ପ୍ରତିଦିନ ଘରେ କେମିତି ବନେଇବେ କାଢ଼ା,ପିଇଲେ ଲାଭ କଣ ।

Kadha

ବନ୍ଧୁଗଣ କୋରନା ଭାଇରସ ସଂଙ୍କ୍ରମଣ ରୁ ବଞ୍ଚିବା ପାଇଁ ଭିନ୍ନ ଭିନ୍ନ ପରିମାଣ ର ଟ୍ରି଼ଟମେଣ୍ଟ୍ ଆପଣା ଜାଉଛି । ଏଥିରେ ବିଭିନ୍ନ ପ୍ରକାରର ଇମ୍ୟୁନିଟି ବୁଷ୍ଟର କାଢା ର ବି ସେବନ ହସ୍ପିଟାଲ ରେ ବି କରା ଜାଉଛି । ତେବେ ଆମେ ଆଜିର ସମୟ ରେ ଏକ ରୋଗୀ ଦ୍ୱାରା ପ୍ରସ୍ତୁତ କଢା ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ ।

ତେବେ ବନ୍ଧୁଗଣ ଏହି କାଢା ର ପ୍ରସ୍ତୁତି ପାଇଁ ଆପଣ ମାନଙ୍କୁ ଦୁଇ ଇଞ୍ଚ ଲମ୍ବର ରେ ଅଦା ନିଅନ୍ତୁ । ଏବଂ ପରେ ଦୁଇ ଇଞ୍ଚ ର କଞ୍ଚା ହଳଦୀ ନିଅନ୍ତୁ । ପରେ ଆପଣ ମାନଙ୍କୁ ତୃତୀୟ ସାମଗ୍ରୀ ର ଜରୁରୀ ପଡିବ ଲବଙ୍ଗ 7 ରୁ 8 ଟି ଲବଙ୍ଗ ଜରୁରୀ ଅଟେ । ସେହି ପରି ଭାବେ ଆପଣ ମାନେ ଡାଳଚୀନି ଖଣ୍ଡ ବି ଆପଣ ମାନେ ଗୋଟିଏ ନିଅନ୍ତୁ । ଏହା ପରେ ଆପଣ ମାନଙ୍କୁ ଜରୁରୀ ତୁଳସୀ ପତ୍ର । 10 ଟି ତୁଳସୀ ପତ୍ର ନିଅନ୍ତୁ ।

Kadha

ଏବେ ଆପଣ ମାନଙ୍କୁ ଆବଶ୍ୟକ ବଡ ଇଲାଇଚି । ଏହି ପରି ଇଲାଇଚି 2 ଟି ଆପଣ ମାନଙ୍କୁ ଆବଶ୍ୟକତା ପଡିବ । ସେହି ପରି ଆପଣ ମାନଙ୍କୁ ଏଠାରେ ସପ୍ତମ ସାମଗ୍ରୀ ର ଆବଶ୍ୟକତା ପଡିବ ଏବେ ଖିସ୍ ମିସ୍ ଏଠାରେ ଆପଣ ମାନେ ଏକ ଚାମଚ ଖିସ୍ ମିସ୍ ର ପ୍ରୟୋଗ କରନ୍ତୁ । ଏବଂ ଶେଷ ରେ ଆପଣ ମାନଙ୍କୁ ବନ୍ଧୁଗଣ ଜରୁରୀ ପଡିବ ଏକ ଚାମଚ ଗୋଲମରିଚ ର ଆବଶ୍ୟକତା ପଡିବ ।

ତେବେ ଆପଣ ମାନଙ୍କୁ ଏବେ ଏହି ସବୁ କୁ ଏକ ପାତ୍ର ରେ କିଛି ପାଣି ରେ ଏହି ସବୁ ସାମଗ୍ରୀ କୁ 10 ରୁ 20 ମିନିଟ୍ ମି଼ଡିୟମ୍ ପ୍ଲେମ୍ ରେ ଫୁଟେଇବା ପାଇଁ ପଡିବ ତେବେ ଆପଣ ମାନେ ଏହି କାଢା କୁ ଶେଷ ରେ ପାଇ ପାରିବେ ଏବଂ ସେବନ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *