ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଣିଷ ଯାହା ବି କରିଥାଏ ବା ଭୋଗ କରିଥାଏ ସେ ସବୁ ସେ ଜନ୍ମ ରୁ ହୋଇଥିବା ବେଳେ ଜନ୍ମ କୁଣ୍ଡଳି ବନା ଯାଇଥାଏ ଆଉ ସେହି ସବୁ ତାର କୁଣ୍ଡଳି ରେ ଲେଖା ଯାଇଥାଏ ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏମିତି ଜିନିଷ କହୁବାକୁ ଯାଉଛୁ ଯାହା କି ଆପଣ ଜାଣି ବହୁତ ଖୁସି ହୋଇଯିବେ ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ପରିବର୍ତ୍ତନ ହୋଇଥାଏ ତେବେ ସେହିଭଳି ମଧ୍ୟ କିଛି ଗ୍ରହ ମାନଙ୍କର ସ୍ଥିତି ପରିବର୍ତ୍ତନ ହେବା କୁ ଯାଉଛି ଆଉ ଯାହା ଫଳ ରେ ଏହା ର ପ୍ରଭାବ କିଛି ରାଶି ମାନଙ୍କ ଉପରେ ଭଲ ପ୍ରଭାବ ପକାଉଥିବା ବେଳେ ଏହା ଆଉ କିଛି ରାଶି ମାନଙ୍କ ଉପରେ ଏହା ର ଖରାପ ପ୍ରଭାବ ମଧ୍ୟ ପଡିବ ଆଉ ଯେଉଁ ମାନଙ୍କ ଉପରେ ଏହାର ଭଲ ପ୍ରଭାବ ପଡିବ ।
ସେମାନଙ୍କ ଉପରେ ପ୍ରଭୁ ହନୁମାନ ଙ୍କ ର କୃପା ସଦା ସର୍ବଦା ଲାଗି ରହିବ ଅର୍ଥାତ ସେହି ରାଶି ର ଲୋକ ମାନଙ୍କ ଉପରେ ପ୍ରଭୁ ହନୁମାନ ବହୁତ ଖୁସି ରହିବେ ଆଉ ସେହି ରାଶି ମାନଙ୍କ ଉପରେ କେବେ ବିପଦ ଆସିବ ନାହିଁ ବନ୍ଧୁଗଣ ଆପଣ ତ ଜାଣି ଥିବେ ପ୍ରଭୁ ହନୁମାନ ଙ୍କୁ ସଂଙ୍କୋଟ ମୋଚନ ବୋଲି କୁହାଯାଇଥାଏ କାରଣ ପ୍ରଭୁ ହନୁମାନ ସମସ୍ତ ଙ୍କୁ ସଂଙ୍କୋଟ ଅର୍ଥାତ୍ ବିପଦ ରୁ ଉଦ୍ଧାର କରିଥାନ୍ତି ତେବେ ଆସନ୍ତୁ ଜାଣିନେବା ସେହି ରାଶି ମାନଙ୍କ ବିଷୟ ରେ ଯେଉଁ ମାନଙ୍କ ର ଭାଗ୍ୟ କାଲି ରାତି ପରଠାରୁ ବଦଳିବାକୁ ଯାଉଛି । ଯେଉଁ ମାନଙ୍କ ଉପରେ ବଜରଙ୍ଗବାଲି ଦେବେ ଖୁସିର ବରଦାନ ।
ତେବେ ବନ୍ଧୁଗଣ ପ୍ରଥମ ରାଶି ଟି ହେଉଛି ବୃଷ ରାଶି ଆଜ୍ଞା ହଁ ଏହି ରାଶି ର ଲୋକ ମାନଙ୍କ ଉପରେ ପ୍ରଭୁ ବଜରଙ୍ଗବାଲି ତାଙ୍କର କୃପା କରିବେ ଯାହା ଫଳ ରେ ଚାଙ୍କର ଲାଗି ରହିଥିବା ବାଦ ବିବାଦ ସମାପ୍ତ ହୋଇଯିବ ଆପଣ ଙ୍କୁ ଆପଣ ଙ୍କ ର ସବୁ କାର୍ଯ୍ୟ ରେ ସଫଳତା ମିଳିବ ଆପଣ ଙ୍କ ର ଶତୃ ମାନେ ମଧ୍ୟ ପରାସ୍ତ ହେବେ । ଆଗାମୀ ରାଶି ଟି ହେଉଛି ସିଂହ ରାଶି ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଏହି ରାଶି ର ଲୋକ ମାନଙ୍କର ବହୁତ ଆନନ୍ଦ ଉଲ୍ଲାସରେ ଦିନ କାଟିବ ପ୍ରଭୁ ବଜରଙ୍ଗବାଲି କୃପା ସେମାନ ଙ୍କ ଉପରେ ସଦା ସର୍ବଦା ରହିବ ତେଣଉ ସେମାନେ ।
କୈଣସି କାମ ରେ ଅସଫଳ ହେବେ ନାହିଁ ।ତା ପରେ କନ୍ୟା ରାଶି ଏହି ରାଶି ର ଲୋକ ମାନଙ୍କ ପାଇଁ ଆସୁଥିବା ସମୟ ବହୁତ ଭଲ ବୋଲି ପ୍ରମାଣିତ ହେବ ପ୍ରଭୁ ବଜରଙ୍ଗବାଲି ଙ୍କ କୃପା ରୁ ଆପଣ କରିଥିବା ଯୋଜନା ମଧ୍ୟ ସଫଳ ହେବ । ସେହି ପରି ବିଛା ରାଶି , ଧନୁ ରାଶି ଏବଂ କୁମ୍ଭ ରାଶି ମାନଙ୍କ ଉପରେ ମଧ୍ୟ ପ୍ରଭୁ ବଜରଙ୍ଗବାଲି ଙ୍କ ର କୃପା ର ଦୃଷ୍ଟି ରହିବ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।