IAS QUESTION – ସେ କାମ କଣ ଯାହା ପୁଅ ଝିଅ ରାତିରେ କରନ୍ତି ଓଃ ଆଃ ଶବ୍ଦ ଆସେ 99% ପ୍ରତିଶତ ଫେଲ ମାରିବେ ।

questien

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭ୍ୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି । ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।hbgfh

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।ias

1. ଆସ୍ଵିନ ମାସ ଶୁକ୍ଲ ଦଶମୀ ରେ କେଉଁ ବ୍ରତ ପାଳନ କରା ଯାଏ ?ଏହାର ଉତ୍ତର ହେଲା ସୋମୋ ନାଥ ବ୍ରତ ।2.ପୃଥିବୀ ର ସବୁଠୁ ଧନୀ ଦେଶ କିଏ ? ଏହାର ଉତ୍ତର ହେଲା କତ୍ୱର୍ ।3.ରକ୍ତ ପରି ନାଲି ରଙ୍ଗ ର ନଦୀ କେଉଁ ଠାରେ ପ୍ରବାହିତ୍ ହେଉଛି ? ରିଓ ଟିନ୍ତୋ ସ୍ପେନ୍ ଠାରେ ହେଉଛି ଏହାର ସଠିକ୍ ଉତ୍ତର । 4. ଭାରତରେ ସବୁଠାରୁ ଉଚ୍ଚତମ ନଦୀ ବନ୍ଧ ର ନାମ କଣ ? ଏହାର ଉତ୍ତର ହେଲା ଟିହରୀ ବନ୍ଧ ।5. ଦକ୍ଷିଣ ଭାରତର ଗଙ୍ଗା କୋଉ ନଦୀକୁ କୁହାଯାଇଥାଏ ? ଏହାର ସଠିକ୍ ଉତ୍ତର ହେଲା ଗୋଦାବରୀ ନଦୀ ।

Love To Share

Leave a Reply

Your email address will not be published. Required fields are marked *