ଏହି 3ଟି ଉପାୟ କଲେ ଝିଅ ଆପଣଙ୍କ ପଛରେ ପଡ଼ିବ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ତିନୋଟି ଜିନିଷ ବିଷୟ ରେ କହିବୁ ଜାହା ଆପଣ ମାନଙ୍କୁ ଲାଗେ ଏମମିତି ହୋଇ ଥାଏ ହେଲେ ଏମିତି କେବେ ବି କିଛି ହୋଇ ନ ଥାଏ ଏବଂ ଏହି ସବୁ ଜିନିଷ ମଧ୍ୟ ରୁ ଆପଣ ମାନେ ଗୋଟିଏ ଜିନିଷ ବୁଝି ଯିବେ ତ ଆପଣ ମାନେ ନିଶ୍ଚିତ ଭାବେ ଝିଅ ମାନଙ୍କୁ ପ୍ରୋପଜ୍ କରିବାରେ ବା ପଟେଇବା ରେ ଆପଣ ମାନଙ୍କୁ ଏତେ ପରିମାଣ ରେ ସହଜ ହୋଇ ଯିବ ଯେ ଆପଣ ମାନଙ୍କ ମୁଣ୍ଡ କାମ କରିବ ନାହିଁ ।

ପ୍ରଥମେ ଝିଅଙ୍କୁ ଦିଲ୍ଲୀ ରୁ ନୁହେଁ ବରଂ ଦିମାଗ୍ ରେ ପଟା ଜାଇ ଥାଏ ବହୁତ ପିଲା ଙ୍କୁ ଲାଗେ କି ସେ ସେଥି ପାଇଁ ଝିଅଙ୍କୁ ତୁମର ଟେଲେଣ୍ଟ ଦେଖାଅ ଝିଅ ଙ୍କୁ ତୁମର ଲୁକ୍ସ ଦେଖାଅ ଆଉ କୋନ୍ଫିଡେନ୍ସ ବି ଦେଖାନ୍ତୁ , କେବେ ବି ସଠିକ୍ ତରିକା ରେ ଝିଅ ପଟନ୍ତି ନାହିଁ ,ବରଂ ସେମାନେ ଗୋଟିଏ ନାଟକ କରି ଥାନ୍ତି କି ମୁଁ ତୁମକୁ ଭଲ ପାଉଛି ବୋଲି ।

girl

ସେହି ପରି ଦୁଇ ରେ ଆସୁଛି କେଉଁ ଝିଅ ଭଲ ନୁହେଁ କି ଖରାପ ନୁହେଁ ବହୁତ ସମୟ ରେ ଦେଖିବେ ଧନୀ ଝିଅ ମାନେ ଗାଳି କରନ୍ତି ସେମାନେ ଛୋଟ ଡ୍ରେସ୍ ପିନ୍ଧନ୍ତି ହେଲେ କିଛି ଝିଅ ମାନେ ମୋଟେ ବି କାହା ସହିତ କଥା ହୁଅନ୍ତି ନାହିଁ ଏଠାରେ ଆପଣ ମାନେ କାହାକୁ ବି ଖରାପ ବୋଲି କହି ପାରିବେ ନାହିଁ ସବୁ ଝିଅ ମାନେ ଏକା ଭଳି ହୋଇ ଥାନ୍ତି ।

ଏହା କେବଳ ଡିପେଣ୍ଡ କରେ ତୁମ ଉପରେ ତୁମେ ତାଙ୍କୁ କେମିିତି ନଜର ଦେଖୁଛ ମାନେ ସେମାନେ ଗୋଟିଏ କଳାକାର ତୁମେ ଯେମିତି ବିହେବ୍ ଦେଖିବ ସେ ତୁମକୁ ସେମିତିୁ ବିହେବ୍ ଦେଖିବେ , ସେହି ପରି ତିିନି ରେ ଆଇ ଲଭ୍ ୟୁ କହିଲେ ଝିଅ ପଟିବେନି ବହୁତ ସମୟ ରେ ବହୁତ ପୁଅ ମାନେ ଏହି ଆଇ ଲଭ୍ ୟୁ କହି ସେମାନେ ପଟେଇବା ପାଇଁ ଚେଷ୍ଟା କରି ଥାନ୍ତି , କିନ୍ତୁ ସେମାନେ ପରିଶ୍ରମ କିଛି ବି କରି ନ ଥାନ୍ତି ସେମାନଙ୍କ ଦ୍ୱାରା କେବେ ବି ଝିଅ ପଟେ ନାହିଁ ।

love t

ଏହା ପଛରେ ରହି ଥିବା ପରିଶ୍ରମ କୁ ଦେଖିବା ପାଇଁ ପଡେ ତେଣୁ ସବୁ ବେଳେ ତୁମେ ମାନ ଝିଅ ପଟେଇବା ପାଇଁ ପରିଶ୍ରମ କରିବା ସହିତ ଝିଅ ଙ୍କୁ ଏହି ଆଇଲଭ୍ ୟୁ କହିବା ସିଖିିଲେ ଭଲ ହେବ ସେମାନଙ୍କ ପଛରେ ସମୟ ଦେଇ କହିଲେ ଭଲ ହେବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *