ଓଲିଉଡ ଅଭିନେତ୍ରୀ ଝିଲ୍ଲୀକ୍ କିଛି ଏମିତି କହିଲେ ଭୂମିକା ଏବଂ ଶିବାନୀ ଙ୍କ ବିଷୟ ରେ

dffhygjygk

ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ଲକଡାଉନ ର ଆନଲୋକ୍ ର ପିରିଅଡ ଚାଲିଛି ତେବେ ଏହି ମଧ୍ୟ ରେ ବି କୋରନା ର ପରିସ୍ଥିତି କମି ନାହିଁ । ବରଂ ବଢି ଚାାଲିଛି ତେବେ ବର୍ତମାନ ସମୟ ରେ ଲୋକ ମାନଙ୍କୁ ସଚେତନ କରା ଜାଉଛି । ଏବଂ ଲୋକ ମାନଙ୍କୁ ଘରେ ରହିବା ପାଇଁ କୁହା ଜାଉଛି । ତେବେ ଏହି ମଧ୍ୟ ରେ ବି ବହୁତ ଲୋକ ମାନେ ଲକଡାଉନ ପଡି ଥିବା ଯୋଗୁଁ ଖୋଲା ଖୋଲି ଭାବେ ଅନ୍ୟ ସହିତ ମିଶି ପାରୁ ନାହାଁନ୍ତି ଏବଂ ଟିକିଏ ଟାଇମ୍ ସ୍ପେଣ୍ଡ କରି ପାରୁ ନଥିଲେ ହେଲେ ଏହି ଦିନ ରେ ଟିକିଏ କୋହଳ ପାଇଁ ମିଶିବା ପାଇଁ ଲୋକ ବିବ୍ରତ ହେଉଛନ୍ତି ।ତେବେ ଏହି ମଧ୍ୟ ରେ ଆମର ଓଲିଉଡ ର ତିନୋଟି ସୁପର ଏକ୍ଟ୍ରେସ୍ ଭୂମିକା uiykiol

ଶିବାନୀ , ଏବଂ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ଟିକିଏ ସମୟ ରେ ସ୍ପେଣ୍ଡ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ଝିଲ୍ଲୀକ ଙ୍କ ସହିତ ସେମାନେ ଗୋଟିଏ ପାର୍ଟି ରେ ଯୋଗଦାନ କରି ଥିବାର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି ,ତେବେ ଏଠାରେ ଏମାନେ ତିନି ଜଣ ନିଜ ନିଜ ବିଷୟରେ ଏବଂ ଝିଲ୍ଲୀକ୍ ଙ୍କ ବିବାହିତ ଜିବନ ତଥା ଝିଲ୍ଲୀକ୍ ବି ଭୂମିକା ଏବଂ ଶିବାନୀ ଙ୍କୁ ଏତେ କମ୍ ବୟସ ରୁ ଏତେ ଇନକ୍ରିଜ୍ ମ୍ୟଣ୍ଟ ପାଇଁ ବଦ୍ଧେଇ ଦେଇ ଥିବାର ଦେଖିବା ପାଇଁ ମିଳି ଥିଲେ ଏବଂ ସେମାନଙ୍କୁ ନିଜ ହାତରେ ମିଠା ମଧ୍ୟ ଖୁଆଇ ଦେଇ ଥିଲେ ।hjyuiku

ଝିଲ୍ଲୀକ୍ ଙ୍କ କହିବା ଅନୁସାରେ ଏମାନଙ୍କ ସହିତ ବିଗତ 6 ବର୍ଷ ର ସଂମ୍ପର୍କ ଏବଂ ଏମାନଙ୍କୁ ଏହି ଲକଡାଉନ୍ ମଧ୍ୟ ରେ ବହୁତ ସମୟ ରୁ ଦେଖି ନ ଥିବା ବେଳେ ସେ ଦେଖିବା ପାଇଁ ବିବ୍ରତ ହେଉ ଥିଲେ ତେବେ ସେମାନେ ଏହି ପରି ଗୋଟିଏ ପ୍ଲାନ୍ କରି ଥିଲେ । ସେହି ପରି ଶୀବାନୀ କହି ଥିଲେ ଝିଲ୍ଲୀକ୍ ତାଙ୍କ ପାଇଁ ଦି ଏବଂ ସେ ତାଙ୍କର ଗେଲୁ ବୋଲି କହିଛନ୍ତି, ସେହି ପରି ବେଳେ ସେମାନେ ବହୁତ ପରିମାଣ ରେ ସେଠାରେ ମଜା ଉଠେଇ ଥିବାର ମଧ୍ୟ ଦୂଶ୍ୟ ଦେଖିବା ପାଇଁ ମିଳିଛି , ସେମିତି ରେ ବନ୍ଧୁଗଣ ଏହି ତିନି ଜଣଙ୍କ ଏକା ସହିତ ମିଶିବା ର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ।hgkiui

ବହୁତ ପରିମାଣ ରେ ଭାଇରଲ ହୋଇ ଥିବା ବେଳେ ଏହି ତିନି ଅଭିନେତ୍ରୀ ଙ୍କ ଫେନ୍ସ ମାନେ ବି ଏହି ଭିଡ଼ିଓ ଏବଂ ଏମାନଙ୍କ ବନ୍ଧୁତା କୁ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରିଛନ୍ତି , ତେବେ ଆପଣ ମାନଙ୍କୁ ବନ୍ଧୁଗଣ ଏହି ତିନି ଅଭିନେତ୍ରୀ ମାନଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *