ନୂତନ ଭୋଟର କାର୍ଡ କେମିତି ନିଜ ଫୋନ ରେ ଆବେଦନ କରି ପାରିବେ ।

jtykyuilkoiul

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତୁ ଜାଣି ନେବା କେମିତି ଆପଣ ଆପଣ ଙ୍କର ନୂତନ ଭୋଟର କାର୍ଡ ନିଜ ଫୋନ ରେ ଆବେଦନ କରି ପାରିବେ । ଯଦି ଆପଣ ଡିସେମ୍ବର ମାସ 15 ତାରିଖ ଆଗରୁ ଆବେଦନ କରୁଛନ୍ତି , ତେବେ ଆପଣ ଙ୍କ ପାଇଁ ସୁବିଧା ହେଉଛି କି ଆପଣ ଜାନୁଆରୀ 15 ତାରିଖ ରେ ଆସୁଥିବା ନୂତନ ଭୋଟର କାର୍ଡ ରେ ଆପଣ ନାମ ଆଲସି ଯିବ । ତେବେ ଆସନ୍ତୁ ଜାଣି ନେବା କେମିିତି ଆପଣ ଏହାକୁ ଆବେଦନ କରିବେ । ଏଥିଲାଗି ଆପଣ ପ୍ରଥମେ ଆପଣ ଙ୍କର ଇଣ୍ଟରନେଟ୍ ଗୁଗୁଲ ରେ NVSP ସୋର୍ଚ୍ଚ କରନ୍ତୁ ।rehrtjtyujkuy

ତାପରେ ଆପଣ ଙ୍କ ର ସାମ୍ନା ରେ National Voters Service Portal ସେହି ୱେବସାଇଟ ଟି ଆସିବ , ତାପରେ ଆପଣ ସେଥିରେ କ୍ଲିକ୍ କରନ୍ତୁ । ତାପରେ ଆପଣ ଭୋଟର କାର୍ଡ ର ଅଫିସିଆଲ ୱେବସାଇଟ ରେ ପଲେଇ ଆସିବେ । ତାପରେ ସେଠାରେ ଆପଣ ଙ୍କୁ Voters Portal ନାମକ ଏକ ପଷ୍ଟୋର ଲେଖା ଥିବ । ତାପରେ ସେହିଥିରେ ଆପଣ କ୍ଲିକ୍ କରନ୍ତୁ । କ୍ଲିକ୍ କଲା ପରେ ଆପଣ ଙ୍କୁ ସେଥିରେ ଲଗ୍ ଇନ୍ ପାଇଁ ଲେଖା ଆସିବ । ତାପରେ ଆପଣ ସେଥିରେ ଆପଣ ଙ୍କ ର ଜିମେଲ୍ ଆକାଉଣ୍ଟ ଓ ପାସୱାଡ ଦେଇ ସେଥିରେ ଲଗ୍ ଅନ ହୁଅନ୍ତୁ ।rghtrhytujt

ଲଗ୍ ଅନ ହେଲା ପରେ welcome ଲେଖା ଆସିବ , ତାପରେ ଆପଣ ଙ୍କର ପ୍ରଫାଇଲ ସେଟଅପ କରିବା ପାଇଁ ପଡିବ । ସେଥିରେ ଆପଣ ଙ୍କର ନିଜ ନାମ । ଏମିତି ଆପଣ ଙ୍କର ବିଷୟ ରେ ଡାଟା ଦେଇ ଫିଲ ଅପ କରନ୍ତୁ । ଫିଲ ଅପ କରି ସାରିବା ପରେ ଆପଣ ସବମିଟ ବଟନ ଟିକୁ ଦବେଇ ଦିଅନ୍ତୁ । ତାପରେ ଆପଣ ଙ୍କ ସାମ୍ନା ରେ ଭୋଟର ରେଜିସଟ୍ରେସନ ଏବଂ ଭୋଟର ଏଡିଟ ପାଇଁ ଲେଖା ଥିବ ସେଥିରେ ଆପଣ ଆପଣ ଙ୍କର ଭୋଟର କୁ ପୁଣି ଏଡିଟି ବା ଭୁଲ ର ସଂଶୋଧନ କରି ପାରିବେ । ଆପଣ ନୂତନ ଭୋଟର ଆବେଦନ ପାଇଁ ଆପଣ voter registration ଉପରେ ପ୍ରେସ କରନ୍ତୁ ।htyyjkykuiiu

ତାପରେ ଆପଣ ଙ୍କର ଡିଟେଲ୍ସ ସେଥିରେ ଫିଲ ଅପ କରିବା ପାଇଁ ପଡିବ ଯେମିତିକି ଆପଣ ଭାରତୀୟ ନାଗରିକ କି ନାହିଁ । ଆପଣ ଙ୍କର ଭୋଟର କାର୍ଡ ଅଛି କି ନାହିଁ । ତାପରେ ଆପଣ ଙ୍କର ଅନ୍ୟ ଡକମେଣ୍ଟ ଦବା ପାଇଁ ପଡିବ । ଯେମିତିକି ଆପମ ଙ୍କର ଆଦାର କାର୍ଡ ହେଉ ଅବା ପାର୍ନ କାର୍ଡ ବା ଡ୍ରାଇଭିଂ ଲାଇସେନ୍ସ । ତାପରେ ଆପଣ ଙ୍କର ଲୋକେସନ ଦବାକୁ ପଡିବ । ତାପରେ ଆପଣ ସବମିଟ କରି ଦିଅନ୍ତୁ । ତାପରେ ସବମିଟ କରିବା ପରେ ଆପଣ ଙ୍କର ଭୋଟର କାର୍ଡ ପାଇଁ ରେଜିସ୍ଟ୍ରେସନ ହେଇଯିବ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *