ସ୍ତ୍ରୀ ଯଦି ସକାଳୁ ଏହି କାମ କରିବେ ତାହେଲେ ଘରେ ସବୁବେଳେ ସୁଖ ଶାନ୍ତି ବନି ରହିବ

jughlioh

ଯେଉଁ ସ୍ତ୍ରୀ ମାନେ ସକାଳୁ ଉଠୀ ଏମିତି କାମ କରିବେ ତେବେ ତାଙ୍କର ଘର ଧନ ଟଙ୍କା ରେ ପୁରୀ ଉଠିବ  ମହିଳା ମାନଙ୍କୁ ଘର ର ଲକ୍ଷ୍ମୀ କୁହା ଜାଇ ଥାଏ  ପତ୍ନୀ , ମାଆ , ଏଏବଂ ଭଉଣୀ ଭାବେ ସେ ଘର ର ସବୁ ଭାର କୁ ସେମାନେ ତୁଲାଇ ଥାନ୍ତି ଖାସ୍ କରି ବିବାହ କରିବା ପରେ ସେମାନଙ୍କ ଉପରେ ବହୁତ ଗୁଡ଼ିଏ ଭାର ପଡି ଥାଏ । ଦାୟୁତ୍ୱ ସହିତ ତାଙ୍କ ପରିବାର ପ୍ରତ୍ୟେକ ଟି ଭାର କୁ ସେମାନଙ୍କୁ ସମ୍ଭାଳିବା ପାଇଁ ପଡେ ।ସେହିଥି ପାଇଁ କୁହାଯାଏ କି ନାରୀ କେବେ ବି ଏମିତି କାମ କରିବା କଥା ନୁହେଁଁ ଜାହା ନିୟମ ବାହାରେ କାରଣ ଏହାର ସିଧା ସଳଖ ପ୍ରଭାବ ଆପଣ ମାନଙ୍କ ପରିବାର ଉପରେ ପଡି ଥାଏ ।rshsdfkh

ଘର ର ପରିସ୍ଥିତି ଏବଂ ଆର୍ଥିକ ସ୍ଥିତି କୁ ନାରୀ ଙ୍କର କିଛି ସ୍ୱତନ୍ତ୍ର କାମ ବିଷେଶ ଭାବେ ପ୍ରଭାବ ପକେଇ ଥାଏ । ନାରୀ ମାନେ ଯଦି କେତେ ବେଳେ କିଛି ଖାସ୍ କାମ କରନ୍ତି ତେବେ ତାଙ୍କ ଘରେ ଅଭାବ ଦେଖିବା ପାଇଁ ମିଳେ ।ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ଜିନିଷ ବିଷୟ ରେ କହିବା ପାଇଁ ଯାଉଛୁ ଜାହାକୁ ପାଳନ କରିବା ଦ୍ୱାରା ଆପଣ ମାନଙ୍କ ଘରେ ଏହି ସବୁ ପରିସ୍ଥିତି ହେବ ନାହିଁ ନାରୀ ହାତ ରେ ଘର ନ୍ୟସ୍ଥ ଥାଏ ଯଦି କେବେ କୈଣସି ନାରୀ ଆଳସ୍ୟ ର ବଶ ବର୍ତି ହୋଇ ଥାଏ । ତେବେ ତାଙ୍କ ଘରେ ଲକ୍ଷ୍ମୀ ଙ୍କ ବାସ ରହି ନ ଥାଏfdshfyjk

ତା ସହିତ କେବେ ସୁଖ ଶାନ୍ତି ମମଧ୍ୟ ଆସେ ନାହିଁ  ତେବେ ଏଥିରୁ ତ୍ରାହୀ ପାଇଁ ଏବଂ ଘର ର ଧନ ଧାନ୍ୟ ଜିବନ ଆପଣ ମାନେ ଚାହୁଁ ଥିଲେ ନାରୀ ମାନଙ୍କୁ କିଛି ସହଜ କାମ କରିବା ପାଇଁ ପଡି ଥାଏ  ତେବେ ବିବାହିତ ନାରୀ ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ନିଜର ସମସ୍ତ ନିତ୍ୟ କର୍ମ ସାରି ସେମାନେ ତୁଳସୀ ଗଛ ରେ ଜଳ ଅର୍ପଣ କରିବା ଆବଶ୍ୟକ ହୋଇ ଥାଏ ସକାଳୁ ସମୟ ରୁ ଭଗବାନ ଙ୍କ ଆରଧନା କରି ଖରା ଆସିବା ପୂର୍ବ ରୁ ନିଜର ପୂଜା କାର୍ଯ୍ୟ କୁ ସାରିବା ପାଇଁ ପଡିବ ଏହା ପରେ ଘର ର ଗୁରୁଜନ ଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବା ଦରକାର ।fgdjhgk

ସେମିତି ରେ ଘର ସବୁ କାମ ଏବଂ ଗୁରୁଜନ ଙ୍କୁ ଭକ୍ତି କରୁ ଥିବା ନାରୀ ଉପରେ ମାତା ଲକ୍ଷ୍ମୀ ସବୁ ବେଳେ ପ୍ରଶନ୍ନ ହୋଇ ଥାନ୍ତି  ତେବେ ସବୁ ବେଳେ କଳହ ଏବଂ ବିବାଦ ରୁ ଦୂରେଇ ରହୁ ଥଥିବା ନାରୀ ମାନଙ୍କ ଭାଗ୍ୟ ରେ ଅଧିକ ଧନ ରହି ଥାଏ ସେମାନଙ୍କ ପରିବାର କେବେ କୈଣସି ଜିନିଷ ର ଅଭାବ ହୋଇ ନ ଥାଏ । ପରିବାର ର ସବୁ ଲୋକ ଖାଇ ସାରିବା ପରେ ଯେଉଁ ନାରୀ ଖାଦ୍ୟ ଖାଇ ଥାଏ  ସେହି ନାରୀ ର ପଟେ କେବେ ହବି ମାତା ଲକ୍ଷ୍ମୀ ଖାଲି ରଖନ୍ତି ନାହିଁ । ବରଂ ସବୁ ପ୍ରକାର ସୁଖ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଉଜାଡୀ ଦେଇ ଥାନ୍ତି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *