ଝିଅ ଆପଣ ଙ୍କୁ ପସନ୍ଦ କରୁଛି ବୋଲି କେମିତି ଜାଣିବେ , ଝିଅ ଙ୍କ ଏହି ଅଙ୍ଗ କୁ ଦେଖି ଜାଣନ୍ତୁ ପ୍ରେମ ବିଷୟ ରେ ।

ବନ୍ଧୁଗଣ ବନ୍ଧୁ ଗଣ ଆମେ ଏଠାରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି ଆପଣ ମାନେ କେମିତି ଜାଣିବେ କି ଆପଣ ମାନଙ୍କୁ କୈଣସି ଝିଅ ଭଲ ପାଉଛି ବୋଲି । ଏମିତି ରେ ଆପଣ ମାନେ ଜାହାକୁ ପସନ୍ଦ କରୁଥନ୍ତି ସେ ଆପଣ ମାୁନଙ୍କୁ ବି ପସନ୍ଦ କରୁଛି ବୋଲି ଆପଣ ମାନେ କେମିତି ଭାବେ ଜାଣିବେ ସେହି ବିଷୟ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଅର୍ଥାତ୍ ଆପଣ ମାନେ ଝିଅର ବର୍ଡି ଲାଙ୍ଗୁଏଜ୍ ରୁ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ଏହି ବିଷୟ ରେ କି ସେ ଆପଣଙ୍କୁ ଭଲ ପାଉଛି ବୋଲି । ଏହାକୁ ଜାଣିବା ପାଇଁ ଆପଣ ମାନଙ୍କୁ କିଛି ପ୍ରେସସ୍ ଦେଇ ଯିବାକୁ ପଡିବ , ତେବେ ପ୍ରଥମେ ରହିଛି ଆଇ କଣ୍ଟାକ୍ଟ ମାନେ ଚକ୍ଷୁ ମିଳନ , ତେବେ ପ୍ରଥମେ ଜାଣିବା , ଏମିତି ରେ ଆପଣ ମାନେ ଦେଖିବେ ଯିଏ ଆପଣ ମାନଙ୍କୁ ଭଲ ପାଉଛି ସେ ଆପଣ ମାନଙ୍କ ସହିତ ଆଖଇ ମିଶେଇ ପାରୁଛି କି , ଯଦି ନାହିଁ । ତେବେ ସେ ଆପଣ ମାନଙ୍କୁ ବହୁତ ପସନ୍ଦ କରୁଛୁ , ଦୁଇ ରେ ରହିଛି , ହସ ଏମିତି ରେ ଜାହାକୁ ଆପଣ ମାନେ ପସନ୍ଦ କରୁଛନ୍ତି , ତେବେ ସେ ହସୁ ଥିବା ସମୟ ରେ ସେ ଯଦି ଆପଣ ଙ୍କୁ ନୋଟିସ୍ କରୁଛି , ତେବେ ବି ଆପଣ ମାନେ ଜାଣନ୍ତୁ କି ସେ ଆପଣ ମାନଙ୍କୁ ବହୁତ ପସନ୍ଦ କରୁଛି ବୋଲି । ତିନି ରେ ରହିଛି ରେସ୍ପେକ୍ଟ । ଆପଣ ମାନଙ୍କୁ ଯେଉଁ ଝିଅ ଭଲ ପାଉ ଥିବ ତେବେ ସେହି ଝିଅ କେବେ ବି ଆପଣ ମାନଙ୍କ ଈରେସ୍ପେକ୍ଟ କରି ପାରିବ ନାହିଁ , ଏହି କଥା ଭାବେ ମନେ ରଖିବେ କି ଆପଣ ମାନେ ତା ଆଗରେ କେତେ ବି ଭୁଲ କରିଲେ ସେ ଆପଣଙ୍କୁ କେବେ ବି କିଛି କହିବ ନାହିଁ , ବରଂ ସେ ବୁଝେଇବ , ଚାରି ରେ ଅନକୋମ୍ପଟେବୁଲ , ଆପଣ ମାନେ ଏଠାରେ ବହୁତ ସହଜ ରେ ଦେଖିବା ପାଇଁ ପାଇବେ କି ଆପଣ ମାନେ ଯେଉଁ ଝିଅ କୁ ଭଲ ପାଉ ଥିବେ ସେହି ଝିଅ । ନିଶ୍ଟିତ ଭାବେ ଆପଣ ଅନ୍ୟ ଝିଅ ଙ୍କ ସହିତ କଥା ହେଲେ ସେ ସେହି ଝିଅ ଉପରେ ରାଗିବ , ବା ନିଜକୁ ସେ ଅନକୋମ୍ପଟେବୁଲ ଫିଲ୍ କରୁ ଥିବ , କାରଣ ସେ ପସନ୍ଦ କରେ ନାହିଁ । ଏହା ଥିବା ଝିଅ ଆପଣଙ୍କୁ ପସନ୍ଦ କରୁଛି ବୋଲି ପ୍ରାମଣ ଚେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ ସେହି ସବୁ ଟ୍ରୀକ୍ ବିଷୟ ରେ ଜାହାର ବ୍ୟବହାର କରି ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ କେହି ଝିଅ ଆପଣଙ୍କୁ ପସନ୍ଦ କରୁଛି କି ନାହିଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *