୧୦ ଦିନ ପ୍ରେମ କରିବା ପରେ ଯୁବତୀ ସହ ଯାହା ଘଟିଲା ଆପଣ ଜାଣିଲେ ହୋସ ଉଡିଯିବ

hgkuilk gyyu

ଏବେ ଆସିଲା ବଡ ଖବର 6 ଦିନ ର ପ୍ରେମ କରି ଝିଅ ହେଲା ଗର୍ଭବତୀ ଝିଅ କୁ ପଚାରିବା ପରେ ଝିଅ ଜାହା କହିଲା ସୁଣିଲେ ଆପଣ ମାନେ ବି ଆଶ୍ଟର୍ଯ୍ୟ ହୋଇ ଯିବେ । ତେବେ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ତଥ୍ୟ ପାଇବା ପାଇଁ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ଜାହା ଫଳ ରେ ଆପଣ ମାନେ ଏହି ଘଟଣା ସଂଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ , ତଥା ଏହି ଘଟଣା କେଉଁ ଠାର ର ଏବଂ ଏହି ଯୁବତୀ ଜଣଙ୍କ କିଏ ବି ଆପଣ ମାନେ ଜାଣିବା ପାଇଁ ପାଇବେ । ଆଜିର ସମୟ ର ଇଣ୍ଟରନେଟ୍ ଯୁଗ ଆପଣ ମାନେ ଜାଣି ଥିବେbhjhl

ତେବେ ଏହି ଠାରେ ବି ଲୋକ ମାନେ ଅନ୍ୟ ସହିତ ସଂମ୍ପର୍କ ସ୍ଥାପନା କରୁଛନ୍ତି ଏବଂ ଏହି ସଂମ୍ପର୍କ ବି ସେମିତି ଭାବେ ଏହି ଇଣ୍ଟରନେଟ୍ ରେ ଆରମ୍ଭ ହୋଇ ଥିଲା । ଯେଉଁ ଠାରେ ଦୁଇ ପ୍ରେମୀ ଯୁଗଳ ମାନେ ପରସ୍ପର କୁ ଜାଣି ନ ଥିଲେ , ପରେ ସେମାନେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଦୁହେଁ ଦୁହିଁଙ୍କ ସହିତ ପରିଚୟ ହୋଇ ଥିଲେ , ଏବଂ ପରେ ସେମାନଙ୍କ ମଧ୍ୟ ରେ ବର୍ତାଳପ କଥା କଥା ରେ ପ୍ରେମ ଆବେଦନ ବି ହେଲା ଏବଂ ପରେ ସେମାନଙ୍କ ପ୍ରେମ ସଂମ୍ପର୍କ ରେ ଗଭୀରତା ଦେଖିବା ପାଇଁ ଲାଗିଲା । ସେହି ପରି କ୍ଷେତ୍ର ରେ ଯୁବକ ଙ୍କ ଯୁବତୀhtuikol

ଙ୍କ ପ୍ରତି ଶାରୀରିକ ସଂମ୍ପର୍କ ଭାବନା ବଢିଲା ଏବଂ ସେ ତାହା ହିଁ ଯୁବତୀ ଙ୍କ ପାଖରୁ ଆଶା କରିଲା ଏବଂ ସେମିତି ଯୁବତୀ ମନା କରିବା ପରେ ବି ଯୁବକ ଜଣ ଙ୍କ ଅଭିମାନ ଦେଖେଇ ଯୁବତୀ ଙ୍କୁ ରାଜି କରେଇ ଥିଲେ ଏବଂ ପରେ ସେମାନେ ଦୁହେଁ ଦେଖା କରି ଥିଲେ ଏବଂ ଶାରୀରିକ ସଂମ୍ପର୍କ ବି ଗଢି ଉଠି ଥିଲା ଏବଂ ପରେ ପ୍ରେମିକା ଜଣଙ୍କ ଗର୍ଭବତୀ ହୋଇଛି ବୋଲି ପ୍ରେମିକ କୁ ଜଣେଇ ଥିଲା ଏବଂ ଏହା ପରେ ସେମାନଙ୍କ ମଧ୍ୟ ରେ ବିବାହ କୁ ନେଇ ଯୁକ୍ତି ତର୍କ ହୋଇ ଥିଲା ହେଲେ ପ୍ରେମିକ କହି ଥିଲା କି ତାଙ୍କୁ ଆବର୍ସନ କରିବା

ପାଇଁ ହେଲେ ସେହି ଝିଅ ଟି ରାଜି ନ ହେବାରୁ ପ୍ରେମିକ ତାକୁ ଗାଳି ଗୁଳଜ ବି କରି ଥିଲେ ଏବଂ ସେମିତି କ୍ଷେତ୍ର ରେ ଏହି ସବୁ ରେ ଏହି ଦିନରେ ପ୍ଲାନ୍ କରି ପ୍ରେମିକ ପ୍ରେମିକା ଙ୍କୁ ଠେଲି ମାରି ଦେଇ ଥିବାର ଅଭିଯୋଗ ରହିଛି । ଏଠାରେ ଝିଅ ମରିବା ସହିତ ପେଟ ରେ ବଢୁ ଥିବା ପିଲା ର ବି ମୃତ୍ୟୁ ହୋଇ ଥିବାର ଜଣା ପଡିଛି । ଏବଂ ଏହାକୁ ନେଇ ବର୍ତମାନ ସମୟ ରେ ପୋଲିସ୍ ଆଗରେ ସବୁ କିଛି ମାନିଛି ସେହି ଯୁବକ ଜଣଙ୍କ ଏହି ଘଟଣା ଟି ମିର୍ଜା ପୁର ଅଞ୍ଚଳ ଅଟେ

Love To Share

Leave a Reply

Your email address will not be published. Required fields are marked *