କେମିତି କମିବ ବଡ ପେଟ ମାତ୍ର ୨ ଦିନରେ

gfjfgdhfgj

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମାଜ ରେ ମେଦ ବହୁଳତା ଏକ ଆଜି ର ସମାଜ ରେ ସମସ୍ତ ଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ଆଜିର ବ୍ୟସ୍ତ ବହୁଳ ଜୀବନ ରେ ନିଜର ଶରୀର କୁ ସୁନ୍ଦର ଏବଂ ଠିକ ରଖିବା ପାଇଁ କାହା ପାଖ ରେ ବି ସମୟ ନଥାଏ ତେବେ ଆଉ ଗୋଟିଏ କଥା ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଆଜିର ସମାଜ ରେ ଲୋକ ତାଙ୍କୁ ହିଁ ପସନ୍ଦ କରିଥାନ୍ତି ଯେଉଁ ମାନଙ୍କୁ ଦେଖିବା ପାଇଁ ସୁନ୍ଦର ହୋଇଥାନ୍ତି ଏବଂ ସେମାନଙ୍କୁ ଦେଖିଲେ ଲାଗିବ ଯେମିତି ଗୋଟେ ଭଲ ଗୁଣ ଏବଂ ଦମ୍ଭ ଥିବା ଲୋକ ତେଣୁ ଏଥି ପାଇଁ ଆପଣ ଙ୍କୁ ଆପଣ ଙ୍କର ଶରୀର କୁ ମେଣ୍ଟେନେନ୍ସ କରିବା କୁ ପଡିବ ଆଉ ଏଥି ପାଇଁ ଆପଣ ଙ୍କୁ ଏକ୍ସାରସାଇଜ କରିବାକୁ ପଡିବ ।wegrdhrtht

ଏବଂ ଜିମ୍ ରେ ଯୋଗ କରିବା ପାଇଁ ପଡିବ ଏବଂ ଖାଇବା କମାଇବାକୁ ହେବ ଆପଣ ଆପଣ ଙ୍କ ର ଖାଦ୍ୟ ରେ କଣ ଖାଇବା ଦରକାର ଆଉ କଣ ନ ଖାଇବା ଦରକାର ଏଥି ପ୍ରତି ମଧ୍ୟ ଆପଣ ଙ୍କୁ ଧ୍ୟାନ ଦେବା ଦରକାର ଏବଂ ଏହା ସହିତ ମଧ୍ୟ ଶାରୀରିକ ପରିଶ୍ରମ କରିବାକୁ ପଡିବ କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ଙ୍କ ପାଇଁ ଆଜି ଏମିତି ଏକ ଜିନିଷ ନେଇ ଆସିଛୁ ଯାହା କି ଆପଣ ଙ୍କୁ ବହୁତ ସହଜ ଉପାୟ ରେ ଆପଣ ଙ୍କ ର ଘରେ କରି ପାରିବେ ଆଉ ଏହା ସହିତ ଆପଣ ଆପଣ ଙ୍କ ର ମୋଟା ପଣ କୁ କମାଇ ପାରିବେ ତେଣୁ ଏଥି ଲାଗି ଆପଣ ଙ୍କୁ କୈଣସି ପ୍ରକାର ର ଜିମ ।

ରେ ଯୋଗ କରିବା ପାଇଁ ପଡିବ ନାହିଁ ତେଣୁ ଏଥି ପାଇଁ ଆପଣ ଙ୍କୁ କିଛି ଜିନିଷ ର ଆବଶ୍ୟକ ପଡିବ ଆଉ ସେହି ସବୁ ସାମଗ୍ରୀ ଆପଣ ଙ୍କ ର ଘର ମାନଙ୍କ ରେ ଆପଣ ବହୁତ ସହଜ ରେ ପାଇ ପାରିବେ ପ୍ରଥମେ ଆପଣ ଙ୍କୁ ନଡିଆ ତେଲ ଏବଂ ଭିକ୍ସ ଭାପରୋବ ଏବଂ କିଛି ଠାକୁର ଙ୍କ ପାଖରେ ପୂଜା ହେଉଥିବା କର୍ପୁର ଆପଣ ଏହି ସବୁ ଜିନିଷ କୁ ନେଇ ଆପଣ ସେହି ସବୁ କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।dsgbdfhrfg

ଆଉ ସେହି ପେଷ୍ଟ କୁ ଆପଣ ଆପଣ ଙ୍କର ଚର୍ବି ଥିବା ସ୍ଥାନ ମାନଙ୍କରେ ଅର୍ଥାତ ଆପଣ ଆପଣଙ୍କ ର ପେଟ ରେ କିମ୍ବା ଜଙ୍ଘ ରେ ଲଗାଇ ପାରିବେ ଆଉ ଏହା କୁ ଲଗାଇବା ପରେ ଏହାକୁ 2 ଘଣ୍ଟା ପରେ ଧୋଇ ଦିଅନ୍ତୁ ଦେଖିବେ ଏମିତି କରିବା ମାତ୍ରେ କିଛି ଦିନ ଭିତ ରେ ଆପଣ ଙ୍କର ମେଦ କମି ଯାଇଥାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *