ଦ୍ରୌପଦୀ ଙ୍କ ଚତୁର୍ଥୀ କେମିତି ହୋଇଥିଲା ଜାଣିଲେ ଆଶ୍ଟର୍ଯ୍ୟ ହେବେ

hftukugfsgs

ଆମେ ଆଜି ଆପଣ ମାନଙ୍କୁ କହିବୁ କି ମହାଭାରତ ର ଦ୍ରୌପଦୀ ଙ୍କ ଚତୁର୍ଥୀ କେମିତି ହୋଇ ଥିଲା ରାଜା ଦ୍ରୈପଦ ଯେତେ ବେଳେ ଯଜ୍ଞ୍ୟ କରେଇ ଥିଲେ ସେହି ସମୟ ରେ ଗୋଟିଏ ପୁତ୍ର ତାଙ୍କର ଉତ୍ପନ୍ନ ହୋଇ ଥିଲା, ଏବଂ ତାଙ୍କର ନାମ ଦୃଷ୍ଟ ଦ୍ୟୁମ୍ନ ରହି ଥିଲା ଏବଂ ସେହି ଯଜ୍ଞ୍ୟ ରୁ କନ୍ୟ ମଧ୍ୟ ଉପ୍ନ ହୋଇ ଥିଲେ ତାଙ୍କର ନାମ ଦ୍ରୌପଦୀ ଥିଲା ଏବଂ ରାଜା ଦୈପଦ ସୈମ୍ବର କରି ଦ୍ରୌପଦୀ ଙ୍କ ବିବାହ କରିବା ପାଇଁ ଚାହିଁ ଥିଲେ ଏବଂ ଏହି ସୈମ୍ବର ରେ ଅର୍ଜୁନ ବ୍ରାହ୍ମଣ ବେଶ ରେ ଜାଇ ସଂମ୍ପର୍ଣ୍ଣ ସର୍ତ କୁ ଯିତି ଦ୍ରୌପଦୀ ଙ୍କୁ ନିଜର ସ୍ତ୍ରୀ କରି ପାରି ଥିଲେ  ଏବଂ ଏହି ସମୟ ରେ ପାଣ୍ଡବ ମାନେ ବ୍ରାହ୍ମଣ ବେଶ ରେ ଭିକ୍ଷ୍ୟା ମାଗି ନିଜର ପେଟ ପୋଷୁ ଥିଲେ ।gkjfkdsf

ଏବଂ ଭିଖ୍ୟା ର ସମସ୍ତ ଜିନିଷ ଆଣି ନିଜ ମାତା ଙ୍କ ସାମ୍ନା ରେ ରଖୁ ଥିଲେ ଏବଂ ତାହାକୁ ମାତା ସବୁ ବେଳେ ସେମାନଙ୍କ ମଧ୍ୟ ରେ ପାଞ୍ଚ ଭାଗ କରି ଦେଉ ଥିଲେ ଏବଂ ସେମାନେ ଖାଇ ନେଉ ଥିଲେ । ଏମିତି ରେ ଦ୍ରୌପଦୀ କୁ ଆଣି ଯେତେ ବେଳେ ସେମାନେ କୁନ୍ତି ଙ୍କ ପାଖୁ ନେଲେ ତେବେ ସେମମାନଙ୍କୁ କୁନ୍ତି କହି ଥିଲେ କି ଜାହାବି ଆଣିଛ ତାହାକୁ ନିଜ ମଧ୍ୟ ରେ ପାଞ୍ଚ ଭାଗ କରି ଖାଇ ଦେବା ପାଇଁ ଏବଂ ଏହା ପରେ ପାଞ୍ଚ ପାଣ୍ଡବ ଦ୍ରୌପଦୀ ଙ୍କ ପତି ହୋଇ ଥିଲେ  ତେବେ ଏହା ପୂର୍ବ ଜନ୍ମ ର ଭଗବାନ ଶିବ ଙ୍କ ଠାରୁ ଦ୍ରୌପଦୀ ଙ୍କୁ ବର ମିଳି ଥିଲା ferhtukl

ଏମିତି ବେଳେ ପ୍ରଥମେ ବଡ ଭାଇ ଯୁଦ୍ଧିଷ୍ଟିର ଙ୍କ ସହିତ ବିବାହ ହେଲା ଏବଂ ସେ ବଡ ଭାଈ ଙ୍କ ସହିତ ତାଙ୍କର କକ୍ଷ୍ୟ ରେ ପତ୍ନୀ ଧର୍ମ ନିଭେଇ ଥିଲେ । ଏବଂ ପର ଦିନ ଭୀମ ଙ୍କ ସହିତ ବିବାହ ହେଲା ଏବଂ ସେହି ରାତି ରେ ସେ ଭୀମ ଙ୍କ ପାଖରେ ପତ୍ନୀ ଧର୍ମ ନିଭେଇ ଥିଲେ ଏହି ଭଳି ଭାବେ ଅର୍ଜୁନ ନକୂଳ  ସହଦେବ ଙ୍କ ସହିତ ସେମାନଙ୍କ ବିବାହ ହୋଇ ଥିଲା ଏବଂ ସେମାନେ ନିଜର ପତି ଧର୍ମ ନିଭେଇ ଥିଲେ ,ଏମିତି ରେ ଆପଣ ମାନଙ୍କ ମନ ରେ ଏଠାରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠୁ ଥିବ ଗୋଟିଏ ସ୍ୱାମୀ ଙ୍କ ସହିତ ପତ୍ନୀ ଧର୍ମ ନିଭେଇ ପରେ ସେ ଅନ୍ୟ ସ୍ୱାମୀ ଙ୍କ ସହିତ କେମିତି ପତ୍ନୀ ଧର୍ମ ନିଭେଇ ଥିଲେhjdkjgadaf

ତେବେ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ କି ପୂର୍ବ ଜନ୍ମ ରେ ଯେଉଁ ଦ୍ରୌପଦୀ ଙ୍କୁ ଶିବ ଙ୍କ ପାଖରି ବର ମିଳି ଥିଲା ତାଙ୍କର ପାଞ୍ଚ ଟି ପତି ହେବେ ତେବେ ସେଠାରେ ଏହି ବର ବି ତାଙ୍କୁ ମିଳି ଥିଲା କି କେବେ ବି ଜଣ ଙ୍କ ସହିତ ସଂ ମ୍ପର୍କ ବନେଇବା ପରେ ତାଙ୍କର ସତିତ୍ୱ ନଷ୍ଟ ହେବ ନାହିଁ  ,ଏମିତି ବେଳେ ସେ ସମସ୍ତ ପତ୍ନୀ ଙ୍କ ସହିତ ଚତୁର୍ଥୀ କରିବା ସହିତ ଜିବନ ଅତି ବାହୀତ କରୁ ଥିଲେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *