ଏହି ପରି ଭୁଲ ପାଇଁ ଜନ୍ମ ହୋଇ ଥାଏ ଜାଆଁଳା ପିଲା କଣ ଆପଣ ବି କରୁ ନାହାଁନ୍ତି ତ ଏମିତି ଭୁଲ

ଆମେ ମାନେ ଜାଣିଛେ କି ଆମ ମାନଙ୍କୁ ନିଜର ଭବିଷ୍ୟତ ବିଷୟ ରେ ଜାଣିବା ପାଇଁ ବହୁତ ଇଚ୍ଛା ରହି ଥାଏ । କାହାର ଭବିଷ୍ୟତ ରେ କଣ ହେବ ଆଜି ଯେଉଁ ସ୍ୱପ୍ନ ଦେଖୁଛେ ତାହା ଆଗାମୀ ସମୟ ରେ ପୂରଣ ହେବ କି ନାହିଁ ଏମିତି ବହୁତ କଥା ଗୁଡ଼ିକ ରହିଛି ଜାହାକୁ ଆମେ ମାନେ ଜାଣିବା ପାଇଁ ଚାହିଁ ଥାନ୍ତି । ଆମ ମାନଙ୍କ ଆଜି ପର୍ଯ୍ୟନ୍ତ ଜିବନ ରେ କେବେ ଦୁଖଃ କେବେ ସୁଖ ଏବଂ କେତେ ବେଳେ ଆମେ ମାନେ ବିଭିନ୍ନ ସମସ୍ୟା କୁ ଦେଖି ଆସିଛେ  ହେଲେ ଏହି ସବୁ ପରେ ବି ଆମେ ମାନେ ସବୁ ବେଳେ ଏହି କଥା କୁ ଭାବି ଆସି ଥାନ୍ତି କି ଆମର ଆଗାମୀ ସମୟ କେମିତି ଭାବେ କଟିବ ।

ଆଉ ଆମେ ଭବିଷ୍ୟତ ରେ ଗୋଟି୍ଏ ସଫଳ ମଣିଷ ହେବା କି ନାହିଁ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ନିଜର ଭବିଷ୍ୟତ ବିଷୟ ରେ କହିବା ପାଇଁ ଚାହିଁବୁ ତାହାବି କେବଳ ଗୋଟିଏ ନମ୍ବର ର ବେଲୁନ୍ କୁ ବାଛି ଏମିତି ରେ ଆମେ ଆପଣ ମାନଙ୍କୁ ଦେଖା ଜାଇ ଥିବା ତିନୋଟି ନମ୍ବର ର ବେଲୁନ ମଧ୍ୟ ରୁ ଗୋଟିଏ ବେଲୁନ ବାଛନ୍ତୁ । ଏବଂ ଆସନ୍ତୁ ଜାଣିବା ଆପଣ ମାନଙ୍କ ଭବିଷ୍ୟତ ବିଷୟ ରେ ପ୍ରଥମେ ଯଦି ଆପଣ ମାନେ 3 ନମ୍ବର ବେଲୁନ କୁ ବାଛିଛନ୍ତି ତେବେ ଏହାର ଅର୍ଥ ହେଲା ପ୍ରକୃତି ଆପଣଙ୍କୁ ନିଜ ଆଡକୁ ଆକର୍ଶିତ କରୁଛି ।

ଆପଣ ମାନଙ୍କୁ ସେହି କାର୍ଯ୍ୟ ସହିତ ଇଣ୍ଟ୍ରେଷ୍ଟ ନେବା ଦରକାର ଯେଉଁ କାର୍ଯ୍ୟ ପ୍ରକୃତି ସହିତ ଯୋଡି ରହିଛି ଯେମିତି କି ଫୋଟ ଗ୍ରାଫି ଆପଣ ମାନେ ନିଜ ଜିବନ ରେ ନିଶ୍ଚିତଚ ଭାବେ ଗୋଟିଏ ସଫଳ ମଣିଷ ବନିବେ ଆପଣ ମାନେ ଧନ ବି ଅଧିକ ଭାବେ ଉପାର୍ଜନ କରିବେ । ଆପଣ ମାନଙ୍କୁ ସମାଜ ରେ ଅଧିରକ ଭାବେ ମାନ ସମ୍ମାନ ପ୍ରାପ୍ତି ହେବ  ଯଦି ଆପଣ ମାନେ 1 ନମ୍ବର ବେଲୁନ କୁ ବାଛିଛନ୍ତି ତେବେ ଏହି ସମୟ ଆପଣ ମାନଙ୍କ ପାଇଁ ଅଧିକ ଇମ୍ପୋଟାଣ୍ଟ ଅଟେ ।

ଏହି ସମୟ ରେ ଆପଣ ମାନେ ନିଜ ବିଷୟ ରେ ନ ଭାବି ନିଜ ର କାମ ଉପରେ ଫୋକସ୍ କରିବା ଉଚିତ୍ । ତା ସହିତ ଆପଣ ମାନେ ନିଜ ଫେମିଲି ର ଅଧିକ ଭାବେ କେୟାର ନିଅନ୍ତୁ , ଭବିଷ୍ୟତ ରେ ଆପଣ ଙ୍କୁ ବହୁତ ବଡ କାମ ମିଳିବ । ଯଦି ଆପଣ ମାନେ 5 ନମ୍ବର ବେଲୁନ କୁ ବାଛିଛନ୍ତି, ତେବେ ସେହି ପରି କ୍ଷେତ୍ର ରେ ଏହା ଆପଣ ମାନଙ୍କ ପାଇଁ ଖାସ୍ ସନ୍ଧେସ ନେଇ କରି ଆସିଛି , କଣ ଆପଣ ମାନେ ଏବେ ପର୍ଯ୍ୟନ୍ତ ।

ଯେଉଁ ଜିବନ ବିତେଇଛନ୍ତି ସେହି ପରି ଭାବେ ଆଗାମୀ ସମୟ କୁ ବି ବିତେଇବା ପାଇଁ ଚାହାଁନ୍ତି ନାହିଁ । ତେବେ ଆପଣ ମାନେ ଏବେ ଠାରୁ ହିଁ ନିଜର କାମ ଉପରେ ଧ୍ୟନ ଦିଅନ୍ତୁ ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ରୂପେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *