଇ ପାରନ୍ତି, ଜାହାକୁ ଆପଣ କଳ୍ପନା ବି କରି ନଥିବେ । ସେହି ପରି ବନ୍ଧୁଗଣ ଖାଇବା ସମୟ ରେ ଝିଟିପିଟି ଦେଖିବା ଶୁଭ ଅଟେ ହେଲେ ଯଦି ଖାଇବା ସମୟ ରେ ଝିଟିପିଟି ଆପଣଙ୍କ ପାଦ ଉପରକୁ ଆସିଥାଏ ତେବେ ଆପଣ ମାନଙ୍କୁ କୌଣସି ବଡ ଧରଣ ର ସମସ୍ୟା ବା ରୋଗ ହେବାକୁ ଜାଉଛି ବୋଲି ଜାଣନ୍ତୁ ।

jitipit

ସେହି ପରି ବନ୍ଧୁଗଣ ଯଦି କାନ୍ଥ ରେ ଆପଣ ମାନେ ସକାଳୁ ଉଠି ଝିଟିପିଟି ଦେଖନନ୍ତି ତେବେ ଦୁଇଟି ଅରୁଆ ଚାଉଳ ଝିଟିପିଟି ଉପର କୁ ପକେଇ ଦିଅନ୍ତୁ ଦେଖିବେ ଆପଣଙ୍କ ଘରେ ଧନ ସଂମ୍ପତୀ ରେ ପରିପୂର୍ଣ୍ଣ ହୋଇଯିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *