ଭାଉଜ ଙ୍କୁ ନିଶା ଦେଇ କରୁ ଥିଲେ ଏମିତି କାମ ଯେତେ ବେଳେ ନଜର କୁ ଆସିଲେ ତେବେ

nisacdfa -na

ଆମେ ଆଜି ଆପଣ ମାନଙ୍କୁ ଏମିତି ହିଁ ଜଣେ ମହିଳା ଙ୍କ କାହାଣୀ ବିଷୟ ରେ ଆପଣ ମାନଙ୍କୁ କହିବୁ ଯିଏ ବିବାହ କରିବା ପରେ ସବୁ କିଛି ଦୁଖଃ ଏବଂ କଷ୍ଟ କୁ ସହି କରି ରହି ଥିଲେ ହେଲେ ସମୟ ଏମିତି ମୋଡ ରେ ଆଣି ଛିଡା କରେଇ ଦେଲା କି ନା ତାଙ୍କ ଶାଶୁ ଘର ତାଙ୍କ ପାଖରେ ରହିଲା ନା ତାଙ୍କର ପରିସ୍ଥିତି ତାଙ୍କର ସାଥ୍ ଦେଲା । ତେବେ ଆସନ୍ତୁ ଜାଣି ନେବା ସେହି ମହିଳା ଙ୍କ ବିଷୟ ରେ ଏବଂ ସେ କଣ ପାଇଁ ଏତେ କଷ୍ଟ ପାଇଛନ୍ତି ସେହି ବିଷୟରେ ଜାଣି ନେବା । ତେବେ ଏହି ମହିଳା ଜୟପୁର ର ଏବଂ ସେ ନିଜର ଦୁଖଃ ନେଇ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ।

ସେମିତି ରେ ଗୋଟିଏ ଝିଅ ଯେତେ ବେଳେ ବିବାହ କରି ପର ଘର କୁ ଆସେ ତେବେ ସେ ବହୁତ କିଛି କଥା ଭାବି ଥାଏ । ଏବଂ ସେହି ସବୁ କୁ ଶାକାର କରିବା ପାଇଁ ତା ସହିତ ତା ସ୍ୱାମୀ ରହି ଥାଏ, ହେଲେ ଏହି ମହିଳା ଜଣ ଙ୍କୁ ନିଜ ସ୍ୱାମୀ ଙ୍କ ସାଥି ମିଳି ନ ଥିଲା, ତାଙ୍କର ବର୍ତମାନ ସମୟ ରେ ଅଭିଯୋଗ ହେଲା କି ତାଙ୍କ ସ୍ୱାମୀ ତାଙ୍କୁ ଘରେ ନିର୍ଜାତିତ କରୁ ଥିଲେ । ଏବଂ ଏହି ସବୁ କଷ୍ଟ କୁ ସହି ନ ପାରି ସେ ନିଜର ଦୂର ରେ ସ୍ଥିତ ଦିଅର ଙ୍କ ପାଖକୁ ଜାଇ ଥିଲେ । ହେଲେ ତାଙ୍କର ଭାଗ୍ୟ ଏତେ ପରିମାଣ ରେ ଖରାପ ଥିଲା କି ଯେତେ ବେଳେ

ସେ ସେହି ଦିଅର ଙ୍କ ପାଖରେ ପହଁଚି ଥିଲେ ତେବେ ସେହି ଦିଅର ତାଙ୍କୁ ନିଶା ଦେଇ ଜୋରଜବର୍ଦୋସ୍ତି କରି ରେପ୍ କରି ଥିଲେ । ଏତେ ସବୁ ହେବା ପରେ ତାଙ୍କୁ ମାରିବା ପାଇଁ ଚେଷ୍ଟା କରି ଥିଲେ । ହେଲେ ଭାଗ୍ୟ ବଶତ ସେ ସେଠାରୁ ଖସି ପଳେଇ ଆସି ଥିଲେ । ଏବଂ ସେ ସିଧା ଆସି ପହଁଚି ଥିଲେ ଥାନା ରେ , ଏବଂ ସେ ସେଠାରେ କାହାରି କଥା କୁ ବି ଭାବି ନ ଥିଲେ  ଏବଂ ସେ ଏହି କଥା ଭାବି ଥିଲେ ।

ମୋର ଏହି ଦୁନିଆଁ ରେ କେହି ନାହିଁ କେବଳ ବର୍ତମାନ ସମୟ ରେ ମତେ ନ୍ୟୟ ମିଳିବା ଜରୁରୀ ଅଟେ, ଏମିତି ରେ ବର୍ତମାନ ସମୟ ରେ ତାଙ୍କୁ ନ୍ୟାୟ ମିଳିବା ପାଇଁ ସେ କୋର୍ଟ ର ଦ୍ୱାରସ୍ଥ ହୋଇ ଥିବା ବେଳେ ଏହି ମହିଳା ଙ୍କୁ କେମିତି ଭାବେ ସଂମ୍ପର୍ଣ୍ଣ ନ୍ୟାୟ ମିଳି ପାରିବ ସେଥି ପାଇଁ କୋର୍ଟ ସଂମ୍ପର୍ଣ୍ଣ ପ୍ରାୟାସ ମଧ୍ୟ କରିଛି , ତେବେ ବନ୍ଧୁଗଣ ଏହି ଦିନ ରେ ଏମିତି ଏକ ଘଟଣା ଜାହା ସୋସିଆଲ ମିଡ଼ିଆ ରେ

ଏହା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଭାଇରଲ ହେବାରେ ଲାଗି ଥିବା ବେଳେ ଏବେ ପୋଲିସ୍ ଏହା ଉପରେ କାର୍ଯ୍ୟନୁଷ୍ଟାନ କରୁ ଥିବା ବେଳେ ଏହି ମହିଳା ଙ୍କୁ ନ୍ୟାୟ ମିଳିବା ପାଇଁ ଲୋକ ମାନେ କହିଛନ୍ତି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *