ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶୀନି ଏବଂ ଅନୁଭବ ମହାନ୍ତି

asfsdggfhfg

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଓଡିଆ ଜଗତ ରେ ଅନୁଊବ ଏବଂ ବର୍ଷା ଙ୍କର ଯୋଡି ବହୁତ ସୁନ୍ଦର ଅଟେ ସେମାନେ ଦୁଇ ଜଣ ଗୋଟିଏ କଲେଜ ରେ ପାଠ ପଢିଥିଲେ ପରେ ସେମାନେ ଓଡିଆ ଫ୍ଲିମ୍ ଜଗତ କୁ ଆସି ସମଗ୍ର ଓଡିଆ ବାସୀ ଙ୍କର ହୃଦୟ ମଧ୍ୟ ଜିଣି ପାରିଥିଲେ ପ୍ରଥମେ ଅନୁଭବ ଓଡିଆ ଜଗତ ରେ ଆଲବମ୍ ରେ କାମ କରିଥିଲେ ପରେ ସେ ଧିରେ ଧିରେ ଓଡିଆ ଫ୍ଲିମ୍ ଜଗତ ରେ ତାଙ୍କର କଳା ପ୍ରଦର୍ଶନ କରିବା କୁ ସୁଯୋଗ ପାଇ ଥଲେ ପରେ ସେ ପ୍ରସିଦ୍ଧ ହେବା ପରେ ସେ ତାଙ୍କର ସାଥୀ ବର୍ଷା ଙ୍କୁ ସେ ଏହି ଲାଇନ କୁ ଆଣି ଥିଲେ ପରେ ସେମାନ ଙ୍କ ଭିତରେ ସଂମ୍ପର୍କ ଘନିଷ୍ଠ ହେବା ରୁ ସେମାନେ ପରସ୍ପର କୁ ଭଲ ପାଇଥିଲେ ଏବଂ ପରେ ସେମାନେ ବିବାହ ମଧ୍ୟ କରି ନେଇଥିଲେ।asdfdfhfgj

ଏମିତି ରେ ଦେଖିବାକୁ ଗଲେ ଓଡିଆ ଜଗତ ର ସମସ୍ତ ଦର୍ଶକ ଏହି ଦୁଇ ଜଣଙ୍କ ର ଯୋଡି କୁ ବହୁତ ଅଧିକ ପସନ୍ଦ କରନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶୀନି ଏବଂ ଅନୁଭବ ମହାନ୍ତି ଙ୍କ ର ଘଟଣା ଜାଣିଥିବେ ଘଟିଥିବା ଏକ ଙଟଣା ର ସମାଧାନ ନ ହୋଇଥିବା ବେଳେ ପୁଣି ଆଇ ଏକ ଘଟଣା ସାମନା କୁ ଆସିଛି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶୀନି ଏବଂ ଅନୁଭବ ମହାନ୍ତି ଙ୍କ ର ବିବାଦ ଆଜ୍ଞା ହଁ ଘଟଣା ଟି ହେଉଛି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶୀନି ଏବଂ ଅନୁଭବ ମହାନ୍ତି ଙ୍କ ର ସମ୍ପରକ କୁ ନେଇ କିଛି ସୋସିଆଲ ମିଡିଆ ରେ ଖରାପ କଥା କହିଥିବାର।

ଏ ନେଇ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶୀନି ନିକଟସ୍ଥ ପୋଲିସ ରେ ଅଭିଯୋଗ ଆଣିଛନ୍ତି ଘଟଣା ଟି ହେଉଛି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶୀନି ଫେସବୁକ ନାମକ ଏକ ସୋସିଆଲ ମିଡିଆ ବ୍ୟବହାର କରିବା ସମୟ ରେ ସେ ଏକ ଫେସବୁକ ର ଏକ ଅନିଭବ ମହାନ୍ତି ଙ୍କ ର ଫ୍ୟାନ ଫୋଲଓରସ ଙ୍କ ର ଏକ ପେଜ ଗ୍ରୁପ ଦେଖି ଥିଲେ ଯେଉଁ ଥିରେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶୀନି ଏବଂ ଅନୁଭବ ମହାନ୍ତି ଙ୍କ ର ସମ୍ପର୍କ କୁ ନେଇ ଆନୁଭବ ମାହାନ୍ତି ଙ୍କ ର ଫ୍ୟାନ ଫୋଲଓରସ ଅନୁଭବ ଙ୍କ ସପକ୍ଷ ରେ ଯାଇ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶୀନି ଙ୍କୁ ବହୁତ।aferdhfjhtyhj

ଖରାପ କଥା କହି ସେଥିରେ ଗାଳି ଗୁଲଜ କରିଛନ୍ତି ସେଥିପାଇଁ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶୀନି ଏହା ର କିଛି ସ୍କ୍ରିନ ସୋଟ ନେଇ ପୋଲିସ ଷ୍ଟେସନ ରେ ଅଭିଯୋଗ ଆଣିଛନ୍ତି କି ତୁରନ୍ତ ଏହି କମେଣ୍ଟ କୁ ଡିଲେଟ କରିବା ସହ ଉକ୍ତ ଘଟଣା ସମ୍ପର୍କ ରେ ସାମିଲା ଥିବା ଅଭିଯୁକ୍ତ ଙ୍କ ବିରେଧ ରେ କଡା କାର୍ଯାନୁଷ୍ଠାନ ନିଆଯାଇ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *