ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଏସବିଆଇ ବା ଷ୍ଟ୍ୟାଟ ବ୍ୟାଙ୍କ ର 7 ଟି ବଡ ସୁଚନା ରହିଛି ଯାହା କି ସମସ୍ତେ ଜାଣି ରଖିବ ନିହାତି ଦରକାର ଯାହାକି ଏସସବିଆଇ ଗ୍ରାହକ ଙ୍କୁ କଲା ସତର୍କ ଆଉ ଦେଇଛି 7 ଟି ସୁଚନା ଯଦି ଆପଣ ମାନେ ଏହି ସୁଚନା ମାନୁ ନାହାନ୍ତି ତାହାଲେ ଆପଣ ଙ୍କ ର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇ ପାରେ ତେବେ କଣ ସେହି ସୁଚନା ଜାଣିବା ପାଇଁ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ଦେଖନ୍ତୁ ଗତ କିଛି ମାସ ଧରି ଅନେକ ବ୍ୟାଙ୍କ ରୁ ଫର୍ଡ ମାମଲା ସାମନା କୁ ଆସିଛି ଏହି ସବୁ ବ୍ୟାଙ୍କ ର ଅଧିକାରୀ ହୋଇ ଠକୁ ଥିବା ଜଣା ଯାଇଛି ତେବେ ନିଜକୁ ବ୍ୟାଙ୍କ ର ଅଧିକାରୀ
ରୁପେ ଲୋକ ଙ୍କ ସହ କଥା ହୋଇ କେୟ୍ୟାସି ସଂଗ୍ରହ କରିବା ଜରୁରୀ ବୋଲି କହି ଗ୍ରାହକ ଙ୍କ ଠୁ ଅନେକ ପ୍ରକୀୟା ପୁରା କରିବା କୁ କିମ୍ବା ଓଟିପି ଦେବାକୁ କହି ଆପଣ ଙ୍କ ର ପୁରା ବ୍ୟାଙ୍କ ଆକାଉଣ୍ଟ କୁ ଖାଲି କରି ଦିଅନ୍ତି ତ ସେହି କାରଣ ରୁ ଏସବିଆଇ ନିଜର ଅଫିସିଆଲ ଟୁଇଟର ଆକାଣ୍ଟ ରେ ଗ୍ରାହକ ମାନଙ୍କୁ ସତର୍କ କରେଇ ଦେଇଛି ଯେ ଠକାମୀ ର କିଛି ଏସଏମସ ରେ ନିଜକୁ ସୁରକ୍ଷିତ ରଖନ୍ତୁ ଜଦି ଆପଣ ଏହି 7 ଟି ସୁଚନା ମାନିବେ ତାହାଲେ ଆପଣ ଙ୍କ ର ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ରହିବ ତେବେ ପ୍ରଥମେ ରହିଛି ଓଟିପି କାହା ସହିତ ସେୟାର କରନ୍ତୁ ନାହିଁ
ଦେଖନ୍ତୁ ଯଦି ଆପଣ ଙ୍କୁ କୈଣସି ପ୍ରକାର ର ଓଟିପି କେବେ ଆସୁଛୁ କି ଫୋନ ଆସୁଛି ଆଉ କହୁଛନ୍ତି ଓଟିପି ଦିଅନ୍ତି ତେବେ ଆପଣ ବିଲକୁଲ ବି ସେୟାର କରନ୍ତୁ ନାହିଁ ସେ ଯେ କେହି ବି ହେଉ ନା କାହିଁକି ଆପଣ କାହା ସହ ବି ଓଟିପି ସେୟାର କରନ୍ତୁ ନାହିଁ ଦ୍ୱିତୀୟ ରେ ରହିଛି ରିମୋଟ ଆକ୍ସେସ ଆପ୍ଲିକେଶନ ଠାରୁ ଦୁରେଇ ରୁହନ୍ତୁ ଆପମ ମାନେ ନିଜ ମୋବାଇଲ ରେ ରଖଥିବେ ଯାହାକି ରିମୋର୍ଟ ମାନେ ଆପେ ଆପେ ପ୍ଲେ ହେଉଥିବ ଆପେ ଆପେ ଚାଲୁଥିବ ଆପଣ ମାନେ ଥରେ ଆକ୍ସେସ ଦେଇଦେଲେ ସେ ଅଟୋମେଟିକ ଚାଲୁଥିବ ସେହି ଆପ୍ଲିକେସନ ଠାରୁ ଦୁରେଇ ରୁହନ୍ତୁ ଏବଂ ଏହାକୁ ମୋବାଇଲ ରେ ରଖନ୍ତୁ ନାହିଁ ତୃତୀୟ ରେ ରହିଛି ଅଜଣା
ଲୋକ ଙ୍କ ସହ ଆଧାର କପି ସେୟାର କରନ୍ତୁ ନାହିଁ ଯଦି ଆପଣ କାହାକୁ ଜାଣି ନାହାନ୍ତି ତାଙ୍କ ସହ ଆଧାର କପି କରନ୍ତୁ ନାହିଁ ବହୁତ ଲୋକ ମାନେ ଏମିତି ଥାଆନ୍ତି ଯିଏ ନିଜର ଆଧାର ର ବିବରଣୀ ଲୋକ ମାନଙ୍କ ସହ ସେୟାର କରନ୍ତି କିନ୍ତୁ କୈଣସି ଜାଗାରେ ବି ନିଜର ଆୈଧାର ବିବରଣୀ ସେୟାର କରନ୍ତୁ ନାହିଁ ତା ସହିତ ନିଜ ବ୍ୟାଙ୍କ ଖାତାରେ ନିଜର ନୁଆ ସମ୍ପର୍କ ଟି ଅପଡେଟ କରନ୍ତୁ ଯଦି ଆପଣ ଙ୍କ ର କିଛି ନୁଆ ଡିଟେଲ୍ସ ଆସିଲା ଯଦି ଆପଣ ନୁଆ ମୋବାଇଲ ନଂ ବଦଳ କରୁଛନ୍ତି ଯଦି ଆପଣ କିଛି ଡୋକମେଣ୍ଟ ନୁଆ ଅପଡେଟ କରୁଛନ୍ତି ଯେମିତି କି ପାର୍ନ କାର୍ଜ ହେଉ ତାହାକୁ ଆପଣ ନିଜର ବ୍ୟାଙ୍କ ଖାତା ରେ ଅପଡେଟ କରି ନିଅନ୍ତୁୁ ।