କେମିତି ଜାଣିବେ କେଉଁ ନାରୀ ବିବାହ ପୂର୍ବ ରୁ ସେ-କ୍ସ ସଂମ୍ପର୍କ ରଖି ସାରିଛି ବୋଲି, ଦେଖନ୍ତୁ ମହିଳା ଙ୍କ ଏହି ଅଙ୍ଗ ର ସଂଙ୍କେତ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ ଦୁନିଆଁ ରେ ନାରୀ ଏବଂ ପୁରୁଷ ଙ୍କ ମିଳନ ଏକ ସାଧାରଣ କ୍ରିୟା ବୋଲି ଆମେ କହି ପାରିବା ,ତେବେ ସେହି ପରି ବେଳେ ବେଳେ ଗୋଟିଏ ମନୁଶ୍ୟ ର ପ୍ରତ୍ୟେକ ଦିନ ନିତ୍ୟକର୍ମ ଯେଉଁ ପରି ଆବଶ୍ୟକ ହୋଇ ଥାଏ , ଠିକ୍ ସେହି ପରି ଭାବେ ନାରୀ ଏବଂ ପୁରୁଷ ମଧ୍ୟ ରେ ବି ସେ-କ୍ସ ସଂମ୍ପର୍କ ବି ବହୁତ ଆବଶ୍ୟକ ଅଟେ , ହେଲେ ଆଜ୍ଞ୍ୟା ଏହି ସେ-କ୍ସ ସଂମ୍ପର୍କ ବି ଆପଣ ମାନଙ୍କ ମରଣ ର କାରଣ ହୋଇ ପାରେ । ଏଠାରେ ଆପଣ ମାନେ ଭାବୁ ଥିବେ କେମିତି । ଆପଣଙ୍କୁ ସୂଚନା ଦେବୁ କି ଏହି ଦିନ ରେ ହୋଇ ଥିବା ଗୋଟିଏ ରିସର୍ଚ୍ଚ ରୁ ଜଣା ପଡ଼ିଛି କି , ଦୁନିଆଁ ରେ 0.6 ପ୍ରତିଶତ ଲୋକ ମାନଙ୍କ ମୃତ୍ୟୁ ଶାରୀରିକ ସଂମ୍ପର୍କ ବେଳେ ହିଁ ହୋଇ ଥାଏ । ତେବେ ଏଥି ପାଇଁ ବି ହୋଇ ପାରେ ଆପଣଙ୍କ ମନ ରେ ଅନ୍ୟ କିଛି ଭାବନା ବା ଆପଣଙ୍କ ଶାରୀରିକ ଦୁର୍ବଳତା ବି ଏହାର କାରଣ ହୋଇ ଥାଏ ବୋଲି ସେମାନେ କହିଛନ୍ତି । ସେହି ପରି ବେଳେ ସେମାନେ ଏହି କଥା ର ବି ପ୍ରଷ୍ଟ କରିଛନ୍ତି କି , ପ୍ରତ୍ୟେକ ଦଶ ହଜାର ବ୍ୟକ୍ତି ମାନଙ୍କ ମଧ୍ୟ ରୁ ଜଣେ ବ୍ୟକ୍ତି ସେ-କ୍ସ କରିବା ଯୋଗୁଁ ହିଁ ହୃଦଘାତ ର ଶୀକାର ହୋଇ ଥାଏ । ସେହି ପରି ବେଳେ ସେମାନେ ଏହାର ମୂଖ୍ୟ କାରଣ ଗୁଡ଼ିକ ମଧ୍ୟ କହିଛନ୍ତି । କି ଯଦି କେହି ଲୋକ ନୀଶା ସେବନ କରିବା ପରେ ଶାରୀରିକ ସଂମ୍ପର୍କ ରଖେ ତେବେ ଏମିତି ହୋଇ ପାରେ ବା ସଂମ୍ପର୍କ ପୂର୍ବ ରୁ ଭାଇଗ୍ର ମେଡିସିନ୍ ନେବା ତଥା ଆପଣ ଙ୍କ କୈଣସି ଗମ୍ଭୀର ରୋଗ ର ଚିକିତ୍ସା ହେଉ ଥିବା ବେଳେ ଯଦି ଆପଣ ମାନେ ସେ-କ୍ସ ସଂମ୍ପର୍କ କରିବା ପାଇଁ ଚେଷ୍ଟା କରି ଥାନ୍ତି । ତେବେ ସେହି ପରି ବେଳେ ଆପଣ ମାନଙ୍କ ମୃତ୍ୟୁ ହୋଇ ପାରେ । ମହିଳା ମାନେ ଶାରୀରିକ ସମନ୍ଧ ରଖିବା ପୂର୍ବ ରୁ ନିଜର ଅନ୍ତ ବସ୍ତ୍ର ର ବିଷେଶ ଭାବେ ଧ୍ୟନ ଦେଇ ଥାନ୍ତି । ଏବଂ ସେମିତି ରେ ବହୁତ ଏମିତି ମହିଳା ମାନେ ରହିଛନ୍ତି । ଯେଉଁ ମାନେ ସମନ୍ଧ ର ଆରମ୍ଭ କରିବା ପୂର୍ବ ରୁ ସେମାନେ ସେଭିଙ୍ଗ୍ କରିବା ପାଇଁ ପସନ୍ଦ କରି ଥାନ୍ତି , ସେହି ପରି ବେଳେ ସେମାନେ ସଂମ୍ପର୍କ ସ୍ଥାପନା କରିବା ପୂର୍ବ ନିଜକୁ ସଫା ସୁତୁରା କରିବା ପାଇଁ ପସନ୍ଦ କରି ଥାନ୍ତି । ଆଜିର ଦିନ ରେ ମନା ଜାଉ ଥିବା ସେ-କ୍ସ ସଂମ୍ପର୍କ ର କଥା କହିବା ନିଶ୍ଚିତ ଭାବେ ତାହା ଆଜିର ଦିନ ରେ ଗୋଟିଏ ସାଧାରଣ କଥା ହୋଇ ଗଲାଣି ,ତେବେ ସେମିତି ରେ ଆଜିର ଦିନ ରେ ନାରୀ ମାନେ ପୁରୁଷ ମାନଙ୍କ ସହିତ ସଂମ୍ପର୍କ ରଖିବା ପୂର୍ବ ରୁ ବହୁତ କିଛି ପ୍ରଶ୍ନ ମନ ରେ ଆଣି ଥାନ୍ତି , ସେମିତି ରେ ଏହା ଉପରେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ସଂମ୍ପର୍ଣ୍ଣ ବିବରଣି ମିଳି ସାରି ଥିବ ଆମେ ଆଶା କରୁଛୁ।

Love To Share

Leave a Reply

Your email address will not be published. Required fields are marked *