କେହି ଅଜଣା ଝିଅ ସହିତ ପ୍ରଥମ ଥର କିପରି କଥା ହେଲେ ଝିଅ ନିଜ ପଟରୁ ଗପିବ?

hngjghjf

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ଗୋଟିଏ ଝିଅକୁ ଭଲ ପାଉଥାନ୍ତି ତେବେ ଆପଣ ତାଙ୍କୁ ପଟେଇବେ କିପରି ଆଜି ଆମେ ଆପଣ ମାନଙ୍କୁ ଆଜି ଆମର ଏହି ପୋଷ୍ଟ ରେ ଏହି ବିଷୟ ରେ ଆଲୋଚନା କରିବୁ ତେବେ ପୁରା କଥା କୁ ଜାଣିବା ପାଇଁ ଶେଷ ଯାଏଁ ପଢନ୍ତୁ ତେବେ ବନ୍ଧୁଗଣ ଆପଁ ଝିଅକୁ ଦେଖି ଭାବୁଥିବେ ଆପଣ ତାଙ୍କ ସହ ଦେଖା ହେଲେ କଣ କଥା ହେବେ କେଉଁଠାରୁ କଥା ଆରମ୍ଭ କରିବେ ଏବଂ ତା ସହ କିପରି କଥା ହେବା ଦରକାର ଆପଣ କିଛି ବୁଝି ପାରୁ ନାହାନ୍ତି ତତା ପରେ ବି ଭାବୁଛନ୍ତି ଯଦି ନିଜ ପଟୁ ଆପଣ କଥା ହେବେ କାଳେ ସେ କଣ କହିବ ତା ସହ କଥା ହେବାକୁ ଆପଣ ଯେତେiuyuyuyyu

ଥର ଚେଷ୍ଟା କରିଛନ୍ତି କିଛି କରି ପାରୁ ନାହାନ୍ତି ଯେତେ ଚେଷ୍ଟା କଲେ ବି ତା ପାଖ କୁ ଗଲେ ଆପଣ କଣ କଥା ହେବେ କିଛି ମନେ ପଡୁନି କିମ୍ବା ତା ସହ କଥା ହେବା କି ଆପଣ ଙ୍କ ର ସାହାସ ପାଉନି ଆପଣ ଙ୍କୁ ଡର ବି ଲାଗୁଛି ଆପଣ ଙ୍କ ର କନଭିଡ୍ନିସ ଆସି ପୀରୁନି ଆପଣ ବି ଜାଣୀ ପାରୁ ନାହାନ୍ତି ଆପଣ ତା ସହ କେଉଁ ବିଷୟ ରେ କଥା ହେବେ ଏବଂ କେଉଁଛାରି ଆରମ୍ଭ କରିବେ ଆପଣ ଯଦି କେହି ଝିଅ ସହ କଥା ହେବାକୁ ତାହୁଁଛନ୍ତି ତାବା ଆପଣ ଙ୍କୁ କଣ କରିବା ଦରକାର ପ୍ରଥମ କଥା ହେଇି ଆପଣ ଙ୍କୁ ଲାଜ ଛାଡିବାକୁ ହେବ ଝିଅ ଯଦି ଖୁବ ଖୁସି ହଇଆପଣ ଙ୍କ ସହ ଗୋପିବ ତ ଆପଣjhkjjghgg

ଭୁଲ ଭାବିଛନ୍ତି ପ୍ରଥମ ଥର କେହି ଆଜଣା ଅଚିହ୍ନା ଝିଅ ସହ କଥା ହେବାକୁ ହେଲେ ଆପଣ ଙ୍କ ସହିତ ସେ ଖୁସି ରେ ଗପିବନି ବରଂ ଆପଣ ଙ୍କୁ ତାର ଇଗ ଦେଖିବାକୁ ମିଳିବ କାରଣ ସେ ଗୋଟେ ଝିଅ ଏବଂ ସେ ଆପଣ ଙ୍କୁ ପସନ୍ଦ କରେନି ଆପଣ ତାକୁ ନିଜେ ପସନ୍ଦ କରନ୍ତି ନିଜ ପଟ ରୁ ଚାହିଁଛନ୍ତି କିନ୍ତୁ ଝିଅ ଆପଣ ଙ୍କୁ ପସନ୍ଦ କରୁଛୁକି ନାହିଁ ଆପଣ ଜାଣି ନାହାନ୍ତି ତେଣୁ ଆପଣ ଏକା ଯିବେ ତା ସହିତ କଥା ହେବେ ହୋଇ ପାରେ ସେ ଆପଣ ଙ୍କୁ ଇନସଲ୍ଟ କରି ପାରେ ଆପଣ ଙ୍କୁ ଇଗନର କରି ପାରେ କିମ୍ବା ଫସ ଟାଉମ କଥା ହୋଉଛନ୍ତି ଯେତେବେଳେ ସେ ଆପଣ ଙ୍କୁ ହୁଁ ହାଁ ଠିକ ଅଛିgiuhyuy

ଓକେ ଏହି ଭଳି କଥା ହେବ ଏହି ପରି ଜବାବ ଦେଇ ସେଠୀରୁ ତାଲି ଯାଇ ପାରେ ଯଦି ଝିଅ ଏପରି କରୁଛି କି କିଛି ନ କହୁ ଚାଲି ଯାଇଛି ତ ତେବେ ଆପଣ ଆପଣ ଙ୍କ ର ମନ କୁ ବୁଝେଇବାକୁ ପଡିବ ଯେ ହଁ ଏ ସବୁ ନେଚୁରାଲ ଝିଅ ମାନେ ଏସବୁ ଫାସ୍ଚ ଟାଇମ କଥା ହେଲେ ଏମିତି କରନ୍ତି ଏହା ଭାବି ଆପଣ ତା ସହ ବାର ବାର କଥା ହୁଅନ୍ତୁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *