ଏହି ବିରଳ ପକ୍ଷୀ କ’ଣ ସତରେ ଜଗନ୍ନାଥଙ୍କ ବାହାନ ଗରୁଡ, କଣ କହୁଛନ୍ତି ଜନତା

hfjhksdhgyk

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରୀକ୍ଷେତ୍ର ରେ ଅନେକ ସମୟ ରେ କିଛି ନା କିଛି ବିଚିତ୍ର ଘଟଣା ଘଟିବାର ଲୋକ କଥା ରହିଛି କାରଣ ଶ୍ରୀକ୍ଷେତ୍ର ହେଉଛି ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର ତେଣୁ ଏଠାରେ ଏମିତି ପ୍ରତିଦିନ ବିଚିତ୍ର ଘଟଣା ଘଟି ଥାଏ କିନ୍ତୁ ଆଜି ଯାହା ଘଟିଛି ସେହି ଘଟଣା ବିଷୟ ରେ ଆପଣ ଡାଣିଲେ ଚକିତ ହୋଇ ଯିବେ ଆଜ୍ଞା ହଁ ବନ୍ଧୁଗଣ ଏମିତି ଏକ ଘଟଣା ଏବେ ଲୋକ ଙ୍କ ଭିତ ରେ ଭିତ ରେ ଚର୍ଚ୍ଚା ର ବିଷୟ ପାଲଟିଛି ଯାହାକି ପୁରୀ ସଦର ରୁ ଉଦ୍ଧାର ହୋଇ ଥିବା ଏକ କୁନି ଗୋରଡ ପକ୍ଷୀ ବନ୍ଧୁଗଣ ଆପଣ ପୁରାଣ ରେ ଜାଣିଥିବେ କି ରାବଣ ମାତା ସୀତା ଙ୍କୁ ନେଇ ଯାଉଥିବା ।ddsdgkdfhyg

ସମୟ ରେ ବିଷ୍ଣୁ ଙ୍କ ର ବାହାନ ଗୋରୁଡ ରାବଣ ର ରାସ୍ତା କୁ ରୋକି ଥିଲେ କିନ୍ତୁ ରାବଣ ସେହି ଗୋରୁଡ ର ହତ୍ୟା କରି ମାତା ସୀତା ଙ୍କୁ ଅପ ହରଣ କରି ନେଇ ଯାଇ ଥିଲେ ଲଙ୍କା କୁ ଠିକ ସେହି ଭଳି ପୁରାଣ ରେ ବର୍ଣ୍ଣିତ ହେବା ଭଳି ଏହି ଗୋରଡ ପକ୍ଷୀ ଟି ଦେଖିବାକୁ ଠିକ ସେଭଳି ଏହାକୁ ଦେଖିବା ପରେ ଆପଣ ଙ୍କ ର ଭାବନା କିଛି ଏହି ପରି ସୃଷ୍ଟି ହେଉଛି । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏହି ଗୋରୁଡ ପକ୍ଷୀ ମାନେ ବିଲୁପ୍ତ ହୋଇଯାଇଥିବା ବେଳେ ହଠାତ ଏହି କୁନି ଗୋରୁଡ ପକ୍ଷୀ ଟି ଦେଖିବାକୁ ମିଳିଛି ପୁରୀ ସଦର ଥାନା ଛଇତନ ପଞ୍ଚାୟତ ଅନ୍ତର୍ଗତ ।fdhbfgmhkh

ଖଇତନ ଗ୍ରାମ ରୁ ଏହି ଗୋରୁଡ ପକ୍ଷୀ ଉଦ୍ଧାର କରାଯାଇଛି ଏହି ପ୍ରଜାତି ର ପକ୍ଷୀ ବିଲୁପ୍ତ ହୋଇ ଯାଇଥିବା ବେଳେ ଏହାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଛନ୍ତି ଛଇତନ ଗ୍ରାମ ର ଆଲୋକ ସାଇଁ ଏହି ପକ୍ଷୀ ଟି କୁ ପାଇବା ପାରେ ବନ ଭିବାଗ କୁ ହସ୍ତାନ୍ତର କରିଛନ୍ତି ଏହି ଗୋରୁଡ ପକ୍ଷୀ ର ବୟସ 3 ବର୍ଷ ହେବ ବୋଲି ଅନୁମାନ କରାଯାଉଛି ଆଲୋକ ନିଜ ସାଙ୍ଗ ସହ ନଦୀ ଆଡକୁ ବୁଲି ବାକୁ ଯାଇଥିବ ।dgfgjhjdsghk

ବେଳେ ଏକ ପୋଲ ନିକଟ ରେ ପକ୍ଷୀ ଟିର ଶବ୍ଦ ଶୁଣିବାକୁ ପାଇଥିଲେ ଆଉ ଏହା ପରେ ସେ ପକ୍ଷୀ ଟି କୁ ଧରି ତାକୁ ତାଙ୍କର ଘର କୁ ନେଇ ଆଣି ଥିଲେ ହେଲେ ପରେ ଏହି ବିରଳ ପକ୍ଷୀ ଟିକୁ ବନ ଭିବାଗ କୁ ହସ୍ତାନ୍ତର କରିଛନ୍ତି ଆଲୋକ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *