ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି କି ବିବାହିତା ନାରୀ ମାନେ ଗର୍ଭା ଅବସ୍ଥା ରେ ଥିବା ବେଳେ ଶାରିରୀକ ସବନ୍ଧ ରଖିବା କଣ ଠିକ ହୋଇଥାଏ ନା ଭୁଲ ହୋଇ ଥାଏ ତେବେ ବନ୍ଧୁଗଣ ଏହି ପ୍ରଶ୍ନ ସମସ୍ତ ବିବାହିତା ମହିଳା ଯିଏକି ଗର୍ଭା ଅବସ୍ଥା ରେ ଥାଆନ୍ତି ସେମାନଙ୍କ ର ମନ ରେ ହିଁ ଏଭଳି ପ୍ରଶ୍ନ ତାଙ୍କର ମନ କୁ ସବୁ ବେଳେ ଆସୁଥାଏ ତେବେ ବନ୍ଧୁଗଣ ଆଜି ଆମେ ସେହି ବିବାହିତା ମହିଳା ଯିଏକି ଗର୍ଭା ଅବସ୍ଥା ରେ ଥାଆନ୍ତି ସେମାନଙ୍କ ରେ ରହି ଥିବା ପ୍ରଶ୍ନ ର ଉତ୍ତର ଆମେ ଆପଣ ମାନଙ୍କୁ ଦେବୁ କି ଆଦୁ ବି କିଛି ଭୁଲ କଥା ନୁହଁ ,
ଯଦି ଉକ୍ତ ମହିଳା ଜଣ ଙ୍କ ର କିଛି ବି ଅସୁବିଧା ହେଉ ନଥାଏ ତେବେ ଗର୍ଭା ଅବସ୍ଥା ରେ ଶାରୀରି କ ସମ୍ବନ୍ଧ ରଖିବା ଟା କିଛି କ୍ଷତି ହୋଇ ନଥାଏ ବଂର ତାହା ଶିଶୁ ଜନ୍ମ ହେବା ସମୟ ରେ ତାହା ମହିଳା ଜଣ ଙ୍କୁ ସହାୟ କରି ଥାଏ । ଏମିତି ରେ ଦେଖିବାକୁ ଗଲେ ଗର୍ଭା ଅବସ୍ଥା ବିବାହିତା ମହିଳା ମାନଙ୍କ ର ଏକ ବାହ୍ୟ ଅଙ୍ଗ ହୋଇଥାଏ ତେଣୁ ଏଥି ପାଇଁ ଆପଣ ଙ୍କୁ କିଛି ବି ଅସୁବିଧା ର ସାମନା କରିବାକୁ ପଡି ନ ଥାଏ କିନ୍ତୁ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ବିବାହିତା ମହିଳା ଜଣ ଙ୍କ ଗର୍ଭ ଧାରମ କରିବା ଅବସ୍ଥାରୁ ଆରମ୍ଭ କରି 3 ମାସ ପର୍ଯ୍ୟନ୍ତ ଶାରୀରିକ ସଂମ୍ପର୍କ ରଖିବା ଆଦୁ ଠିକ କଥା କାରଣ ଏହ କରିବା ଦ୍ୱାରା
ଆପମ ଙ୍କ ର ଗର୍ଭ ନଷ୍ଟ ହୋଇପାରେ ଫଳ ରେ ଆପଣ ସନ୍ତାନ ପ୍ରାପ୍ତି ର ସୁଖ ନ ପାଇ ପାରନ୍ତି । ଫଳ ରେ ଆପଣ ପରେ ଭାବି ପାରନ୍ତି କି ଆପଣ ଶାରୀରିକ ସଂମ୍ପର୍କ ରଖିବା ହେତୁ ଆପଣ ଙ୍କ ର ଗର୍ଭ ନଷ୍ଟ ହେଲା କିନ୍ତୁ ତାହା ଭୁଲ ଧାରଣ ଅଟେ , ତେଣୁ ଏଥି ଲାଗି ଆପଣ ଯଥା ସମ୍ଭବ ଚେଷ୍ଟା କରନ୍ତୁ କି ଆପଣ ସେହି ପ୍ରଥମ 3 ମାସ ପର୍ଯ୍ୟନ୍ତ ଶାରୀରିକ ସଂମ୍ପର୍କ ନ ରଖିବା ପାଇଁ । ଆଉ ତା ପରେ ଆପଣ ଶାରୀରିକ ସଂମ୍ପର୍କ ରଖିବା ସମୟ ରେ ଟିକିଏ
ସତର୍କତା ର ସହ ଅବଲମ୍ବନ କରନ୍ତୁ କାରମ ଆପଣ ମନେ ରଖନ୍ତୁ କି ଆପଣ ଏବେ ଗର୍ଭା ଅବସ୍ଥା ରେ ଅଛନ୍ତି । ଗର୍ଭା ଅବସ୍ଥା ରେ ଥିବା ସମୟ ରେ ଆପଣ ଙ୍କୁ ଗର୍ଭ ରୁ ମିଳୁ ଥିବା ସଂଙ୍କେତ ଉପରେ ଟିକିଏ ଧ୍ୟାନ ରଖନ୍ତୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।