ମିହିର ଦାସଙ୍କୁ ବାନ୍ଧିନେଲେ ପୋଲିସ ଜାଣନ୍ତୁ କଣ ହୋଇଛି ସଂମ୍ପର୍ଣ୍ଣ ଘଟଣା

ଆପଣ ମାନେ ଜାଣି ଥିବେ ଆଜିର ସମୟ ରେ ଆମ ଓଡ଼ିଶା ମାନେ ଓଲିଉଡ ରେ ନାରୀ ମାନଙ୍କୁ କେନ୍ଦ୍ରିଅ କରି ବହୁତ ଗୁଡ଼ିଏ ହିଟ୍ ହିଟ୍ ଫିଲ୍ମ ମାନ ତିଆରୀ ହେଉ ଥିବା ବେଳେ  ଏହି ଗୁଡ଼ିକ ବହୁତ ଲୋକ ପ୍ରିୟ ବି ମଧ୍ଯ ହେବାରେ ଲାଗିଛି  ତେବେ ସେହି ପରି କ୍ଷେତ୍ର ରେ ପୂର୍ବ ସମୟ ରେ ଏହି ନାରୀ ମାନଙ୍କୁ ବେସ୍ କରି ନାରୀ କେନ୍ଦରିକ ସିନେମା ହେଉ ନ ଥିଲା  ଏବେ ପୁଣି ସେ କଥା ଫେରିଲାଣୀ । ନେସନାଲ୍ ସିନେରିଓ ରେ ପୁଣି ଥରେ ଝାନ୍ସି ବୋଲି ଗୋଟିଏ ହିନ୍ଦି ଫିଲ୍ମି ତିଆରି ହୋଇଛି , ଏବଂ ଏହା ପରେ ବହୁତ ବଡ ସକ୍ସେସ୍ ଫୁଲ ହୋଇ ଥିଲା  ସେହି ହିସାବ ରେ ଓଡ଼ିଶା ରେ ଆପଣ ମାନେ କିଛି ଦିନ ପୂର୍ବେ ଚମ୍ପିଆନ୍ ବୋଲି ଗୋଟିଏ ସିନେମା କୁ ଦେଖିବା ପାଇଁ ପାଇ ଥିଲେ ଏବଂ ଏବଂ ଆପଣ ମାନେ ଏବେ ଦେଖିବେ ଝାନ୍ସି ।

ତେବେ ଏହି ଫିଲ୍ମ ରେ ଗୋଟିଏ ନାରୀ ର ଶକ୍ତି ଏବଂ କେମିତି ଭାବେ ସେ ସବୁ କଥା ର ସମାଧାନ କରୁଛି । ନିଜର ଇଣ୍ଟରନାଲ ପାୱାର ବଳ ରେ ଏବଂ ଏକ୍ସଟ୍ରାନାଲ୍ ପାୱାର ବଳ ରେ ସେ କେମିତି ଭାବେ ଏହି ସବୁ କଥା କୁ ସମାଧାନ କରୁଛି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜଣା ପଡିଛି  ତେବେ ଏହି ଫିଲ୍ମ ଟି ଦୁଇଟି ଦୁଇଟି ଲାଙ୍ଗୁଏଜ୍ ରେ ରିଲିଜି ହେବାକୁ ଥିବା ବେଳେ ଏହା ଓଡ଼ିଆ ଏବଂ ଭଜପୁରୀ ରେ ବି ରିଲିଜି ହେବା ପାଇଁ ଯାଉଛି । ତେବେ ଏହି ଫିଲ୍ମ ରେ ଖଳନାୟକ ରେ ଥିବା ମିରିହ ଦାସ୍ ଙ୍କ କହିବା କଥା ଅନୁସାରେ ଏହା ଗୋଟିଏ ବହୁତ ବଡ ଫିଲ୍ମ ଏବଂ ଏହା ବହୁତ ବଡ ସଫଳତା ହାସଲ କରିବ ବୋଲି ତାଙ୍କର ଆଶା ରହିଛି

ଏବଂ ଏହି ଫିଲ୍ମ ର ବିଷୟ ରେ ବର୍ତମାନ ସମୟ ରେ ଏମିତି କିଛି ଖବର ସାମ୍ନା କୁ ଆସି ନାହିଁ । କି ଏହା କେବେ ରିଲିଜ୍ ହେବାକୁ ଯାଉଛି ତେବେ ସେମିତି ବେଳେ ଆପଣ ମାନେ ଏହି ଫିଲ୍ମ ବିଷୟ ରେ ଅଧିକ ଜାଣିବା ପାଇଁ ଆମ ସହିତ ଯୋଡି ହୋଇ ରୁହନ୍ତୁ , ତେବେ ସେମିତି ବେଳେ ଆପଣ ମାନେ ମିହୀର ଦାସ୍ ଙ୍କ ଫିଲ୍ମ କୁ ଦେଖିବା ପାଇଁ କେତେ ପରିମାଣ ରେ ଏକ୍ସସାଇଟେଡ୍ ରହିଛନ୍ତି ସେହି ବିଷୟ ରେ ଆପଣ ମାନେ ଜଣେଇ ଦେବା ସହିତ

ଆପଣ ମାନଙ୍କୁ ମିଗୀକ ଦାସ୍ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ ଜଣେଇ ଦେବେ , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *