ଚୁଲୁବୁଲି ନାୟିକା ଏଲିନା ନିଜ ପରିବାର ସହ କେମିତି ସମୟ କାଟୁଛନ୍ତି ଦେଖନ୍ତୁ

sdghrtjuuykuol

ବର୍ତମାନ ସମୟ ରେ କୋରନା ଭୁତାଣୁ କୁ ନେଇ କେମିତତି ଭାବେ ପରିସ୍ଥିତି ହେବାରେ ଲାଗଗିଛଛି ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଲୋକ ମାନଙ୍କ ମଧ୍ୟ ରେ ଭୟ ର ବାତାବରଣ ଦେଖିବା ପାଇଁ ମିଳୁ ଥିବା ବେଳେ ପ୍ରତ୍ୟେକ ଦିନ ଦେଶ ର ବହୁତ ଲୋକ ମାନେ ଏହି ଭାଇରସ ର ଶୀକାର ହେବାାରେ ଲାଗିଛନ୍ତି ,ସେମିତି ରେ ଏହା ପାଇଁ ବର୍ତମାନ ସମୟ ରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦୁହେଁ ମିଶି କରି ବହୁତ ଗୁଡିଏ ଷ୍ଟେଫ୍ ନେବାରେ ଦେଖିବା ପାଇଁ ମିଳିଛନ୍ତି । ଏବଂ ଲୋକ ମାନଙ୍କୁ କେମିତି ଭାବେ ସଚେତନ କରି ହେବ ସେହି ବିଷୟ ରେ ସେମାନେhfdhnjdda

ବହୁତ ବଡ ବଡ ଲୋକ ତଥା ସେଲିବ୍ରେଟି ମାନଙ୍କୁ କହିବା ପାଇଁ ସେମାନେ ଅନୁରୋଧ କରୁ ଥିବା ବେଳେ ଏଠାରେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଏଲିନା ସାମନ୍ତରାୟ ବି ସେମିତି କିଛି କରୁ ଥିବାର ଦେଖିବା ପାଇଁ ମିଳିଥିଲେ ଯେଉଁ ଥିରେ ଲୋକ ମାନେ ବହୁତ ପରିମାଣ ରେ ପ୍ରତ୍ସାହିତ ହୋଇ ଥିଲେ । ଏବଂ ତାଙ୍କର ସେହି ସବୁ ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳି ଥିଲା । ତେବେ ଆମେ କହିବୁ ଏବେ ସେ ଏଲିନା ଘରେ ରହି କଣ କରୁଛନ୍ତି , ସୂଚନା ଅନୁସାରେ ସେ ନିଜର ଭଦ୍ରକ ସ୍ଥିତ ଗାଁ ରେ ରହିଛନ୍ତି ,dfstjhtudj

ଏବଂ ସେ ନିଜର ସୋସିଆଲ ମିଡ଼ିଆ ରେ ପ୍ରତ୍ଯେକ ଦିନ ଘରେ କଣ କରୁଛନ୍ତି ସେହି ବିଷୟ ରେ ଦେଖାଉଛନ୍ତି, ଯେମିତି କି ଘରେ ରୋଷେଇ କରିବା ରୋଙ୍ଗଲୀ ଆଙ୍କିବା , ପପରିବାର ସହିତ ଲୁଡ ଖେଳିବା , ତଥା ତା ସହିତ ସେ ଫୋଟଗ୍ରାଫି ର ଇଚ୍ଛା ରଖିଛନ୍ତି । ସେହି ପରି ବେଳେ ସେ କହିଛନ୍ତି ଏବେ ସେ ଗାଁ ରେ ରହି ନିଜର ଲାଇଫ୍ କୁ ଏନଜୟ କରୁଛନ୍ତି । ତଥା ଏତେ କାମ ର ବ୍ୟସ୍ତତା ମଧ୍ୟ ରେ ସେ ବର୍ତମାନ ସମୟ ରେ ପରିିବାର ସହିତ ମିଶିବାର ସୁଯୋଗ କୁ ହାତ ଛଡା କରୁ ନାହାଁନ୍ତି ,dfdxghjfyk

ସେମିତି ରେ ଆପଣ ମାନେ ବି ଏହି ସମୟ ରେ ମଧ୍ୟରେ ନନିଜର ପରିବାର ଲୋକ ମାନଙ୍କ ସହିତ  କେମିତି ମଜା ମସ୍ତି କରିଲେ ସେହି ବିଷୟ ରେ ନିଶ୍ଚିତ ଭାବେ ଜଣେଇ ଦେବେ ଏଲିନା ଙ୍କ କଥା କହିବା ତେବେ ସେ କହିଛନ୍ତି କି କେବଳ ତାଙ୍କର ନୁହେଁ ସମସ୍ତ ଙ୍କ ପାଖରେ ବର୍ତମାନ ସମୟ ରେ ବହୁତ ଭଳ ଚାନ୍ସ ରହିଛି କି ସେମାନେ ଘରେ ରହି ନିଜର ପରିବାର ସହିତ ସମୟ କାଟନ୍ତୁ ବୋଲି ସେ କହିଛନ୍ତି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *