ସୁମନ ଙ୍କ ସ୍ତ୍ରୀ ଓ ପରିବାର ବିଷୟ ରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

fghhtyjhk

ଆପଣ ମାନେ ଆମ ଓସିଉଡ ଇଣ୍ଡଷ୍ଟ୍ରୀ ର ହାସ୍ୟ ଅଭିନେତା ସୁମନ୍ ଙ୍କୁ ତ ଜାଣି ଥିବେ ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ମାତ୍ରକ କିଛି ମିନିଟ୍ ର ଭିଡ଼ିଓ ରେ ଆପଣ ମାନଙ୍କ ଅତି ପ୍ରିୟ ହାସ୍ୟ ଅଭିନେତା ସୁମନ୍ ମହାରଣା ଙ୍କ ଘର କେଉଁଠୀ ତାଙ୍କର ପରିବାର ଏବଂ ତାଙ୍କର ସ୍ତ୍ରୀ କିଏ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ତେବେ ଆପଣ ମାନେ ବାସ୍ ଏହି ସବୁ କୁ ଜାଣିବା ପାଇଁ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।ତେବେ ବନ୍ଧୁଗଣ ସୁମନ୍ ମହାରଣା ଓଡିଆ ଚଳଚିତ୍ର ଜଗତ ର ଜଣେ ହାସ୍ୟ ଅଭିନେତା ବା କମେଡିଆନ ଭାବେ ପରିଚିତ ଅଟନ୍ତି bvfgngvhum

ଆମେ ତାଙ୍କର ଘ ପରିବାର ବିଷୟରେ ଜାଣିବା ପୂର୍ବ ରୁ ତାଙ୍କ ବିଷୟରେ କିଛି ଜାଣି ନେବା ବନ୍ଧୁଗଣ ତାଙ୍କର ସବୁଠୁ ଖାସ୍ କଥା କି ସୁମନ୍ ଙ୍କ ଉଚ୍ଚତା 3 ଫୁଟ୍ ଏବଂ ସେ ନନିଜର ପ୍ରଥମ ଫିଲ୍ମ କଣ୍ଢେଇ ଆଖିର ଲୁହ ରୁ ହିଁ ସଫଳତା ପାଇ ଥିଲେ, ଏହା ସହିତ ସେ କଥା ଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ସେ ଶ୍ରେଷ୍ଟ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ବି ହୋଇ ଥି୍ଲେ , ସେ ଜଣେ ଗରିବ ପରିବାର ରୁ ଅଟନ୍ତି , ସେ ଭୁବନେଶ୍ୱର ର ବସ୍ତି ଅଞ୍ଚଳ ରେ ହିଁ ବଡ ହୋଇଛନ୍ତି , ତେବେ ବନ୍ଧୁଗଣ ସୁମନ୍ ଙ୍କ କ୍ଷେତ୍ର ରେ ସବୁଠୁ ଇଣ୍ଟ୍ରେଷ୍ଟିଂ କଥା ହେଲା କି ସୁମନ୍ ଙ୍କ ଇଚ୍ଚତାfghfjnugk

ଏବେ ଏତେ କମ୍ ଅଟେ ଏବଂ ଯେଉଁଥି ପାଇଁ ତାଙ୍କୁ ଦର୍ଶକ ମାନେ ସିନେମା ରେ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି ଏବଂ ତା ପରେ ତାଙ୍କର ଅଭିନୟ ବି ଦର୍ଶକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସେ , ଏବଂ ସେ ଅଧିକାଶଂ ଚଳଚିତ୍ର ରେ ବାମନ ଭୂମିକା ରେ କାମ କରି ଥାନ୍ତି । ତେବେ ବନ୍ଧୁଗଣ ସୁମନ୍ ଙ୍କ ପରିବାର କହିଲେ ସୁମନ୍ ଙ୍କ ବାପା ମାଆ ଏବଂ ତାଙ୍କର ସ୍ତ୍ରୀ ରହିଛନ୍ତି ଏବଂ ଏହା ସହିତ ସୁମନ୍ ଙ୍କର ଜଣେ ଭଉଣୀ ମଧ୍ୟ ରହିଛନ୍ତି ,ସେମିତି ରେ ଆପଣ ମାନଙ୍କୁ ତାଙ୍କର ଅଭିନୟ ଜଗତ ର କଥା ବିସ୍ତାର ଭାବେ କହିଲେ ଆପଣ ମାନେ ବି ନିଶ୍ଚିତ ଭାବେfdhgtygjhk

ତାଙ୍କର ଅଭିନୟ କୁ ବହୁତ ପରିମାଣ ରେ ପସନ୍ଦ କରୁ ଥିବେ ଏବଂ ସାରା ଓଡିଶା ରେ ସୁମନ୍ ଜଣେ ଜଣା ସୁଣା ଅଭିନେତା ଭାବେ ବି ପରିଚିତ ଅଟନ୍ତି  ସେମିତି ରେ ଆପଣ ମାନଙ୍କୁ ତାଙ୍କର ଅଭିନୟ କେମିତି ଲାଗେ ଏବଂ ଆପଣ ମାନେ ତାଙ୍କର ପରିବାର ଲୋକ ଙ୍କୁ ଏଠାରେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଇ ଜାଇ ଥିବେ ତେବେ ଆପଣ ମାନଙ୍କୁ ସୁମନ୍ ଙ୍କ ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *