ଏହି ମାସରେ ଶନି ଦେବ୍ ହେଲେ ଖୁସି ଢାଳିବେ ପ୍ରଚୁର ଧନ

kkhjfsddh ggjg

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେବେଳେ କୈଣସି ଦଶା ଦିଶା ର ଅଳ ବଦଳ ହୋଇଥାଏ ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ ଆଉ ସେହି ଗ୍ରହ ର ପରିବର୍ତ୍ତନ ଯୋଗୁଁ ମନୁଷ୍ୟ ଉପରେ ପଡୁଥିବା ପ୍ରଭାବ କୁ ସେ ତାର ଅଜାଣ ତ ରେ ଜାଣି ପାରିନଥାଏ ଯେଉଁ ପାଇଁ ତାକୁ ବିଭିନ୍ନ ସମସ୍ୟା ର ସମୁଖିନ କରିବାକୁ ପଡିଥାଏ ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶନି ଗ୍ରହ ବିଷୟ ରେ କହିବାକୁ ଯାଉଛୁ ଯଆହା କି ତାହା ଆପଣ ଙ୍କ ପାଇଁ ଶୁଭ ହେବ ନା ଅଶୁଭ ହେବ ତେବେ ଆସନ୍ତୁ ଜାଣି ନେବାfgjhfdgdfhd h

ଏହି ଶନି ଗ୍ରହ ବିଷୟ ରେ ବନ୍ଧୁଗଣ ଆମର ହିନ୍ଦୁ ଧର୍ମ ଅନୁସାରେ ଶନି ଦେବ ଙ୍କ ନ୍ୟାୟ ର ଦେବାତା ବୋଲି ମାନା ଯାଇଥାଏ ସେ କେବେ ଅନ୍ୟାୟ କୁ ପ୍ରସୟ ଦେଇ ନଥାନ୍ତି । ଭଗବାନ ଶନିଦେବ ଙ୍କର କୃପା ଥରେ ଯାହା ଉପରେ ପଡେ ସେ ବହୁତ ଆଗକୁ ବଢି ଚାଲିଥାଏ ତାହା ର ସବୁ କାମ ସଫଳ ହୋଇଥାଏ ତାର ସବୁଥିରେ ଜୟ ହୋଈଥାଏ କିନ୍ତୁ ଯାହା ଉପରେ ଶନି ଙ୍କର କୁପ ଦୃଷ୍ଟି ପଡିଥାଏ ସେ କେବେ ତାର କିଛି କାମ ରେ ସଫଳ ପାଇ ପାରି ନଥାଏ ବଂର ସେ ସବୁ ଥିରେ ନିନ୍ଦା କଳଙ୍କ ପାଇଥାଏ । ଭଗବାନ ଶନିଦେବ ପ୍ରତ୍ୟେକ ପ୍ରାଣୀ ଙ୍କ ସହ ନ୍ୟାୟ କରିଥାନ୍ତି କିନ୍ତୁ ଯେଉଁ ମାନେ ଅନୈତିକ କାମ କରନ୍ତି ସେମାନଙ୍କୁ ଭଗବାନ ଶନିଦେବmkvasfgf

ଙ୍କ ର ଦଣ୍ଡ ଭୋଗିବାକୁ ପଡିଥାଏ । ଆପଣ ମାନଙ୍କୁ କହି ରଖୁଛୁ କି ଯେତେବେଳେ ଭଗବାନ ଶନିଦେବ ନିଜର ଚଳନ ବଦଳାନ୍ତି ସେତେବେଳେ ସେ କେଉଁ ରାଶି ଉପରେ ଭାରି ପଡନ୍ତି ତ କେଉଁ ରାଶି ଉପରେ ଖୁସି ହୁଅନ୍ତି ଏମିତି ରେ ଦେଖିବାକୁ ଗଲେ 12 ଟି ରାଶି ଉପରେ ଭଗବାନ ଶନିଦେବ ଙ୍କ ର ନଜର ରହି ଥାଏ । କିନ୍ତୁ ଏହି ମାସ ରେ ଜ୍ୟେତିଷ ଶାସ୍ତ୍ର ଗଣନା ରୁ ସୁଚନା ମିଳିଛି ଭଗବାନ ଶନିଦେବ ଏହି ମାସ ରେ କିଛି ରାଶି ମାନଙ୍କ ଉପରେ ତାଙ୍କର କୃପାsdgdgfjghdsg

ର ଦୁଷ୍ଟି ପକାଇଛନ୍ତି ଯେଉଁ ଥି ପାଇଁ କି ସେହି ରାଶି ମାନଙ୍କ ଉପରେ ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଭଗବାନ ଶନିଦେବ ଖୁସି ରେ ରହିବେ । ତେବେ ଆସନ୍ତୁ ଜାଣି ନେବା ସେହି ରାଶି ମାନଙ୍କ ବିଷୟ ରେ ପ୍ରଥମେ ମେଶ ରାଶି , ସିଂହ ରାଶି , କନ୍ୟା ରାଶି , ତୁଳା ରାଶି , କର୍କଟ ରାଶି ଏବଂ କୁମ୍ଭ ରାଶି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *