ହିରୋ ହିରୋଇନ୍ ମାନଙ୍କ ପିଲାବେଳ ଦେଖିଲେ ଆଚ୍ଚର୍ଯ୍ୟ ହେବ କେଉଁ ମାନେ ଆପଣଙ୍କୁ ପସନ୍ଦ ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଆମର ଓଲିଉଡ ର ହିରୋ ଏବଂ ହିରୋଇନ୍ ମାନଙ୍କୁ ଜାଣି ଥିବେ ସେମିତି ରେ ଆପଣ ମାନେ କେବେ ଦେଖିଛନ୍ତି କି ଓଲିଉଡ ର ସବୁ ହିରୋ ହିରୋଇନ୍ ମାନେ ପିଲାଟି ବେଳେ କେତେ ସୁନ୍ଦର ଦେଖା ଜାଉ ଥିଲେ ।ଯଦି ଆପଣ ମାନେ ଏହି ସବୁ ଦେଖି ନାହାଁନ୍ତି ତେବେ ଆମେ ଆଜି ଆପଣ ମାନଙ୍କୁ ଦେଖେଇବା ସହିତ ସଂମ୍ପର୍ଣ୍ଣ ଭାବେ ସେମାନଙ୍କ ବିଷୟ ରେ କହିବୁ । ସେମିତି ରେ ପ୍ରଥମ ନମ୍ବର ରେ ରହିଛନ୍ତି ସବ୍ୟସଚୀ ମିଶ୍ର ତେବେ ଆପଣ ମାନେ ନିଶ୍ଚିତ ଭାବେ ଏଠାରେ ସବ୍ୟସଚୀ ମିଶ୍ର କିଛି ପିଲା ଦିନ ର ଫୋଟ ସବୁ କୁ ଦେଖି ପାରୁ ଥିବେ ତେବେ ସେ କେମିତି ଲାଗୁଛନ୍ତି କମେଣ୍ଟ କରିବେ ।

ସେହି ପରି ତିନି ନମ୍ବର ରେ ରହିଛନ୍ତି ସ୍ୱରାଜ ବାରିକୀ ଙ୍କୁ ତ ଜାଣି ଥିବେ ତାଙ୍କର ପିଲା ବେଳ ର ଫୋଟ କୁ ଆପଣ ମାନେ ଦେଖିବା ପାଇଁ ପାଇ ପାରିବେ ଏଠାରେ । ସେହି ପରି ଆପଣ ମାନେ ଆପଣ ମାନଙ୍କ ପ୍ରିୟ ହିରୋଇନ୍ ଏଲିନା ସାମନ୍ତରାୟ ଙ୍କ ଛୋଟ ବେଳ ର ଫୋଟ ଆପଣ ମାନେ ତାଙ୍କ ମାଆ ଙ୍କ ସହିତ ଛିଡା ହୋଇ ଥିବା ଫୋଟ ଆପଣ ମାନେ ଦେଖି ପାରିବେ ସେମିତି ରେ ଆପଣ ମାନଙ୍କୁ ଯଦି ଦେବାସିସ୍ ଙ୍କ ପିଲା ବେଳ ର ଫୋଟ କୁ ଦେଖିବା ପାଇଁ ଚାହାଁନ୍ତି ।ତେବେ ଏଠାରେ ନିଶ୍ଚିତ ଭାବେ ଦେଖିବା ପାଇଁ ପାରିବେ ।

ସେହି ପରି ଅନୁଭବ ମହାନ୍ତି ପିଲାଟି ବେଳ ର ଫୋଟ କୁ ଆପଣ ମାନେ ତାଙ୍କ ମଆ କୋଳରେ ଦେଖିବା ପାଇଁ ପାଇ ପାରିବେ । ସେହି ପରି ବର୍ଷା ଙ୍କ ବିଷୟ ରେ କହିବା ତେବ ସେ ବହୁତ ସୁନ୍ଦର ଏବଂ ଛୋଟ ବେଳେ କିୟୁଟ୍ ବି ଦେଖା ଜାଉ ଥିଲେ । ଅରବିନ୍ଦମ୍ ରୟ ଆପଣ ମାନେ ଏହି ପୋଷ୍ଟ ର ତଳେ ତାଙ୍କର ମାଆ ଙ୍କ ସହିତ ଛୋଟ ବେଳ ର ଗୋଟିଏ ଫୋଟ କୁ ଦେଖି ପାରୁ ଥିବେ ,

ଶିବାନୀ ସଂଙ୍ଗିତା ଏହି ଦିନରେ ଶିବାନୀ ସଂଙ୍ଗିତା ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ନିଜର ଗୋଟିଏ ଛୋଟ ବେଳ ର ଭିଡ଼ିିଓ ପୋଷ୍ଟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଏମାନଙ୍କ ମଧ୍ୟ ରୁ ଆପଣ ମାନଙ୍କୁ ବେଶୀ ପରିମାଣ ରେ କାବାର ପିଲା ଦିନ ର ଫୋଟ ଆପଣ ମାନଙ୍କୁ ପସନ୍ଦ ଆସିଲା କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ମାନେ ଏହି ପୋଷ୍ଟ କୁ ସେୟାର କରିବା ପାଇଁ ଭୁଲିବେ ନାହିଁ ।

Love To Share

Leave a Reply

Your email address will not be published. Required fields are marked *