ଜୀବନରେ ଦେଖିଲେ ଏହି 25ଟି ସଙ୍କେତ ଆପଣ ହୋଇଯିବେ କୋଟିପତି ବୋଲି ଜାଣନ୍ତୁ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କୋଟି ପତି ହେବା ପୂର୍ବ ମିଳୁ ଥିବା କିଛି ସଂଙ୍କେତ ବିଷୟ ରେ ଆପଣ ମାନଙ୍କ ସହିତ କଥା ହେବା ପାଇଁ ଚାହିଁବୁ । ତେବେ ଏମିତି ରେ ଯଦି ଆପଣ ମାନଙ୍କୁ ବି ଏହି ସଂଙ୍କେତ ମଧ୍ୟ ରୁ କୈଣସି ବି ମିଳୁଛି ,ତେବେ ଆପଣ ମାନେ କୋଟିପତି ହେବାକୁ ଯାଉଛନ୍ତି ପ୍ରଥମେ ରହିଛି ପଇସା ଆସିବା କେବେ ଯଦି ଆପଣ ମାନଙ୍କୁ ଟଙ୍କା ମିଳେ ବା ଆୟ ଅଧିକ ହୁଏ ତେବେ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ସକାଳେ ଉଠିଲେ ଆଖ ପାଖରେ ମନ୍ଦିର ରେ ସଂଙ୍ଗୀତ ର ଶବ୍ଦ ସୁଣନ୍ତି ,ତେବେ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ ।

ସେହି ପରି ବେଳେ ଯଦି ଆପଣ ମାନେ ଝିଣ୍ଟିକା କୁ ଦେଖନ୍ତି ବା ତାର ସଂଙ୍ଗୀତ ସୁଣିବା ପାଇଁ ପାଆନ୍ତି । ତେବେ ବି ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ସେହି ପରି ବେଳେ ଆପଣ ମାନେ ଘୁସୁରୀ ଦେଖିଲେ ବି ଆପଣ ମାନଙ୍କ ଉପରେ ଲକ୍ଷ୍ମୀ ପ୍ରସନ୍ନ ବୋଲି ଜଣାନ୍ତି କେବେ ଯଦି ଆପଣ ମାନେ କଇଁଛ କୁ ପାଣି ମଧ୍ୟ ରେ ଚାଲି ଜାଉ ଥିବାର ଦେଖନ୍ତୁ ତେବେ ଏହା ଆପଣ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ ଏବଂ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ବା ଡଲଫିନ୍ ବି ଆପଣ ମାନେ ଦେଖିଲେ ପାଣି ରେ ଏପଟ ସେପଟ ହେଉଛି ତେବେ ବି ଆପଣ ମାନଙ୍କର ଜିବନ ରେ ମାତା ଲକ୍ଷ୍ମୀ ଙ୍କ ପ୍ରେବଶ ହୋଇ ସାରିଛି ,ମୋତି ଏବଂ ବଗିଚାର ପ୍ରାକୃତିକ ସଙ୍କେତ କୁ ଦେଖିବା

ବହୁତ ଭଲ ସଂଙ୍କେତ ହୋଇ ଥାଏ ।ସବୁ ସମୟ ରେ ହାତ କୁ୍ଣ୍ଡେଇ ହେବା ବି ଆପଣ ମାନଙ୍କ ପାଇଁ ବହୁତ ଶୁଭ ସଂଙ୍କେତ ହୋଇ ଥାଏ , ଏହା ଆପଣ ଙ୍କ ଧନ ଆସିବାର ସଂଙ୍କେତ ଦେଇ ଥାଏ । ଏମିତି ବହୁତ ସମୟ ରେ ଆପଣ ମାନେ ଦେଖି ଥିବେ କି ଗୋଟିଏ ପଟେ ବର୍ଷା ହେଉ ଥିବା ବେଳେ ସୂର୍ଯ୍ୟ ବି ଚମକ ଦେଉଛି । ତେବେ ସେମିତି ବେଳେ ବି ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ , କୁକୁର ଘରକୁ ଆସିବା କି ଆପଣ ମାନଙ୍କ ଧନ ଭବିଷ୍ୟତ ରେ ଆସିବା ସହିତ ସମାନ ହୋଇ ଥାଏ ।

ରାସ୍ତା ରେ ସିକା ବା ଚାରି ପତ୍ର ର ଘାସ ଦେଖିବା ବି ଆପଣ ମାନଙ୍କ ଶୁଭ ସଂଙ୍କେତ ର ପ୍ରିତ ହୋଇ ଥାଏ, କେତେ ବେଳେ ଯଦି ଆପଣ ଭୁଲ ରେ କପଡା କୁ ଓଲଟା ପିନ୍ଧି ଥାନ୍ତି  ତେବେ ଏହାବି ଆପଣ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । କେବେ ମୁହଁ ରେ ବଢି ଆଣୀ ଜାଲ ଲାଗିବା ବହୁତ ସମୟ ରେ ଆମେ ରାସ୍ତା ରେ ଯାଉ ଥିବା ବେଳେ ଏହି ବୁଢିଆଣୀ ଜାଲ ଆମ ମାନଙ୍କ ମୁହଁ ରେ ଲାଗି ଥାଏ । ତେବେ ସେମିତି ବେଳେ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ବହୁତ କମ୍ ଲୋକ ମାନେ ରହି ଥିବେ ଯେଉଁ ମାନଙ୍କ ଉପରେ ଚଢେଇ ମନାନେ ଝାଡା କରି ଥାନ୍ତି ।

ହେଲେ ଆମେ କହି ଦେଉଛୁ କି ଏହା ବହୁତ ଶୁଭ ସଂଙ୍କେତ ଅଟେ ଏହା ଆଗାମୀ ଧନ ପ୍ରାପ୍ତି ର ସଂଙ୍କେତ ଏବଂ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ସଂନ୍ତୁଷ୍ଟ ହୋଇଛନ୍ତି ବୋଲି ଜାଣନ୍ତୁ । ସେମିତି ରେ ସେଷ ରେ ଆପଣ ମାନେ ରାସ୍ତା ରେ ନବ ବିବାହିତ ଶୋଳ ସିଙ୍ଘାର କରି ଥିବା ବୋହୁ ମାନଙ୍କୁ ଦେଖନ୍ତି ତେବେ ବି ଆପଣ ମାନଙ୍କର ଜିବନ ରେ ବହୁତ କିଛି ପାଇବା ର ସଂଙ୍କେତ ମିଳେ, ଆପଣ ମାନଙ୍କ ଘରେ ଯଦି ବାଦୁଡୀ ଘର କରେ । ତେବେ ବି ଏହା ଲକ୍ଷ୍ମୀ ଙ୍କ ପ୍ରବେସ ହେବାର ସଂଙ୍କେତ ବୋଲି ଜାଣନ୍ତୁ ।

Love To Share

Leave a Reply

Your email address will not be published. Required fields are marked *