ଦୈନଦିନ ଜୀବନରେ – ଏହି 5ଟି ଭୁଲ୍ ପାଇଁ ଆପଣ କେବେବି ହୋଇପାରିବେନି ( ବାପା ) ଜାଣି ନିଅନ୍ତୁ

ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ କି ଦୈନିକ ଜିବନ ରେ କେଉଁ ଭୁଲ ପାଇଁ ଆପଣ ମାନେୈ ବାପା ହୋଇ ପାରନ୍ତି ନାହିଁ । ଆଜର ଦିନ ବହୁତ ପରିବର୍ତନ ଶୀଳ ଅଟେ ଯେମିତି କି ଆପଣ ମାନେ ଜାଣି ଥିବେ ଆମ ବାପ ଅମଳ ରେ ସେମାନେ ଧୋତି ଏବଂ ଗେଞୀ ଆଦି ର ବ୍ୟବହାର କରୁ ଥିଲେ । କିନ୍ତୁ ଆଜିର ସମୟ ରେ ମୋର୍ଡନ ଯୁଗ ଆସି ଜାଇଛି ତେବେ ଏଠାରେ ଯିଏ କାଲି ବି ଜନ୍ମ ହେଉଛି ତେବେ ସେ ଜିନ୍ସ ପ୍ୟଣ୍ଟ ପିନ୍ଧିବା ପାଇଁ ପସନ୍ଧ କରୁ ଛନ୍ତି । ଦୈନ ଦିନ ଜୀବନରେ ସବୁଠୁ ବଡ କଥା ହେଉଛି ଟାଇଟ୍ ଜିନ୍ସ ପିନ୍ଧିବା ଆମେ ମାନେ ଭଲ ଭଆବେ ଜାଣିଛେ କି ଗୋଟିଏ ଝିଅ ର ସ୍ପର୍ମ ଏବଂ ଝିଅ ର ହରମୋନ୍ ଦ୍ୱାରା ହିଁ ପିଲା ଜନ୍ମ ହୋଇ ଥାଏ ଯଦି ପୁରୁଷ ର ସ୍ପର୍ମ ଏବଂ ଝିଅ ର ହରମୋନ୍ ଠିକ୍ ନ ରହିବ ।

ତେବେ ସେହି ପରି ବେଳେ ପିଲା ଜନ୍ମ ହେବାରେ ବହୁତ ଅସୁବିଧା ହୋଇ ଥାଏ , ଆପଣ ମାନେ ଯେଉଁ ଟାଇଟ୍ ଜନ୍ସ ପିନ୍ଧୁ ଛନ୍ତି ସେହି ପରି ବେଳେ ଆପଣ ମାନଙ୍କ ଯେଉଁ ଅଣ୍ଡ କୋଷ ଥାଏ  ସେଥିରେ ଅସୁବିଧା ସୃଷ୍ଟି ହୋଇ ଥାଏ। ଜିନ୍ସ ପିନ୍ଧିବା ଦ୍ୱାରା ବର୍ଡି ର ହିଟ୍ ବହୁତ ମାତ୍ରା ରେ ବଡି ଥାଏ  ସେମିତି ବେଳେ ଆପଣଙ୍କ ସ୍ପର୍ମ ଗୁଡକ ନଷ୍ଟ ହୋଇ ଥାନ୍ତି  ଜାହା ପଳ ରେ ପିଲା ଜନ୍ମ ହେବାରେ ବହୁତ ଅସୁବିଧା ହୋଇ ଥାଏ ।  ଆପଣ ମାନେ ଯଦି ରେଗୁଲାର୍ ଏହି ନିଶା ପାଣି ର ସେବନ କରୁଛନ୍ତି  ତେବେ ଏହା ମଧ୍ୟ ଆପଣ ଙ୍କ ଉପରେ ବୁହୁତ ପ୍ରଭାବ ପକେଇ ଥାଏ ।

ସେହି ପରି ଭାବେ ଆପଣ ମାନେ ଯଦି ମୋବାଇଲ୍ କୁ ତଳ ପ୍ୟକେଟ୍ ରେ ପକାଉ ଛନ୍ତି , ତେବେ ସେହି ପରି କ୍ଷେତ୍ର ରେ ଆପଣଙ୍କ ସ୍ପର୍ମ ନଷ୍ଟ ହୋଇ ଥାଏ ଏବଂ ଆପଣ ମାନେ ବାପା ହୋଇ ପାରନ୍ତି ନାହିଁ ତିନି ରେ ହେଲା ଷ୍ଟ୍ରେସ୍  ଆଜିର ବ୍ୟସ୍ତ ବହୁତ ଜିବନ ରେ କିଏ ବା ଏହି ଷ୍ଟ୍ରେସ୍ କୁ ନ ଜାଣିଛି  ହେଲେ ଏହା ଆମ ମାନଙ୍କ ଶରୀରିର ପାଇଁ ବହୁତ ପରିମାଣ ରେ ଖରାପ୍ ହୋଇ ଥାଏ । ଆପଣ ମାନଙ୍କ ସ୍ପର୍ମ ଉପରେ ବହୁତ ପ୍ରଭବ ପକେଇ ଥାଏ ।

ସେହି ପରି ଭାବେ ଯଦି ଆପଣ ମାନେ ନିଶା ଦ୍ରବ୍ୟ ର ସେବନ କରୁଛ୍ତି  ତେବେ ସେହି ପରି ବେଳେ ଆପଣ ମାନଙ୍କୁ ଏହି ପରି ଅସୁବିଧା ର ସାମ୍ନା କରିବା ପାଇଁ ପଡି ପାରେ ,ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏମିତି ପୋଷ୍ଟ ସବୁ ଭଲ ଲାଗୁ ଥିଲେ ଆପଣ ମାନେ ନିଶ୍ଚିତ ଭାବେ ସେୟାର କରିବା ସହିତ ଆମକୁ ଉପରେ ଫୋଲ କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *