ପୁଣି ବର୍ଷିବ ଏହି ସବୁ ଜିଲ୍ଲା କୁ ଲାଗିଲା ରେଡ୍ ଆଲର୍ଟ ଦେଖନ୍ତୁ ଆପଣଙ୍କ ଜିଲ୍ଲା ନାହିଁ ତ ।

ବନ୍ଧୁଗଣ ଏବେ ଏବେ କିଛି ବଡ ଖବର ରହିଛି ୱେଦର୍ ରିପୋର୍ଟ କୁ ନେଇ ଯେମିତି କି ଆପଣ ମାନେ ଜାଣି ଥିବେ ଏହି ଦିନ ରେ ଆଉ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହୋଇଛି ବା ଲଘୁଚାପ ରହିଛି , ଜାହାର ପ୍ରଭାବ ରେ ଆଜି ପାଇଁ 5 ଟି ଜିଲ୍ଲା ରୁ ଅରେଞ୍ ଆର୍ଲଟ 10 ଜିଲ୍ଲା କୁ ୱୋଲ ଆର୍ଲଟ୍ ଏବଂ ଏହି ବର୍ଷା 5 ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସୂଚନା ରହିଛି । ଜାହା ପାଇଁ ଆପଣ ମାନଙ୍କୁ ସତର୍କ ରହିବା ପାଇଁ ପଡିବ , ବିଜୁଳୀ ଘଡ଼ ଘଡୀ କୁ ନେଇ ଆର୍ଲଟ୍ ବି ଜାର କରିଛି ଆଞ୍ଚଳିକ ପାଣି ପାଗ ଭିବାଗ ବର୍ତମାନ ସମୟ ରେ ଲଘୁଚାପ ର ରୂପ ନେଇ ନେଇଛି ଘୂର୍ଣ୍ଣଂ ବଳୟ ଏହାର ପ୍ରଭାବ ରେ ରାଜ୍ୟ ରେ ବିଭିନ୍ନ ସ୍ଥାନ ରେ ଲଗାଣ ବର୍ଷା ସାଙ୍ଗ କୁ କିଛି ସ୍ଥାନ ରେ ପ୍ରବଳ ବର୍ଷା ହେବାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣି ପାଗ ବିଭାଗ ଲଘୁଚାପ କୁ ଆଖିରେ ରଖି 5 ଟି ଜିଲ୍ଲା ରୁ ଅରେଞ୍ ଆର୍ଲଟ 10 ଜିଲ୍ଲା କୁ ୱୋଲ ଆର୍ଲଟ୍ ଏବଂ ଏହି ବର୍ଷା 5 ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସୂଚନା ରହିଛି । ତେବେ ଗଞାମ୍ , ଅନୁଗୁଳ , ଭଦ୍ରକ , ବାଲେଶ୍ୱର, ମୟୁରଭଞ , କନ୍ଧମାଳ ,ନୟାଗଡ, ବୈଦ୍ଧ ଏବଂ ଖୋର୍ଦ୍ଧା ଜିଲ୍ଲା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ରହିଛି । ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଜି ଉପକୂଳ ସମେତ ପଶ୍ଚିମ ଓଡ଼ିଶା ର କେତେକ ସ୍ଥାନ ରେ ପ୍ରବଳ ବର୍ଷା ସହିତ ବିଜୁଳୀ ଘଡ ଘଡି ର ମଧ୍ୟ ସମ୍ଭାବନା ରହିଛି । ବିଷେଶ କରି ଗଞାମ୍ , ଅନୁଗୁଳ , ଭଦ୍ରକ , ବାଲେଶ୍ୱର, ମୟୁରଭଞ , କନ୍ଧମାଳ ,ନୟାଗଡ, ବୈଦ୍ଧ ଏବଂ ଖୋର୍ଦ୍ଧା ଆଦି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହି ଥିବାରୁ କେନ୍ଦ୍ର ପକ୍ଷ ରୁ ଅରେଞ୍ ୱାର୍ଣ୍ଣଂ ର ସୂଚନା ଦେଇଛନ୍ତି । ତେବେ ଏଠାରେ ଆପଣ ମାନଙ୍କର କେଉଁ ଜିଲ୍ଲା ଆପଣ ନିଶ୍ଚିତ ଭାବେ କମେଣ୍ଟ ରେ ଜଣେଇ ଦେବେ , ଏବଂ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷ ରୁ ମିଳି ଥିବା ସୂଚନା ଅନୁସାରେ ଆଗାମୀ 10 ଦିନ ମଧ୍ୟ ରେ ଉତ୍ତର ବଙ୍ଗୋପ ସାଗର ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉ ଥିବା ବେଳେ ଏହା କ୍ରମଶଂ ଓଡ଼ିଶା ଉପକୂଳ ବର୍ତି ହେଉଛି ଏବଂ ଏହା ଡ଼ିଫରେସନ୍ ର ରୂପ ଧାରଣ କରି ପାରେ ବୋଲି ସୂଚନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *