ହିରୋଇନ୍ ମାନଙ୍କ ପ୍ରକୃତ ବୟସ ଜାଣିଲେ ଆଚ୍ଚର୍ଯ୍ୟ ହେବେ

ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ଓଲିଉଡ ର ସବୁ ହିରୋଇନ୍ ମାନଙ୍କ ବର୍ତମାନ ସମୟ ର ବୟସ କେତେ ଏବଂ ସେମାନେ କେଉଁ ମହିସା ରେ ଜନ୍ମ ଗ୍ରହଣ କରି ଥିଲେ । ଏହା ସହିତ ସେମାନେ ଓଲିଉଡ ରେ କେଉଁ ମସିହା ରେ ପାଦ ଦେଇ ଥିଲେ ତଥା ସେମାନଙ୍କ ପ୍ରଥମ ଚଳଚିତ୍ର କଣ ଥିଲା ସେହି ସବୁ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ,ପ୍ରଥମେ ରହିଛନ୍ତି ଭୂମିକା ଦାସ୍ ସେ ଜଣେ ଭଲ କ୍ଲାସିକାଲ ଡେନ୍ସର ଏବଂ ଭଲ ଅଭିନେତ୍ରୀ ମଧ୍ୟ ସେ ଚାଇଲ୍ଡ ଅଭିନେତ୍ରୀ ଭାବେ ରୁମ କୁ ଝୁମାନା ଫିଲ୍ମ ରେ କାର୍ଯ୍ୟ ଆରମ୍ଭ କରି ଥିଲେ ।

ଏବଂ ପରେ ଲିଡ୍ ରୋଲ ରେ ତୁ ମୋ ଲଭ ଷ୍ଟୋରୀ ରେ ଦେଖିବା ପାଇଁ ମିଳିଲେ ତେବେ ଏହା ପରେ ସେ ଏମିତି ବହୁତ ଫିଲ୍ମ ଓଲିଉଡ କୁ ଭେଟି ଦେଇ ସାରିଛନ୍ତି ତାଙ୍କର ବୟସ କେବଳ 18 ବର୍ଷ ।ଏଲିନା ସାମନ୍ତରାୟ ଯେକି ଓଲିଉଡ ର ରଫ୍ ଗାର୍ଲ ଭାବେ ପରିଚିତ ସେ କିଏ ହେବ ମୋ ହିରୋଇନ ରେ ପାର୍ଟିସିପେଟ କରି ଆଜି ଏହି ସ୍ଥାନ ରେ ପହଁଚିଛନ୍ତି , ଏବଂ ଏହା ପରେ ପରେ ସେ ଦର୍ଶକ ଙ୍କୁ ବହୁତ ହିଟ୍ ଫିଲ୍ମ ବି ଦେଇଛନ୍ତି ତାଙ୍କର ର ବର୍ତମାନ ବୟସ ହେଲା 24 ବର୍ଷ ।

ଜନ୍ମ ତାରିଖ 19 ଜୁଲାଇ 1996 ।ଏହା ପରେ ଅର୍ଚିତା ସାହୁ ସେ ଜଣେ ବହୁତ ଭଲ ଓଡ଼ିଶୀ ଜେନ୍ସର ସହିତ ବହୁତ ଅଭିନେତ୍ରୀ ସେ ବର୍ତମାନ ସମୟ ରେ 25 ରୁ ଅଧିକ ଫିଲ୍ମ ରେ କାମ କରି ସାରିଛନ୍ତି , ତାଙ୍କର ବର୍ତମନ ସମୟ 30 ବର୍ଷ ସେଷ ରେ ରହିଛନ୍ତି ରିଆ ଦେ ଓଲିଉଡ ର ଭଲ ଡେନ୍ସର ଏବଂ ଭଲ ଆକ୍ଟର ଭାବେ ପରିଚିତ ହୋଇ ଥିବା ଏହି ଅଭିନେତ୍ରୀ ତାଙ୍କର ପ୍ରଥମ ଫିଲ୍ମ ପ୍ରେମ ଅଢେଇ ଅକ୍ଷର ଥିଲା ତାଙ୍କର ବର୍ତମାନ ବୟସ ହେଲା 28 ବର୍ଷ ତିନି ରେ ସୀବାନୀ ସଂଙ୍ଗୀତା ଏହି ହିରୋଇନ କୁ କିଏ ବା ନ ଜାଣେ । ତେବେ ସେ ଏବେ +2 ରେ ପଢୁଛନ୍ତି ସେ ଚାଇଲ୍ଡି ଅଭିନେତ୍ରୀ ଭାବେ କାମ କରିଛନ୍ତି ଏବଂ ଫିଲ୍ମ ସହିତ ସେ ଅନେକ ମେଗା ସିରିଏଲ ରେ ଅଭିନୟ କରିଛନ୍ତି ।

ବର୍ତମାନ ସମୟ ରେ ସେ ବଡ ପରଦା ରେ ହିରୋଇନ ଭାବେ କାମ କରୁଛନ୍ତି । ତାଙ୍କୁ ଲିଡ୍ ରୋଲ ଭାବେ ପ୍ରଥମ ଥର ପାଇଁ ସିଷ୍ଟର ଶ୍ରୀ ଦେବୀ ରେ ଦେଖିବା ପାଇଁ ମିଳି ଥିଲା ତାଙ୍କର ବର୍ତମାନ ର ବୟସ 18 ତେବେ ବନ୍ଧୁଗଣ ଆପଣ ମାନେ ଜାଣି ପାରି ଥିବେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନଙ୍କ ପ୍ରକୃତ ବୟସ ବିଷୟ ରେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *