ସ୍ୱାମୀ ଥାଇ ସ୍ତ୍ରୀ କରିଲେ ପ୍ରେମ ଆଉ ଧରା ପଡିଗଲେ ତାପରେ ଯାହା ହେଲା…

ବନ୍ଧୁଗଣ ତେବେ ଥରେ ପିଲା ଛୁଆ ସ୍ୱାମୀ ହେଲେ ପୁଣି ପୁରୁଣା ପ୍ରେମ ରେ ମନ ଦେଲେ ସ୍ୱାମୀ ଏବଂ ତା ପରେ ଜାଇ ହୋଟେଲ ରୁମ୍ ରେ କରୁ ଥିଲେ ଜାହାକୁ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଘଟଣା ଟି ବନ୍ଧୁଗଣ ଘଟଗାଁ ସ୍ଥିତ ଏକ ହୋଟେଲ ଜାହାର ନାମ ହେଲା ମାଁ ହୋଟେଲ ତେବେ ଏଠାରେ ଏହି ବିବାହିତ ଯୁବକ ଏବଂ ବିବାହିତ ମହିଳା ଲୁଚି ରହିଥିଲେ । ତେବେ ବ୍ୟବସାୟ ଲୋଭ ରେ ହୋଟେଲ ମାଲିକ କଟକଣା କୁ ଉଲଙ୍ଘନ କରି ଏମାନଙ୍କୁ ଆଶ୍ରୟ ଦେଇଥିଲା । ପରେ ଏମାନଙ୍କୁ ମୋବାଇଲ ଟ୍ରାକିଂ ଜରିଆରେ ପୋଲିସ୍ ଧରି ଥିଲା ।

ସେମିତି ରେ ଆପଣ ମାନେ ଜାଣିଥିବେ ବର୍ତମାନ  ସମୟ ରେ ଏମିତି ବହୁତ ପରିମାଣ ରେ ଘଟଣା ମାନ ଦେଖିବା ପାଇଁ ପାଉଥିବେ । ଏହି ପରି ଘଟଣା ମାନ ରାଜ୍ୟ ବାହାରେ ଦେଖିବା ପାଇଁ ମିଳୁଥିବା ବେଳେ ଏବେ ଏହା ଆମ ରାଜ୍ୟରେ ବି ଦେଖିବା ପାଇଁ ମିଳୁଛି । ସଂମ୍ପର୍ଣ୍ଣ ଘଟଣା ବିଷୟ ରେ କହିବା ପାଇଁ ଗଲେ କେନ୍ଧୁଝର ଜିଲ୍ଲା ରେ ବିବାହିତ ଯୁବକ ଏବଂ ବିବାହିତ ମହିଳା କିଛି ଏମିତି କାମ କରି ଥିଲେ ଜାହାକୁ ଜାଣିଲେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

bhabhi

ତେବେ ଏହି ବିବାହିତ ଯୁବକ ଭୁବନେଶ୍ୱର ବଡଗଡା ଥାନା ଅଧିନସ୍ଥ ଜଣେ କଣ୍ଟାକ୍ଚର ବିଜୟ ସେଠୀ ଙ୍କ ପାଖରେ କାମ କରୁ ଥିଲେ ବିଜୟ ଙ୍କ ଭାଣେଜୀ ଗଞାମ୍ ଜିଲ୍ଲା ରେ ବିବାହ କରି ଥିଲେ । ହେଲେ କିଛି ମାସ ହେଲା ମାମୁଁ ଘରେ ରହୁ ଥିଲେ ତାଙ୍କର ଦୁଇଟି ସନ୍ତାନ ରହିଛି ହେଲେ ମାମୁଁ ଘରେ ରହିବା ବେଳେ ଏହି ଯୁବକ ଙ୍କ ସହିତ ପ୍ରେମ ସଂମ୍ପର୍କ ହେଲା ଏବଂ ସେମାନେ ପରସ୍ପର ମାଆ ବାପା ହେଲେ ବି ସେମାନେ ଗତ ଏକ ତାରିଖ ଦିନ ଘର ଛାଡି ଦୁହେଁ ଚାଲି ଜାଇ ଥିଲେ ପରେ ସେମାନେ ଘଟଗାଁ ରେ ଏହି ହୋଟେଲ ରେ ରହିଥିଲେ ।

ତେବେ ଗତ ଦୁଇ  ତାରିଖ ଦିନ ମହିଳା ଙ୍କ ମାଆ ଥାନା ରେ ଅଭିଯୋଗ କରିବା ପରେ ସେମାନଙ୍କୁ ପୋଲିସ୍ ମୋବାଇଲ ଟ୍ରାକିଂ ଜରିଆରେ ଧରିବାରେ ସକ୍ଷ୍ୟମ ହୋଇ ଥିବା ଦେଖିବା ପାଇଁ ମିଳିଛି । ଏହି ଘଟଣା ଟି ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବି ବହୁତ ପରିମାଣ ରେ ଚର୍ଚ୍ଚା ରେ ରହିଛି । ଏବଂ ଏକ ନିନ୍ଦନିୟ ଘଟଣା ବୋଲି ବହୁତ ଲୋକ ମାନଙ୍କ କହିବା କଥା । ତେବେ ଆପଣ ମାନଙ୍କର କଣ ମତ ରହିଛି କମେଣ୍ଟ କରିବେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *