ଘରେ ତୁଳସୀ ଗଛ ପୂଜା କରିବାର ଫାଇଦା ଜାଣି ବିଶ୍ଵାସ ହେବନି !

tulashi

ବନ୍ଧୁଗଣ ତୁଳସୀ ଗଛ ପୂଜା କରିବାର ଫାଇଦା ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ ହିନ୍ଧୁ ଧର୍ମ ରେ ସବୁ ଘରେ ତୁଳସୀ ଗଛ ଲଗେଇବା ଅନିବାର୍ଜ୍ୟ ଅଟେ କେବଳ ଏତିକି ନୁହେଁ ଯେଉଁ ବ୍ୟକ୍ତି ମାନେ ପ୍ରତି ଦିନ ତୁଳସୀ ପତ୍ର ଖାଏ ସେହି ବ୍ୟକ୍ତି ଶରୀର ର ଅନେକ ପ୍ରକାରର ରୋଗ ରୁ ମୁକ୍ତି ମିଳେ ବିଶ୍ୱାସ ରହିଛି ଘର ର ଆଗରେ ତୁଳସୀ ଗଛ ଲଗେଇଲେ ଘର ର ବିଭିନ୍ନ ଅଷୋନ୍ତଷ ଏବଂ କଳହ ଆଦି ଦୂର ହୁଏ ମାତା ଲକ୍ଷ୍ମୀ ଙ୍କର କୃପା ପ୍ରାପ୍ତି ହୁଏ ।

tulasi puja

ତେବେ ଆମେ ଆଜି ସେହି ତୁଳସୀ ଗଛ ର ବିଶେଷତ୍ୱ ଏବଂ ଲାଭ ବିଷୟ ରେ ଜାଣିବା ପ୍ରଥମେ ହେଲା ଗାଧୋଇବା ସମୟ ରେ ପାଣି ରେ ତୁଳସୀ ପତ୍ର ପକେଇ ଗାଧୋଇଲେ ଶହେ ତିର୍ଥ ଯିବା ସହିତ ସମାନ ଅଟେ ଯେଉଁ ଲୋକ ମାନେ ଏମିତି କରନ୍ତି ସେମାନେ ସବୁ ଯଜ୍ଞ୍ୟ ରେ ବସିବାର ଅଧିକାର ପାଆନ୍ତି । ଘରେ ଲଗା ଜାଇ ଥିବା ତୁଳସୀ ଗଛ ବାସ୍ତୁ ଦୋଷ କୁ ଦୂର କରିବାରେ ସକ୍ଷ୍ୟମ ହୋଇଥାଏ ଯେଉଁ ଘରେ ସବୁ ବେଳେ ତୁଳସୀ ପୂଜା ହୁଏ ସେହି ଘରେ ସୁଖ ସମୃଦ୍ଧି ସବୁ ବେଳେ ଲାଗି ରହେ ତୁଳସୀ ଗଛ ଘରେ ରଖିବା ଦ୍ୱାରା ଧନ ର ଅଭାବ ହୁଏ ନାହିଁ ।

tulasi t

ତୁଳସୀ ପତ୍ର ର ସେବନ କରିଲେ ସବୁ ଦେବାଦେବୀ ମାନଙ୍କର ଆଶ୍ରୀବାଦ ମିଳେ ଘର ର ଅଗଣା ରେ ତୁଳସୀ ଗଛ ଥିଲେ ଘର ଅଶାନ୍ତି ଦୂର ହୁଏ ଘର ପରିବାର ର ମାତା ଲକ୍ଷ୍ମୀ ଙ୍କ କୃପା ମିଳେ ପ୍ରତି ଦିନ ଦହି ସହିତ ତୁଳଶୀ ପତ୍ର ମିଶେଇ ଖାଇଲେ ବହୁତ ଶୁଭ ବୋଲି କୁହାଯାଏ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *