ବଡ଼ ଖବର – ଧରା ପଡ଼ିଲା ଅନୁଭବଙ୍କ ଅସଲ କଳା କାରନାମା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପୁଣି ଚର୍ଚ୍ଚା ରେ ଅନୁଭବ ମହାନ୍ତି ଏବଂ ମିସ୍ ସାମ୍ବାଦିକା ଭାବି ପତ୍ନୀ ଙ୍କ ଫୋଟ ସେୟାର କରି ଅନୁଭବ କଣ କହିଲେ ଆପଣ ମାନେ ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ ତେବେ ଆଉ ଡେରି ନ କରି ବନ୍ଧୁଗଣ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ହେଲେ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ ବାସ୍ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ । ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟ ରେ ଲାଗି ରହି ଥିବା ବିବାଦ ପାଇଁ ଚାରି ଆଡେ ଚର୍ଚ୍ଚା ସଂମ୍ପର୍କ ସୁଧୁରିବା କୁ ନେଇ କିଛି ପ୍ରଶ୍ନ ଉଠୁ ନ ଥିବା ବେଳେ ଏବେ ସଂମ୍ପର୍କ ଅଧିକ ବିଗିଡିବାରେ ଲାଗିଛି ।dsbgfjuhjk

ଏବଂ ଏହି ଦୁଇ କଳାକାର ମାନଙ୍କ ଜିବନ ବର୍ତମାନ ସମୟ ରେ ଏକ ଛକି ରେ ଆସି ଛିଡା ହୋଇଛି ତେବେ ଆଗାମୀ ସମୟ ରେ ଏମାନଙ୍କ ମଧ୍ୟ ରେ ଛାଡ ପତ୍ର ହେବାକୁ ନେଇ ବହୁତ ଆଶଂକା ରହିଛି ,ହେଲେ ଛାଡପତ୍ର ହେବା ପୂର୍ବ ରୁ ଅନୁଭବ ଙ୍କ ଦ୍ୱତୀୟ ବିବାହ କୁ ପ୍ରଶ୍ନ ଉଠିଛି ତେବେ ଏଠାରେ କନ୍ୟା ଓଡ଼ିଶା ର ନୁହେଁ ବରଂ ଦିଲ୍ଲୀ ର ଅଟନ୍ତି ଜାତୀୟ ଗଣ ମାଧ୍ୟମ ରେ ସାମ୍ବାଦିକତା କରୁ ଥିବା ଜଣେ ଯୁବତୀ ଜାହାଙ୍କ ନାମ ଜାଗ୍ରୁତୀ ଶୁକ୍ଲା ତାଙ୍କୁ ପସନ୍ଦ କରୁ ଥିବାର ଜଣା ପଡିଛି ଅନୁଭବ ମହାନ୍ତି ଜାଗ୍ରୁତୀ ଶୁକ୍ଳା ଙ୍କ ସହିତ ରହିବା ଏବଂ ଅନୁଭବ ଜାଗ୍ରୁତୀ ଶୁକ୍ଳା ଙ୍କୁ ଭଲ ପାଉ ଥିବାର ଏହି ପରି ବହୁତ କଥା ସେହି ସମୟ ରେ ଅନୁଭବsadgadsrfhj

ଏବଂ ବର୍ଷା ଙ୍କ ବିବାଦ ଉପରେ ଉଠି ଥିଲା ଏବଂ ଏହି ଦିନ ରେ ପୁଣି ଅନୁଭବ ମହାନ୍ତି । ଜାଗ୍ରୁତୀ ଶୁକ୍ଳା ଙ୍କ ଏକ ଫୋଟ ଜାହା ସେ ଛାଡି ଥିବା ସମୟ ରେ ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସେୟାର କରି ଥିବାର ଦେଖିବା ପାଇଁ ମିଳିଛନ୍ତି ଏବଂ ଲେଖିଛନ୍ତି ପ୍ରାଉଡ୍ ଅଫ୍ ଓଡ଼ିଆ ପ୍ରିୟ ଜାଗ୍ରୁତୀ ଶୁକ୍ଳା ବୋଲି କାରଣ ଏହି ଥିରେ ମୋର୍ଡନ ନୁହେଁ କି କିଛି ବି ନୁହେଁ ବରଂ ସେ ଏହି ଥିରେ ସମ୍ବଲପୁରୀ ସାଢୀ ରେ ନଜର ଆସିଛନ୍ତି ଜାଗ୍ରୁତୀ ଶୁକ୍ଳା ଏବଂ ଏହି ଫୋଟ ଉପରେ ଅନୁଭବ ମହାନ୍ତି ତାଙ୍କୁ ଧନ୍ୟବାଦ କହିଛନ୍ତି ,sahdtja

ସେହି ପରି ଆଉ ଗୋଟିଏ ଘଟଣା ବି ଏହି ଦିନ ରେ ବନ୍ଧୁଗଣ ଭାଇରଲ ହେବାରେ ଲାଗିଛି ଯେଉଁ ଠାରେ  ଝାନ୍ସି ରାଣୀ ଲକ୍ଷ୍ମୀ ବାଇ ର ପ୍ରଶଂସା କରି ଏହି ଦିନ ରେ ବର୍ଷା ଏକ ପୋଷ୍ଟ କରି ଥିଲେ ଏବଂ ଏମିତି ବେଳେ ଜାଗ୍ରୁତି ବି ମୋଟେ ଛାଡିବା ଝିଅ ନୁହେଁ ସେ ବି ଏହି ଦିନ ଝାନ୍ସି କୁ ନେଇ ଏକ ବଡ ପୋଷ୍ଟ କରିଛନ୍ତି ଏବଂ ଏହାକୁ ନେି ବର୍ତମାନ ସମୟ ରେ ଚାରି ଆଡେ ଚର୍ଚ୍ଚା ରେ ରହି ଥିବାର ଦେଖିବା ପାଇଁ ମିଳିଛନ୍ତି ଦିଲ୍ଲୀ ସାମ୍ବାଦିକା ଜାଗ୍ରୁତୀ ଶୁକ୍ଲା, ଏମାନଙ୍କ ମଧ୍ୟ ରେ ବର୍ତମାନ ସମୟ ରେ ଟକ୍ଲର ଲାଗିଛି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *