ଯଦି ଆପଣଙ୍କ ପାଖରେ ଏହି 2 ଟଙ୍କିଆ ଅଛି ତେବେ ଆପଣ କମେଇ ପାରିବେ 3 ଲକ୍ଷ ଟଙ୍କା।

ଯଦି ଆପଣ ମାନଙ୍କ ପାଖରେ ରହିଛି ଏହି ମୂଦ୍ରା ତେବେ ଆପଣ ମାନେ ବି ପାଇ ପାରିବେ 3 ଲକ୍ଷ ଟଙ୍କା ଗୋଟିଏ ମୂଦ୍ରା ପାଇଁ ଏତେ ଗୁଡିଏ ଟଙ୍କା କେମିତି ଏବଂ କାହିଁକି କାରଣ ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇ ଯିବେ । ଯଦି ଆପଣ ମାନଙ୍କ ପାଖରେ ବି ଏମିତି ପୁରୁଣା ମୂଦ୍ରା ରହିଛି ତେବେ କାହାକୁ ବି ଦିଅନ୍ତୁ ନାହିଁ , କିମ୍ବା ଆପଣ ମାନେ ଏହାକୁ ଏଣେ ତେବେ ଫିଙ୍ଗି ଦିଅନ୍ତୁ ନାହିଁ , କାରଣ ଏହି ପୁରୁଣା ମୂଦ୍ରା ଆପଣ ମାନଙ୍କ ପାଇଁ ଉପଯୋଗୀ ହୋଇ ପାରେ ଏବଂ ଆପଣ ମାନଙ୍କ ଭାଗ୍ୟ ବି ପରିବର୍ତନ ହୋଇ ପାରେ । ସେମିତି ରେ ଭାରତ ରେ ଶ୍ରଧାଳୁ ମାନଙ୍କର କୈଣସି ବି ଅଭାବ ନାହିଁ ଯେଉଁ ମାନଙ୍କ ପାଖରେ ପୁରୁଣା ଜିନିଷ ରଖିଲେ ସେମାନେ ଏହା ପାଇଁ ଅଧିକ ଟଙ୍କା ଦେବାକୁ ବି ପସନ୍ଧ କରନ୍ତି ,

ସେମିତି ରେ ସେମାନେ ଟଙ୍କା ଟିଏ କିମ୍ବା ଦୁଇ ଟଙ୍କିଆ ନୋର୍ଟ କୁ ଖୋଜନ୍ତି ଏବଂ ଆଜିର ଦିନରେ ଏହା ଭାରତୀୟ ବଜାର ରେ ଚାଲୁ ନାହିଁ । ହେଲେ ସେହିଥି ପାଇଁ ଏହାର ମୂଲ୍ୟ ଆକଳନ କରା ଜାଇ ପାରିବ ନାହିଁ ସେହିଥି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଏହି ନୋର୍ଟ ସବୁ କୁ ଲୋକ ମାନେ ଘରେ ରଖିଛନ୍ତି । ଏହି ଦିନ ରେ ହାଇଦ୍ରା ବାଦ୍ ଠାରେ ଏକ ଦୁଇ ଟଙ୍କିଆ ନୋର୍ଟ ଟି ଲକ୍ଷ ଲକ୍ଷ ଟଙ୍କା ରେ ନିଲାମ୍ ହୋଇ ଥିଲା , ଯଦିଓ ବର୍ତମାନ ସମୟ ରେ ବି କିଛି ପୁରୁଣା ମୂଦ୍ରା ଚଳନ ଶୀଳ ହୋଇ ରହିଛି ହେଲେ ଏହା ମଧ୍ୟ ରୁ କିଛି ମୂଦ୍ରା ସ୍ୱତନ୍ତ୍ର ଅଟେ ହାଇଦ୍ରାବାଦ୍ ର ଏହି ବ୍ୟକ୍ତି

ସେହି ମୂଦ୍ରା ର ମହତ୍ୱ ବିଷୟ ରେ ଜାଣି ନ ଥିବା ବେଳେ କ୍ରେତା ସେହି ମୂଦ୍ରା ର ମହତ୍ୱ ବିଷୟ ରେ କହି ଥିଲେ । ଆମେ ଯେଉଁ ମୂଦ୍ରା ବିଷୟ ରେ କହୁଛି ସେହି ଥିଲେ ହୀରା ଚିହ୍ନ ରହି ଥିବା ବେଳେ ଏହା 1980 ମସିହା ରେ ତିଆରି ହୋଇ ଥିଲା ଏହି କାରଣ ପାଇଁ ଏହି ମୂଦ୍ରା କୁ ଜଣେ ବ୍ୟକ୍ତି 8 ଗେଲେରି ରେ 3 ଲକ୍ଷ ଟଙ୍କା ରେ ନେଇ ଥିଲେ ଏମିତି ରେ ଆପଣ ମାନଙ୍କ ପାଖରେ ସେମିତି କିଛି ମୂଦ୍ରା ରହିଛି କି ଆପଣ ମାନେ

କମେଣ୍ଟ କରନ୍ତୁ ,ସେହି ପରି ଆପଣ ମାନଙ୍କ ପାଖରେ 1961 ମସିହାର ଯେଉଁ ଟଙ୍କିକିଆ କୟେନ୍ ରହିଛି ତା ବଦଳ ରେ ଆପଣ ମାନଙ୍କୁ ମିଳିବ 80 ହଜାର ଟଙ୍କା । ତେବେ କହି ଦେବୁ କି ସେହି 1 ଟଙ୍କିଆ କୟେନ୍ ର ରଙ୍ଗ ଲାଲ୍ ହେବା ଦରକାର , ଏବଂ ଆମର ପରବର୍ତି କୟେନ୍ ଟି ଆପଣ ମାନେ ଦେଖି ପାରୁ ଥିବେ ଯେତେ ବେଳେ ଆମକୁ ଇଂରେଜ୍ ମାନେ ଶାଶନ କରୁ ଥିଲେ । ସେହି ସମୟ ରେ ଏମିତିକା କୟେନ୍ ତିଆରି କରା ଜାଉ ଥିଲା ଏହା 1835 ମସିହା ଠୁ 1935

ଯାଏ ତିଆରୀୀ ହେଉ ଥିଲା ବର୍ତମାନ ସମୟ ରେ ଏହାର ମୂଲ୍ୟ 8 ରୁ 10 ଲକ୍ଷ ଟଙ୍କା ହୋଇ ଥାଏ , ସେହି ପରି ଆପଣ ମାନେ ଦେଖି ପାରୁ ଥିବେ ଗୋଟିଏ 20 ପଇସା ର ବି କୟେନ୍ ରହିଛି ଜାହା ଦେଇ ଆପଣ ମାନଙ୍କୁ 20 ରୁ 30 ହଜାର ଟଙ୍କା ମିଳି ପାରିବ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *