ବାହାଘର ଦିନ ବର୍ଷା ହେଲେ – ( ଶୁଭ ନା ଅଶୁଭ ) – ଜାଣିବା ନିହାତି ଦରକାର …. ।

married in rain

ବନ୍ଧୁଗଣ ବାହାଘର ଗୋଟିଏ ଉତ୍ସବ ଭଳି ହିଁ ହୋଇଥାଏ । ତେବେ ବିବାହ ପୂର୍ବ ରୁ ଆମେ ମାନେ ବହୁତ କିଛି ଆୟୋଜନ କରିଥାନ୍ତି । ଏବଂ ମାସ ମାସ ପୂର୍ବ ରୁ ଏହି ସବୁ ଆୟୋଜନ କରା ଜାଇ ଥାଏ । ବାହାଘର ରେ ଘର ଲୋକ ମାନେ ବନ୍ଧୁବାନ୍ଧବ ଏବଂ ବହୁ ସଂମ୍ପକିୟ ମାନଙ୍କୁ ନିମନ୍ତ୍ରଣ କରିଥାନ୍ତି । କିନ୍ତୁ ବହୁତ ଥର ଦେଖିବା ପାଇଁ ମିଳେ କି ସବୁ ପ୍ରସ୍ତୁତି ବର୍ବାଦ୍ ହୋଇଯାଏ । କାରଣ କେବେ ଯଦି କାହାର ବିବାହ ଘର ଦିନ ବର୍ଷା ହୋଇଥାଏ । ତେବେ ସବୁ କିଛି ବର୍ବାଦ୍ ହୋଇଥାଏ । ତେବେ କଣ ଆପଣ ମାନେ ଜାଣନ୍ତି କି ? ବିବାହ ଘର ଦିନ ବର୍ଷା ହେଲେ କଣ ହୋଇଥାଏ । ଯଦି ଜାଣି ନାହାଁନ୍ତି ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଆସନ୍ତୁ ।

ବନ୍ଧୁଗଣ କାହା ବାହାଘର ରେ ବର୍ଷା ହେଲେ ବନ୍ଧୁବାନ୍ଧବ ଏବଂ ବରଯାତ୍ରୀ ଙ୍କ ଅବସ୍ତା ସୋଚନୀୟ ହୋଇଯାଏ । ଏବଂ ବହୁତ ଲୋକ ମାନେ ବାହାଘର ରେ ବର୍ଷା ହେବାକୁ ଅନ୍ଧ ବିଶ୍ୱାସ ବୋଲି ମାନନ୍ତି । ବହୁତ ସମୟ ରେ ଲୋକ ମାନେ ଏହି କଥା କୁ ମାନନ୍ତି କି । ବାହାଘର ର ବର୍ଷା ହେବାର ମାନେ ହେଲା ଅଶୁଭ ହୋଇଥାଏ । ହେଲେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

marred

ଏହା କିଛି ସମୟ ପାଇଁ ସିନା ଅସୁବିଧା କରିଥାଏ । ହେଲେ ଏହି ବର୍ଷା ହେବା ଦ୍ୱାରା ବିବାହ କରୁଥିବା ପତି ପତ୍ନୀ ଙ୍କ ଜିବନ ମଙ୍ଗଳ ମୟ ହୋଇଥାଏ । ଏହାକୁ ବହୁତ ଶୁଭ ବୋଲି ମନା ଜାଇ ଥାଏ । ଏହା କୁ ଈଶ୍ୱର ଙ୍କ ଆଶ୍ରୀବାଦ ବୋଲି ମନାଯାଏ । ଏବଂ ସେହି ବିବାହ ର ସଂମ୍ପର୍ଣ୍ଣ ଭାବେ ସଂମ୍ପର୍ଣ୍ଣ ହେବ ।

ଏହି ବର୍ଷା ନିର୍ଣ୍ଣୟ କରିଥାଏ କି ବଧୁ ର ଜିବନ ବହୁତ ପରିମାଣ ରେ ସୁଖ ହେବାକୁ ଜାଉଛି । ବର୍ଷା ହେଲେ ଇନ୍ଦ୍ର ଙ୍କ ଆଶ୍ରୀବାଦ ଏବଂ ସେମାନଙ୍କ ଜିବନ ସମୃଦ୍ଧ ହୋଇଥାଏ । ତେବେ ଏହି ଥିରୁ ଆପଣ ମାନେ ଭଲ ଭାବେ ବୁଝି ପାରି ଥିବେ କି ବିବାହ ରେ ବର୍ଷା ର ସଂଙ୍କେତ ମାନେ କଣ ହୋଇଥାଏ । ତେବେ ଆପଣ ମାନେ ବି କୈଣସି ବିବାହ କୁ ଯାଉଛନ୍ତି ଏବଂ ସେଠାରେ ବର୍ଷା ହେଉଥିଲେ ଆପଣ ମାନେ ସେମାନଙ୍କୁ ବୁଝେଇ ଦିଅନ୍ତୁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *