ଆଦିତ୍ୟଙ୍କୁ ନ୍ୟାୟ ଦେବା ପାଇଁ ଧାରଣା ରେ ବସିଲେ ପତ୍ନୀ ବିଦ୍ୟାଶ୍ରୀ ଭିଡ଼ିଓ ଦେଖନ୍ତୁ

adsyaefuejghb

ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା ରେ ପୁଣି ଏକ ନୂଆ ମୋଡ ଏବେ ଧାରଣା ରେ ବସିଲେ ପତ୍ନୀ ବିଦ୍ୟାଶ୍ରୀ , କଣ ସତ ରେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କୁ ନ୍ୟାୟ ମିଳିବ ନାହିଁ । ତେବେ ଏହି ବିଷୟ ରେ କଣ ସବୁ କହିଛନ୍ତି ଏବ ବର୍ତମାନ ସମୟ ରେ କଣ ରହିଛି ଏହା ଉପରେ ଆପଡେଟ୍ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା , ତେବେ ଆପଣ ମାନଙ୍କୁ ଏଠାରେ ଜଣେଇ ଦେବାକୁ ଚାହିଁବୁ କି କୈଣସି ବି ନିସ୍କର୍ଶ ରେ ପହଁଚି ପାରୁ ନାହାଁନ୍ତି ତଦନ୍ତ କାରୀ ସଂସ୍ଥା , ଏବଂ ଧିରେ ଧିରେ ଅଧିକ ରହସ୍ୟ ଘେର କୁ ଚାଲି ଜାଉଛି ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ମାମଲା ।gthjtkfdas

ତେବେ ବର୍ତମାନ ସମୟ ରେ ରହସ୍ୟ ଘେର ରେ ରହି ଥିବା ଏହି କେସ୍ ରୁ ଚର୍ଚ୍ଚିତ ଚେହେରା ପାଲଟି ଥିବା ବିଦ୍ୟାଶ୍ରୀ ଯିଏ କି ଅସଲ ରେ ଆଦିତ୍ୟ ଙ୍କ ପତ୍ନୀ ଅଟନ୍ତି ତାଙ୍କୁ ନେଇ ବି ବର୍ତମାନ ସମୟ ରେ ଚର୍ଚ୍ଚା ଜୋର ଧରିଛି । ଏହା ପଛରେ କଣ କାରଣ ରହିଛି ଆସନ୍ତୁ ଜାଣିବା ସେମିତି ରେ ବର୍ତମାନ ସମୟ ରେ ତାଙ୍କୁ ସମସ୍ତେ ଦୋଷୀ ବୋଲି କହୁ ଥିବା ବେଳେ ,ନିଜେ କହୁଛନ୍ତି କି ଯଦି ମୁଁ ଦୋଷ କରିଛି ତେବେ ମତେ ଦଣ୍ଡ ଦିଆ ଯାଉ ଏବଂ ମୋ ବିରୋଧ ରେ କାର୍ଯ୍ୟାନୁ ଷ୍ଟାନ ଗ୍ରହଣ ହେଉ ଏବଂ ଏହିଥି ପାଇଁ ବର୍ତମାନ ସମୟ ରେ ଆଦିତ୍ୟ ଙ୍କୁ ନ୍ୟୟ ମିଳିବା କୁ ନେଇ ଧାରଣା ରେ ବସିଛନ୍ତି ।rgtjraadseh

ସେ କହୁଛନ୍ତି କି ଉପଯୁକ୍ତ ଦଣ୍ଡ ବିଧାନ ସହିତ ତାଙ୍କର ସ୍ୱାମୀ ଙ୍କ ହତ୍ୟାକାରୀ ଙ୍କୁ ଦଣ୍ଡ ବିଧାନ ହେଉ ଦୋଷୀ ସାମ୍ନା କୁ ଆସୁ ଦୋଷୀ ଯିଏ ବି ହେଉ ନା କାହିଁକି ସିଏ ସାମ୍ନା କୁ ଆସିବା ନିହାତି ଜରୁରୀ ଅଟେ । ତାଙ୍କର କହିବା ଅନୁସାରେ ଯଦି ଲୋକ ମାନେ ତାଙ୍କୁ ବି ଦୋଷୀ କହୁଛନ୍ତି ତେବେ ତାଙ୍କୁ ଏହି ଉପରେ କିଛି ବି ଫରକ୍ ପଡୁ ନାହିଁ ତେବେ ତାଙ୍କୁ ଦୋଷୀ ବୋଲି ପ୍ରାମାଣିତ ହେଲେ ସେ ନିଶ୍ଚିତ ଭାବେ ଦଣ୍ଡ ଶୀକାର କରିବେ , ନଚେତ୍ ଏବେ ଏହି କେସ୍ କୁ ତଦନ୍ତ ପରିଶର ଭୁକ୍ତ କରା ଜାଉ ଏବଂ ଏହି କେସ୍ ର ଟିକିନିକି କରି ତଦନ୍ତ କରା ଯାଉ ,ଏହି କେସ୍ କୁ ନେଇ ପୋଲିସ୍ ର ଅବେ ସିଥିଳତା କଣ ପାଇଁ ରହିଛି ସେହି ଉପରେ ବି ନିଶ୍ଚିତ ଭାବେ ପ୍ରଶ୍ନ ଉଠା ଯାଉ ବୋଲି ସେ ଦାବୀ କରି ଏହି ଦିନ ରେ ଧାରଣା ରେ ବସିଛନ୍ତିfrhfxdjyfuk

ତେବେ ଆପଣ ମାନେ ଜାଣି ଥିବେ କି ବିଗତ 5 ମାସ ହେବ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତତ୍ୟୁ ହୋଇ ସାରି ଥିବା ବେଳେ ବର୍ତମାନ ସମୟ ରେ ବି ତାଙ୍କୁ ନ୍ୟୟ ମିଳି ନାହିଁ ଏବଂ ଏହାକୁ ନେଇ ତାଙ୍କର ଶୁଭ କର୍ତ୍ତା ମାନେ ବି ଆଲୋଚନା  କରୁଛନ୍ତି କଣ ସତ ରେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କୁ ନ୍ୟୟ ମିଳି ପାରିବ କି ନାହିଁ ତେବେ ଆପଣ ମାନଙ୍କର ଏହାକୁ ନେଇ କଣ ରାୟ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *