ପତଳା ଧାତୁ କୁ ଶୁଦ୍ଧଧାତୁ କେମିତି କରିବେ

hjkjdhj,kjhf

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ଯଦି ଜୀବନ ରେ ବହୁତ ଥର ଧାତୁ ନିଷ୍କାଶନ କରି ଆପଣଙ୍କର ଧାତୁ ଅଧିକ ପତଳା ହୋଇଯାଇଛି ତେବେ ଆପଣ କଣ କରିବା ଉଚିତ , ତେବେ ଏହାର ଉତ୍ତର ରେ ବନ୍ଧୁଗଣ ମୁଁ ଆପଣ ମାନଙ୍କୁ କହିବି ଯେ , ଆପଣ ମାନେ କଣ କଲେ ଆପଣ ପୁଣି ଥରେ ଆପଣ ଙ୍କର ଶୁଦ୍ଧ ଧାତୁ ଫେରି ପାଇବେ । ତ ବନ୍ଧୁଗଣ ଏହା ପାଇଁ ଆପଣ ମାନଙ୍କୁ କୈଣସି ଔଷଧ ଏବଂ ଜଡିବୁଟି ର ବ୍ୟବହାର ଦ୍ୟରା କିଛି ଟା ଭରଣ ଏବଂ ପୁନରବୃତ୍ତି କରିବା ପାଇଁ ସାହାଯ୍ୟ କରିଥାଏ କିନ୍ତୁ ପ୍ରକୃତ ରେ ଶୁଦ୍ଧ ଧାତୁ ପାଇବା ପାଇଁ ଔଷଧ ର ବ୍ୟବହାର ଯେତିକି ଆବଶ୍ୟକ ତା ଠାରୁ ଢେର ଅଧିକ ଆବଶ୍ୟକ ହେଉଚି ଜୀବନ ରେ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ରହ୍ମଚାଯ୍ୟ ଜୀବନ ।gghnhg

ଆଜ୍ଞା ହଁ , ଆପଣ ଏ ବିଷୟ ଟିକୁ ଧ୍ୟାନ ଦେଇ ଶୁଣନ୍ତୁ , ଯେବେ ଯେବେ ଆପମ ଙ୍କ ଶରୀର ରୁ ଅଧିକ ଧାତୁ କ୍ଷୟ ହୋଇଛି କିମ୍ବା ବ୍ୟର୍ଥ ରେ ଖର୍ଚ୍ଚ ହୋଇଛି ସେଦେବେଳେ ଆପଣ କେମିତି ଅନୁଭବ କରିଛନ୍ତି । କଣ ଆପଣ ଆପଣ ଙ୍କର ନିଜ କାମ କୁ ଠିକ ଭାବ ରେ କରି ପାରିଛନ୍ତି କି କଣ ଆପଣ ଆପଣ ଙ୍କର କାମ ରେ ସଫଳ ହୋଇ ପାରିଛନ୍ତି କି… , ନା ଆପଣ କେବେ ବି ବ୍ରହ୍ମ ବିନା ଆପଣ ଆପଣ ଙ୍କର ସଫଳତା ହାସଲ କରି ପାରି ନଥିବେ । ଆଉ ଯଦି ବି ଆପଣ ସଫଳତା ରେ ପହଞ୍ଚି ପାରୁଛନ୍ତି ତେବେ ଆପଣ କେବଳ ଏକ ଘୋଷା ବଳଦ ପରି ଘୋଷି କରି ଆପଣ ଙ୍କର ସଫଳତା ର ପାଦ ଦେଶ ରେ ପହଞ୍ଚି ପାରୁଛନ୍ତି । ତେବେ ଆସନ୍ତୁ ଜାଣିବା ଆପଣ କେମିତି ଶୁଦ୍ଧ ଧାତୁ ଫେରି ପାଇବେ । ଏଥି ପାଇଁ ଆପଣ ଙ୍କୁ କେବଳ 6 ମାସ ସମୟ ଦବାକୁ ପଡିବ । ଆପଣ ଏହି 6 ମାସ ସମୟ ରେ ଆପଣ ଙ୍କ ମନ କୁ ବୁଝାନ୍ତୁ କି ଜୀବନ କମ , ଜୀବନ ର ବାସ୍ତବିକତା କଣ ।dfgbhgfnh

ଜୀବନ ରେ ସଂଜମତ କଣ । ବ୍ରହ୍ମଚର୍ୟ୍ୟ ପାଳନ କଲେ କେଉଁ ସୁପର ବେନିଫିଟ ମିଳିବ । ଏହି କଥାରୁ ଆଭାସ ମିଳେ ଯେ ଏହି ସମୟ ମଧ୍ୟ ରେ ନିଜର ମନ କୁ ନିଜ ଅଧିନରେ ନିୟନ୍ତ୍ରଣ କରିବାର ଅଛି । ଏହି ସମୟ ମଧ୍ୟ ରେ କ୍ଷୀର ଏବଂ ସମସ୍ତ ପ୍ରକାର ର ମସଲା ଦ୍ରବ୍ୟ ଖାଇବା ଅନୁଚିତ କାରଣ ଏହା ଦ୍ୟାରା ଆପଣ ଙ୍କର ଶରୀର ଉତ୍ତେଜିତ ହେବ । ଏହା ଦ୍ୟାରା ମନର ବିଚାର କୁ ଅଶୁଦ୍ଧ କରିଥାଏ । ଏହା ଦ୍ୟାରା ବ୍ରହ୍ମ କୁ କେମିତି ନିୟନ୍ତ୍ରଣ କରିବେ । ଯଦି ଆପଣ ନିଜର ମନକୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି ତେବେ ଆପଣ କେମିତି ଶୁଦ୍ଧ ଧାତୁ ପାଇବେ ।fgbhnhyh

ଆମେ ଜୀବନ ରେ ଯାହା ବି ଭୁଲ କାମ କରିଚେ ତାହା ସବୁ କୁ ସଂସ୍କାରି ସାଙ୍ଗ ମାନଙ୍କ ମେଳ ରେ କରିଚେ । ଯାହା ଆମ କୁ ଆମ ପରିବେଶ ଆମ କୁ ଶିଖେଇ ଥାଏ । କିନ୍ତୁ ନିଜର ବୟସ ବଢିବା ଅନୁସାରେ ଶରୀର କେମିତି ସୁସ୍ଥ ରହିବ , କେମିତି ନିଜେ ଆଗକୁ ବଢିବେ ଏବଂ ସଫଳତା ର ଶୀର୍ଷ ରେ ପହଞ୍ଚି ପାରିବେ । ଏଥିପ୍ରତୀ ଧ୍ୟାନ ଦେଇ ନିଜର ଜୀବନ କୁ ସଜାଡନ୍ତୁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *