ଝିଅ ପଟେଇବା ପାଇଁ ତୁମ Attitude କିପରି ହେବା ଦରକାର?

rhyjfyukufik

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଦେଖିଥିବେ , ଗୋଟିଏ ପରୀ ଭଳି ଦେଖାଯାଉଥିବା ଝିଅ ଟି ଗୋଟିଏ ଫାଲତୁ ଏବଂ ବେକାର ହୋଇ ବୁଲୁଥିବା ପୁଅ ସହ ସେଟ ହୋଇ ଯାଇଥାନ୍ତି । କାହିଁକି ନା ଗୋଟିଏ ଝିଅ କୁ ଯେତେବେଳେ ପ୍ରକୃତ ରେ କାହା ସହ ପ୍ରେମ ହୋଇଯାଏ , ସେତେବେଳେ ସେ ତାର ରୂପ କିମ୍ବା ଟଙ୍କା ପଇସା କୁ ଦେଖି ଭଲ ପାଇ ନଥାଏ । ବଂର ସେ ତାର ବ୍ୟବହାର କୁ ଦେଖି ସେ ସହି ପୁଅ କୁ ଭଲ ପାଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ଆପଣ କେମିତି ଝିଅ ଙ୍କ ଆଗ ରେ ଠାଣି (attituted) ରଖିବା ଦରକାର ଯାହା ଫଳ ରେ ଝିଅ ଆପଣ ଙ୍କୁ ପସନ୍ଦ କରିବା ରେ ଲାଗିବ । ଆପଣ ଯାହା ସହିତ କଥା ହେବେ ସେ ଆପଣ ଙ୍କୁ ପସନ୍ଦ କରିବା ଦରକାର । ଆପଣ ଙ୍କୁ ଭାବିବା ଦରକାର କି ଠାଣି ସମସ୍ତ ଙ୍କ ଭିତର ଥାଏ । ଆଜି ଆପଣ ମାନଙ୍କୁ ଆମେ କିଛି ଠାଣି ବିଷୟ ରେ କହିବୁ ଯାହାକୁ ଆପଣ କରିବା ଦ୍ୱାରା ଆପଣ ଝିଅ ମାନଙ୍କ ସହ ଥରେ କଥା ହେଲେ ସେ ଆପଣ ଙ୍କୁ ପସନ୍ଦ କରିବା ରେ ଲାଗିବ । ତେବେ ଏହା ପାଇଂ ଆପଣ ଙ୍କୁ ଆମର ଏହି 4 ଟି ପଏଣ୍ଟ ମାନିବାକୁ ପଡିବ ।fdhbfgnhgm

1. ଆପଣ କାହାକୁ ନିଜ ଠାରୁ ଛୋଟ କି ବଡ ଭାବନ୍ତୁ ନାହିଁ । କାରଣ ଆପମ କାହାକୁ ନିଜ ଠାରୁ ବଡ ଭାବିଲେ ଆପଣ ତା ଆଗରେ ନର୍ଭସ ଅନୁବବ କରିବେ । ଯଦି ଆପଣ ଏକ ଝିଅ ସହ କଥା ହେଉଛନ୍ତି , ତେବେ ଆପଣ ଭାବନ୍ତୁ ଆପଣ ଙ୍କୁ ଯେମିତି ଏକ ପ୍ରେମିକା ଦରକାର , ସେମିତି ତାକୁ ମଧ୍ୟ ଏକ ପ୍ରେମିକ ଦରକାର । ଆପଣ ଯଦି ତାଙ୍କ ଆଗରେ କୁହନ୍ତି କି ମୁଁ ତମ ବିନା ବଞ୍ଚିପାରିବିନି , ମୁଁ ତମ କୁ ନ ପାଇଲେ ମରି ଯିବି , ତମେ ହିଁ ମୋର ଜୀବନ । ଏମିତି କହିବା ଦ୍ୱାରା ଆପଣ ଙ୍କ ର ଓଜନ ତାଙ୍କ ଠାରେ କମିଯାଏ । ତେଣୁ ଆପଣ ଯାହାକୁ ଯେତିକି ସମ୍ମାନ ଦବାକଥା ସେତିକି ଦବା ଦରକାର ନହେଲେ ଆପଣ ତାଙ୍କ ଆଗରେ ବହୁତ ଛୋଟ ହୋଇଯିବେ ।rgrthytyr

2. ଆଖି ର ଚାହାଣୀ । ଆପମ ଯଦି କାହା ସହ କଥା ହଉଛନ୍ତି , ତେବେ ଆପଣ ତାଙ୍କ ସହ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ । କାରଣ ଏମିିତି କରିବା ଦ୍ୱାରା ସାମ୍ନା ୱାଲା ଆପଣ ଙ୍କ ବିଷୟ ରେ ଭାବିବ କି ଏ ଲୋକ ର କନଫିଡେଣ୍ଟ ଅଛି । ଏହି ଲୋକ ର କତା ରେ ସତ୍ୟ ତା ଅଛି ।
3. ଇଣ୍ଟରେସ୍ଟ ଦେଖେଇବା , ଯଦି ଆପଣ ଙ୍କ ସହ ଏକ ଝିଅ କଥା ହେଉଥାଏ , ତେବେ ଆପଣ ତାଙ୍କ କଥା ରେ ଆପଣ ବହୁତ ଇଣ୍ଟରେସ୍ଟ ଦେଖାନ୍ତୁ କାରଣ ଏହା କରିବା ଦ୍ୱାରା ସେ ଝିଅ ମଧ୍ୟ ଆପଣ ଙ୍କ ଉପରେ ଖୁସି ହେବ ଏବଂ ସେ ଆପଣ ଙ୍କ ସହ ବହୁତ କଥା ମଧ୍ୟ ହେବ । ଏମିତି କରିବା ଦ୍ୱାରା ସେ ଝିଅ ମଧ୍ୟ ଆପଣ ଙ୍କ ଉପରେ ଇମ୍ପ୍ରେସ୍ ହେବ ।rrthtrhytt
4. ଲୁକ୍ ଏବଂ ବଡି ଲାଙ୍ଗୁଏଜ ଏବଂ ବ୍ୟବହାର , ଆପଣ ସର୍ବଦା ବାତରା ପିଲା ଙ୍କ ଭଳି ସ୍ଟାଇଲ ନ ମାରି ଜେଣ୍ଟଲ ବଳି ପୋଷାକ ପିନ୍ଧନ୍ତୁ । ଆପଣ ଆପଣ ଙ୍କର ବ୍ୟବହାର ସଦା ସର୍ବଦା କୋମଳ ମୟ ରଖନ୍ତୁ କାରଣ ଆପଣ ଙ୍କର କଟୁ କଥା କାହାକୁ ବି ଆପମ ଙ୍କର ନିଜ ଆଡକୁ ଆକର୍ଷିତ କରି ପାରିନଥାଏ ତେଣୁ ଆପଣ ସବୁବେଳେ ସମସ୍ତ ଙ୍କ ସହ ଭଲ ରେ କଥାବାର୍ତ୍ତା ହୁଅନ୍ତୁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *