12 ବର୍ଷ ହେଲା ଏହି ହିରୋ ଙ୍କୁ ଭଲ ପାଉଛନ୍ତି ଓଲିଉଡ ହିରୋଇନ୍ ଦିବ୍ୟାଦିସା ମହାନ୍ତି

THTIKOL

ନିଜର ଫୋଟ ଉତ୍ତଳନ ରୁ ହିଁ ବହୁତ ପରିମାଣ ରେ ପପୁଲାର ରହି ଥିବା ଏବଂ ସମସ୍ତ ଙ୍କ ମନ ରେ ଜାଗା ଘେରି ବସିଛନ୍ତି ଅଭିନେତ୍ରୀ ଦିବ୍ୟା ହଁ ଆଜ୍ଞ୍ୟା ପ୍ରଥମ ଥର ପାଇଁ ସାୟରୀ ରେ ଲୋକ ମାନଙ୍କ ହୃଦୟ କୁ ଜିତିଲେ ଏବଂ ପରେ ସୁନ୍ଦର ଗଡ ର ସଲମାନ ଖାଁ ରେ ଲୋକ ମାନଙ୍କର ହୃଦୟ ରେ ଆଉ ଗୋଟିଏ ଘର କରିଲେଏବଂ ଗୋଟିଏ ନିଜର ପରିଚୟ କୁ ସେ ସୃଷ୍ଟି କରି ଥିଲେ । ନିଜର ଡେନ୍ସ ବେଳ ରୁ ହେଉ କିମ୍ବା ନିଜର ହୋଟ ଲୁକ ବେଳୁ ସେ ସମସ୍ତ ଙ୍କୁ ନିଜର କରି ରଖିଛନ୍ତି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ପ୍ରଥମ ଥର ପାଇଁ ସୁନ୍ଦର ଗଡ ର ସଲମାନ ଖାଁ ରେ ବାବୁ ସାନ ଙ୍କ ସହିତ ସ୍କ୍ରୀନ ସେୟାର କରି ନଜର କୁ ଆସି ଥିଲେ ଦିବ୍ୟାଦିସା ମହାନ୍ତିAFCDTHJY

ଏବଂ ଏହା ପରେ ପରେ ସେ କେବେ ବି ପଛକୁ ଫେରି ଚାହିଁ ନ ଥିଲେ ଏହି ଅଭିନେତ୍ରୀ । ଏମିତି ସୁଣବା ପାଣି ମିଳିଛି କି 12 ବର୍ଷ ହେବ ଦିବ୍ୟା ଏକ ତର୍ଫା ପ୍ରେମ ରେ ପଡିଛନ୍ତି  ସେ ଆଉ କେହି ନୁହଁନ୍ତି ତେଲୁଗୁ ଅଭିନେତା ସୁପର ଷ୍ଚାର ରାହୁଲ । ତାଙ୍କୁ କେହି କେହି ଆରିୟାନ ମଧ୍ୟ ଡାକନ୍ତି  ରାହୁଲ ତେଲୁଗୁ ଚଳଚିତ୍ର ରେ ଅଭିନୟ କରନ୍ତି । ଏବଂ ଏମିତି ମଧ୍ୟ ରେ ସେ ବହୁତ ଗିଡିଏ ଫିଲ୍ମ ନିଜର ହାତ ରେ ରଖି ଥିବା ବେଳେ  ଆଗାମୀ ସମୟ ରେ ସେହି ଥିରେ ଦେଖିବା ପାଇଁ ମିଳିବେ  ସେହି ପରି ବେଳେ ସେDFHDK

କିଛି ଓଡିଆ ଫିଲ୍ମ ରେ ବି କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ,ସେହି ପରି ଭାବେ ରାହୁଲ ଙ୍କ ସହିତ ଦିବ୍ୟାା ବି ଦୁଇଟି ଫିଲ୍ମ ରେ କାମ କରିଛନ୍ତି ସେମିତି ରେ ଏହି ଦୁଇଟି ଚଳଚିତ୍ର ରେ ହିଁ ଏମାନଙ୍କ ମଧ୍ୟ ରେ ପ୍ରେମ ଜାଗ୍ରତ ହୋଇ ଥିଲା ହେଲେ ଏବେ ସୁଣିବା ପାଇଁ ମିଳିଛି ରାହୁଲ କୁଆଡେ ଦିବ୍ୟାା ଙ୍କୁ ଗୋଟିଏ ବନ୍ଧୁ ହିସାବ ରେ ମାନନ୍ତି । ହେଲେ ସେ ଭଲ ପାଉ ଥିଲେ ମଧ୍ୟ ରେ ସେ ଏବେ ପର୍ଯ୍ୟନ୍ତ ଦିବ୍ୟା ଙ୍କୁ କହି ନାହାଁନ୍ତି ।SAFERDTJ

ଏବେ ବି ଏମାନେ ଦୁହେଁ ବହୁତ ଭଲ ସାଙ୍ଗ ରହି ଥିବା ବେଳେ ଏମାନେ କେବେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ବୋଲି କହି ନାହାଁନ୍ତି ହେଲେ ସେମାନେ ଦୁହେଁ ଦୁଖଃ ସୁଖ ସବୁ ବେଳେ ହୋଇ ଥାନ୍ତି । ତେବେ ଆପଣ ମାନଙ୍କୁ ଏହି ଦୁଇଟି ଯୋଡି କେମିତି ଲାଗୁଛି ଆମକୁ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *