ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ ଯେ ଏକ 500 ବର୍ଷ ପରେ ଏହି ଦୁଇ ରାଶି ରେ ଖୋଲିବାକୁ ଯାଉଛି ସୈଭାଗ୍ୟ ଏବଂ ଏହି ଦୁଇ ରାଶି ଉପରେ ବର୍ଷିବ ଶିବ ଙ୍କ ର ଅପାର କୃପା ଶିବ ଙ୍କ ର ବିଶେଷ କୃପା ବର୍ଷିବା ଦ୍ୱାରା ଏହି ଦୁଇ ରାଶି ର ଲୋକ ମାନଙ୍କୁ ଏବେ ମାଲା ମାଲ ହେବା ଠାରୁ କେହି ବି ଅଟକାଇ ପାରିବେ ନାହିଁ ତେବେ ଚାଲନ୍ତୁ ବନ୍ଧୁଗଣ ଆରମ୍ଭ କରିବା କଥା ଟିକୁ ସମ୍ପୁର୍ଣ୍ଣ ଭାବେ ଜାଣି ନେବା ତେବେ ଆସନ୍ତୁ ଜାଣି ନେବା କଣ ସେହି ଦୁଇ ଗୋଟି ରାଶି ଯାହାର ଉପରେ ବର୍ଷିବା କୁ ଯାଉଛି ଶିବ ଙ୍କ ର କୃପା ଆପଣ ଙ୍କୁ କହି ରଖୁଛୁ ଯେ ଆପଣ ଙ୍କ ମାନସିକ ରୂପ ରେ ଧାର୍ମିକ ଭାବନା ର ଉଦୟ ହେବ
ଏମାନ ଙ୍କ ର ପାଇଁ ଏହି ରାଜ ଯୋଗ ବହୁତ ଭଲ ଏବଂ ଶୁଭ ଫଳ ଦାୟକ ସାବ୍ୟସ୍ଥ ହେବ ଆପଣ ଙ୍କ ର ଜୀବନ ସାଥୀ ଙ୍କ ର ସହିତ ସମ୍ବନ୍ଧ ମଧୁର ହେବ ଆରାମ କରିବା ପାଇଁ ଆଗାମୀ ଦିନ ବହୁତ ସାନ୍ଦାର ରହିବ ସ୍ୱାମୀ ସ୍ତ୍ରୀ କୈଣସି ବାହାରକୁ ବୁଲିବାକୁ ଯାଇ ପାରନ୍ତି ଏହି ସମୟ ଏବଂ ଆଗାମୀ ସମୟ ଆପଣ ଙ୍କ ର ଲଭ୍ ଲାଇଫ ପାଇଁ ବହୁତ ଉଚିତ ଏବଂ ଶୁଭ ସାବ୍ୟସ୍ଥ ହେବ ଏବଂ ବିବାହିତ ଲୋକ ଙ୍କ ର ପାଇଁ ଏହି ଦିନ ସବୁଠାରୁ ଅଧିକ ଶୁଭ ହେବାକୁ ଯାଉଛି ଯାହା କୁ ଆପଣ ଶୁଣି ବହୁତ ଅଧିକ ଖୁସି ହେବେ ଏବଂ ଏହି ଖୁସି ଖବର ଆପଣ ଙ୍କ ର ପାଇଁ ପ୍ରେମ ମାମଲା ରେ ବହୁତ ଲାଭ ଦାୟକ ହେବ
ଆପଣ ଙ୍କ ର ଆର୍ଥିକ ସ୍ଥିତି ମଜବୁତ ରହିବ ଆପଣ ଙ୍କ ର କଳାତ୍ମକ ରଚନାତ୍ମକ କାର୍ଯ୍ୟ ର ପ୍ରସଂଶା ହେବ ବ୍ୟର୍ଥ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ ଆପଣ ଙ୍କ ସବୁ ମନସ୍କାମନା ଗୁଡିକ ପୁରଣ ହେବ ଆପଣ ଙ୍କ ର ଆର୍ଥିକ ସମସ୍ୟା ଗୁଡିକ ଦୂର ହେବ ଆପଣ ଙ୍କୁ ଖୁବ ଶିଘ୍ର ଚାକିରି ମିଳିବା ର ବହୁତ ସମ୍ଭାବନା ବନୁଛି ଅବିବାହିତ ଲୋକ ମାନଙ୍କ ର ବିବାହ ଖୁବ ଶିଘ୍ର ହେବା କୁ ଯାଉଛି ଆପଣ ଙ୍କ ର ଜୀବନ ସାଥୀ ଙ୍କ ର ସହିତ କୈଣସି ପ୍ରକାର ର ଦର୍ଶନୀୟ ସ୍ଥାନ ବା କୈଣସି ଜାଗା କୁ ବୁଲିବାକୁ ଯାଇ ପାରନ୍ତି । ତେବେ ସେହି ଦୁଇ ରାଶି ଟି ହେଉଛି ସିଂହ ଏବଂ କୁମ୍ଭ ରାଶି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।