ଝିଅ ସିଙ୍ଗିଲ ଅଛି କି ନାହିଁ ଜାଣିବେ କେମିତି

ବନ୍ଧୁଗଣ ଗୋଟିଏ ଝିଅ କୁ ଦେଖି ଆମେ କେମିତି ଭାବେ ଜାଣିବା କି ସେ ସିଙ୍ଗେଲ ରହିଛି ନା ରିଲେସନ ସିପ୍ ରେ ରହିଛି ବୋଲି , ତେବେ ଆମେ ଏହି ଉପରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଯାଉ ଥିବା ବେଳେ ଆପଣ ମାନେ ଆମର ଏହି ପୋଷ୍ଟ କୁ ନିଶ୍ଚିତ ଭାବେ ସେଷ ଯାଏ ଦେଖନ୍ତୁ , ପୁଅ ମାନଙ୍କ ସହିତ ଏମିତି ବହୁତ ସମୟ ହୋଇ ଥାଏ କି ସେମାନେ ଝିଅ ଦେଖି ତ ପସନ୍ଦ କରନ୍ତି ହେଲେ ସେମାନେ ଏହି ବିଷୟ ରେ କେବେ ବି ଜାଣି ପାରନ୍ତି ନାହିଁ ସେମାନେ ସିଙ୍ଗେଲ ରହିଛନ୍ତି ନା ରିଲେସନ ସପ୍ ରେ ରହିଛନ୍ତି ବୋଲି ,ଏବଂ ସେମାନେ ସେଠାରେ ପ୍ରେମତ କରନ୍ତି ହେଲେ ପରେ ସେମାନଙ୍କୁ ଧୋକା ହିଁ ମିଳେdvfgnmh

ହେଲେ ଆମେ ଯେଉଁ ଟ୍ରିକ୍ ବିଷୟ ରେ କହିବୁ ଜାହା ପାଇଁ ଆପଣ ମାନେ ଜାଣି ପାରିବେ କି ସେହି ଝିଅ ରିଲେସନ ରେ ରହିଛି ନା ଲିଙ୍ଗେଲ ଅଛି ବୋଲି । ସିଙ୍ଗେଲ ରହିଛି ନା ରିଲେସନ ସିପ୍ ରେ ରହିଛି ଜାଣିବା ପାଇଁ ଆପଣ ମାନେ ତା ମୋବାଇଲ କୁ ନଜର ଦିଅନ୍ତୁ ଯଦି ସେ ସବୁ ବେଳେ ତାର ମୋବାଇଲ କୁ ଧରି ଥାଏ ତେବେ ସେ ସିଙ୍ଗେଲ ନାହିଁ କାରଣ ତାର ବୟଫ୍ରେଣ୍ଡ ରହିଛି ବୋଲି ସେ ସବୁ ବେଳେ ଏମିତି ଭାବେ ମୋବାଇରଲ କୁ ବ୍ୟବହାର କରୁଛି , ଆଉ ଯଦି ନ ଥିବ ତେବେ ସେ ସବୁ ସମୟ ରେ ମୋବାଇଲ କୁ ଚଳେଇବା ପାଇଁ ପସନ୍ଦ କରିବ ନାହିଁ ,fhbghmkh

ସେହି ପରି ବନ୍ଧୁଗଣ ସେହି ଝିଅ ପାଖକୁ କଲ୍ ଆସୁ ଥିଲେ ସେହି ସମୟ ରେ ଏହି ଉପରେ ନଜର ଦେବ କି ସେ କେଉଁ ପରି ଭାବେ କଥା ହେଉଛି ବୋଲି ଧରା ଯାଉ ସେ ତାର ବୟଫ୍ରେଣ୍ଡ ସହିତ କଥା ହେବ ତେବେ ସେ ଏକୁଟିଆ ସ୍ଥାନ କୁ ଯିବାକୁ ପସନ୍ଦ କରିବ ଏବଂ ସବୁ କଥା କୁ ସେ ଅପନ୍ସି କହି ପାରିବ ନାହିଁ , ଜାହା ଫଳ ରେ ଆପଣ ମାନେ ଜାଣି ପାରିବେ କି ସେ ରିଲେସନ ରେ ରହୁଛୁ ବୋଲି । ସେହି ପରି ଆପଣ ମାନେ ଏହି ବିଷୟ ରେ ଜାଣି ପାରିବେhfyjguj

କି ଯେତେ ବେଳେ ତାର ବୟଫ୍ରେଣ୍ଡ ଙ୍କ ପାଖରୁ କଲ୍ ଆସିବ ତେବେ ସେହି ସମୟ ରେ ସମସ୍ତ ଙ୍କ ସାମ୍ନା ରେ କେବେ ବି କଲ୍ ଏଟେଣ୍ଡ କରିବ ନାହିଁ ବରଂ ସେ ସାଇଲେଣ୍ଟ କରି ଦେବ ଏମିତି ହେଲେ ଆପଣ ମାନେ ଜାଣି ପାରିବେ କି ସେହି ଝିଅ ଟି ଆଉ କାହା ସହିତ ରିଲେସନ ରେ ରହିଛି ବୋଲି । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କି ଝିଅ ସିଙ୍ଗେଲ ରହିଛି ନା ରିଲେସନ ସିପ୍ ରେ ରହିଛି କେମିତି ଜାଣିବେ ବୋଲି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *