ନିଜ ପତ୍ନୀ ଙ୍କୁ ଏହି 4 ଟି ଜିନିଷ ଦେବେ ତେବେ ନିଜ ଘରେ ରହିବ ନାହିଁ ଅଭାବ । ଏହି ବିଷୟ ରେ ଲୋକ ମାନଙ୍କୁ ଏହା ଜଣା ଥାଏ କି ପତ୍ନୀ ସବୁ ବେଳେ ଖର୍ଚ୍ଚ ର କାରଣ ହୋଇ ଥାଏ । ହେଲେ ଶାସ୍ତ୍ରୀ ଅନୁସାରେ ମହିଳା ମାନେ ଧନ ବାନ୍ ହେବାର କାରଣ ହୋଇ ପାରେ । ସେମାନେ ଦେବୀ ଲକ୍ଷ୍ମୀ ଙ୍କ ରୂପ ସମାନ , ଏବଂ ଶାସ୍ତ୍ର ଅନୁସାରେ ଦେବୀ ଙ୍କ ରୂପ ମଧ୍ୟ ରୁ ଗୃହ ଲକ୍ଷ୍ମୀ ବି ରହିଛି । ଏହି ରୂପ ରେ ଦେବୀ ସବୁ ଘରେ ବାସ କରନ୍ତି , ଯେଉଁ ଘରେ ଏହି ଗୃହ ଲକ୍ଷ୍ମୀ ରହି ଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ରହି ଥାଏ । ହେଲେ ଯେଉଁ ଘରେ ମାତା ଦୁଖଃରେ ଥାନ୍ତି ସେହି ଘରେ ସବୁ ବେଳେ ସମସ୍ୟା ଉପୁଜି ଥାଏ । ସେହିଥି ପାଇଁ ବୁଧବାର କିମ୍ବା ଶୁକ୍ରବାର ଦିନ ଗୃହ ଲକ୍ଷ୍ମୀ ଙ୍କୁ ବସ୍ତ୍ର ଦେବା ଉଚିତ୍ । ଏହା ସହିତ ମାଆ ଭଉଣୀ କିମ୍ବା ଅନ୍ୟ ବିବାହିତା ନାରୀ ଙ୍କୁ ବି ଆପଣ ମାନେ ବସ୍ତ୍ର ପ୍ରଦାନ କରି ପାରିବେ , ସେହି ପରି ଆପଣ ମାନେ ଆଭୁଷଣ ବି ଦେଇ ପାରିବେ ଏମିତି ରେ ଆଭୁଷଣ ଗୃହ ଲକ୍ଷ୍ମୀ ଙ୍କୁ ବହୁତ ସ୍ୱଭା ପାଏ । ସେହିଥି ପାଇଁ ସମୟ ସମୟ ରେ ଛୋଟ ଛୋଟ ଆଭୁଷଣ ଅଉହାର କରିବା କରିବା ଉଚିତ୍ । ସେହି ପରି ବନ୍ଧୁଗଣ ଗୃହ ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରିବା ପାଇଁ ଆଉ ଗୋଟିଏ ଉପାୟ ହେଲା ଆପଣ ମାନେ ଆପଣ ମାନଙ୍କ ପତ୍ନୀ ଙ୍କୁ ସମ୍ମାନ ଦେବା ସହିତ ମଧୁର କଥା କହୁନ୍ତୁ । ଏମିତି ବି କରିଲେ ମାତା ଲକ୍ଷ୍ମୀ ଆପଣ ମାନଙ୍କ ଉପରେ ବହୁତ ପରିମାଣ ରେ ପ୍ରଶନ୍ନ ହେବେ ।
ସେହି ପରି ବନ୍ଧୁଗଣ ଆପଣ ମାନେ ନିଜର ପତ୍ନୀ ଙ୍କୁ ପ୍ରଶନ୍ନ କରିବା ପାଇଁ ଆପଣ ମାନେ ବିଭିନ୍ନ ପ୍ରକାରର ଉପାୟ ଯେମିତି ନୂଆ ଖାଦ୍ୟ ଅଫର କରିବା ତଥା କେବେ ଆପଣ ମାନେ ବି ଘରକୁ ବାହାରୁ ଖାଇବା ବି ନେଇ କରି ଆସି ପାରିବେ ଜାହା ଫଳ ରେ ପତ୍ନୀ ଙ୍କ ସେହି ଦିନ ରେ ରନ୍ଧା ରନ୍ଧି କାମ ବନ୍ଧ ରହି ଥାଏ ,ଏବଂ ସେମାନଙ୍କୁ ସେହି ଦିନ ରେ କିଛି ଅନ୍ୟ ପ୍ରକାରର କାମ କରିବା ପାଇଁ ଇଚ୍ଛା ପ୍ରକଟ ହୋଇ ଥାଏ ଜାହା ଫଳ ରେ ସେମାନେ ଆପଣ ମାନଙ୍କ ଉପରେ ପ୍ରଶନ୍ନ ହୋଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ନିଜ ପତ୍ନୀ ଏହି 4 ଟି ଜିନିଷ ଦେବେ ତ ଘରେ କେବେବି ହେବ ନାହିଁ ଧନ ର ଅଭାବ! ଆପଣଙ୍କ ପାଖରେ ଏହି ଜିନିଷ ଅଛି ତ ।
