ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ଚରିତ୍ର ହୀନ ନାରୀ ମାନଙ୍କ ପାଖରେ କେଉଁ ସବୁ ଗୁଣ ରହି ଥାଏ । ମାଆ ର ମମତା ର ମୃତି ହୋଇ ଥାନ୍ତି ମହିଳା ମାନେ । କିନ୍ତୁ ସବୁ ମହିଳା ମାନେ ସମାନ ହୋଇ ନ ଥାନ୍ତି । ତେବେ ସେମାନଙ୍କ ମନ କୁ ଜାଣିବା ସବୁ ବେଳେ କଷ୍ଟ ହୋଇ ଥାଏ । ହେଲେ ଆପଣ ମାନେ ପ୍ରତ୍ୟେକ ମହିଳା ମାନଙ୍କ ବ୍ୟବହାର ଏବଂ ସ୍ୱଭାବ ଦେଖି ଜାଣି ପାରିବେ ସେମାନେ କେଉଁ ପ୍ରକାର ର ହୋଇ ଥିବେ ବୋଲି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଚରିତ୍ର ହୀନ ନାରୀ ମାନଙ୍କର କିଛି ଲକ୍ଷଣ ବିଷୟ ରେ ଆପଣ ମାନଙ୍କୁ କହିବୁ ,ସ୍ତ୍ରୀ ଜାତୀ ଏକ ସୁନ୍ଦର ଅନୁଭବ ଅଟେ ,ଏମାନଙ୍କୁ ଦଖି କେହି ବି ମୋହୀତ ହୋଇ ଜାଇ ଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ବେଦ ରେ ଏମାନଙ୍କୁ ଦେବୀ ବୋଲି କୁହା ଯାଏ । ହେଲେ ଏମାନଙ୍କ ମଧ୍ୟ ରେ ଖରାପ ପ୍ରକୃିତ ର କିଛି ମହିଳା ମାନେ ରହିଛନ୍ତି ସେମାନଙ୍କ ସ୍ୱଭାବ ବିଷୟ ରେ କହିବୁ । ପ୍ରଥମେ ଯେଉଁ ମହିଳା ଙ୍କ ପେଟ ର ଆକାର ଲମ୍ବା ହୋଇ ଥାଏ , ସେମାନେ ବି ଚରିତ୍ର ହୀନ ରେ ଜାଇ ଥାନ୍ତି । ସେହି ପରି ଯେଉଁ ମହିଳା ମାନଙ୍କ ଦାନ୍ତ ଲମ୍ବା ଏବଂ ମୋଟା ହୋଇ ଥାନ୍ତି ,ସେମାନେ ଯେଉଁ ଘରେ ରହି ଥାନ୍ତି ସେମାନଙ୍କ ସ୍ୱାମୀ ଦାରିଦ୍ର ର ସୀମା ରେଖା ରେ ରହିଥାନ୍ତି ,ସେହି ଘର କେବେ ବି ଉନ୍ନତି କରି ପାରେ ନାହିଁ , କିଛି ମହିଳା ମାନେ ଥାନ୍ତି ରାଗି ଏବଂ ଚିଡ ଚିଡା ହୋଇ ଥାନ୍ତି । ଏହି ପରି ମହିଳା ଙ୍କ ଉପରେ କେବେ ଭସରା କରନ୍ତୁ ନାହିଁ ,ଏମାନେ କିଛି କରିବା ପାଇଁ ପ୍ରସ୍ତୁତ ରହି ଥାନ୍ତି ।
ସେହି ପରି ଦୁଇ ରେ ଆପଣ ମାନେ ଦେଖି ଥିବେ କିଛି ମହିଳା ଙ୍କ ପାଦ ର ପଛ ଅଂଶ ମୋଟା ହୋଇ ଥାଏ । ଏପରି ମହିଳା ଆପଣଙ୍କ ପାଇଁ ଏବଂ ଆପଣଙ୍କ ଘର ପାଇଁ ଶୁଭ ହୋଇ ନ ଥାନ୍ତି । କୈଣସି ମହିଳା ଙ୍କ ବୁଢା ଆଙ୍ଗୁଠୀ ର ପାଖ ଆଙ୍ଗୁଠୀ ବହୁତ ବଡ ରହିଛି , ତେବେ ସେମାନେ ବହୁତ ପରିବର୍ତନ ଶୀଳ ତେବେ ସେହି ପରି ନାରୀ ଙ୍କୁ କେବେ ବି ବିଶ୍ୱାସ କରନ୍ତୁ ନାହିଁ , ଏମିତି ନାରୀ ମାନଙ୍କ ସହିତ ସଂମ୍ପର୍କ ରଖିବା ପୂର୍ବ ରୁ ଥରେ ଏହି ଲକ୍ଷ୍ୟଣ ରହିଛି ନା ନାହିଁ ଦେଖନ୍ତୁ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଚରିତ୍ରହୀନ ମହିଳା ମାନଙ୍କ ଏହି 6 ଟି ଲକ୍ଷଣ ଜାଣିବା ନିହାତି ଦରକାର
